Browsing Tag

balangir news

ଗଣ୍ଡାବଜା ପତ୍ରିକା ତରଫରୁ ମାନବିକ ଅଧିକାର ଦିବସ

ନ୍ୟାୟପାଳିକା ମାନବିକ ଅଧିକାର ପ୍ରତି ଆହୁରି ସମ୍ବେଦନଶୀଳ ହେଉ : ଅମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନବିକ ଅଧିକାରକୁ ଦେଶର ସମ୍ବିଧାନ ଓ ବିଚାର ବିଭାଗ ବିଶେଷ ଗୁରୁତ୍ୱ ପ୍ରଦାନ କରୁଥିଲେ ହେଁ ଲୋକେ ଦୈନନ୍ଦିନ ତାଙ୍କର ମାନବିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଜାତି, ଧର୍ମ,…
Read More...

ସଭିଲ କୋର୍ଟ ପଛପଟେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସିଭିଲ କୋର୍ଟ ପଛପଟେ ଜଣେ ବ୍ୟକ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ୫ଟାରେ ଜଣେ ଯୁବକଙ୍କୁ ଟେକି ନେଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପାଟଣାଗଡ ଥାନା ଘଷିଏନ୍‌ ଗାଁର ଅଶୋକ ଘୁଟଲା…
Read More...

ଖଲିଆପାଲି ସ୍କୁଲରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍‌ ଅନ୍ତର୍ଗତ ଖଲିଆପଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟିର…
Read More...

ବାର୍ଷିକ ଅଧିବେଶନ ଓ ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜର ବାର୍ଷିକ ଅଧିବେଶନ ଖୁଜେନପାଲି ସ୍ଥିତ ଶୈଳପୀଠରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ପୂର୍ବାହ୍ନରେ ରସରାଜ ସା’ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଧର ଦଣ୍ଡସେନା ଉପସ୍ଥିତ ଥିଲେ ।…
Read More...

ମନୁପାଲି ଓ ଲୁହୁରାମୁଣ୍ଡା ଠାରେ ହାତୀ ଗତିବିଧି ଉପରେ ନଜର ରଖିବାକୁ ଦକ୍ଷତା ବିକାଶ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ମନୁପାଲି ଓ ଲୁହୁରାମୁଣ୍ଡା ଠାରେ ଜିଲ୍ଲା ବନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ହାତୀ ଗତିବିଧି ଉପରେ ନଜର ରଖିବାକୁ ଏକ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୦ ଜଣ ଗଜ ସାଥୀଙ୍କୁ ନିଯୁକ୍ତ କରାଯାଇଥିଲା । ଏହି…
Read More...

ବାନ୍ଧନଘୋରରେ ୧୦ତମ ପ୍ରେମାନନ୍ଦ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାନ୍ଧନଘୋର ରେ ୧୦ତମ ପ୍ରେମାନନ୍ଦ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ ମ୍ୟାଚର ଫିତା କାଟି ଶୁଭାରମ୍ଭ କରିଥିଲେ । ଏଥିରେ ପୂର୍ବତନତ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ,…
Read More...

ପାଣ୍ଡିରିଡୁଙ୍ଗୁରୀ ଗ୍ରାମରେ ଶାଳ ଗଣ୍ଡି ଓ ଟ୍ରାକ୍ଟର ଜବତ ସହ ଦୁଇଜଣଙ୍କୁ ଗିରଫ କଲା ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଣ୍ଡିରିଡୁଙ୍ଗୁରୀ ଗ୍ରାମ ଠାରେ ଗତକାଲି ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮ଟି ଶାଳ କାଠ ଗଣ୍ଡି ସହ ଗୋଟିଏ ଟ୍ରାକ୍ଟରକୁ ଜବତ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଡିଏଫ୍‌ଓ ନୀତିଶ କୁମାର…
Read More...

ମହିମୁଣ୍ଡା ସରଶ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୧ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ - ବ୍ଲକ ଅଧ୍ୟକ୍ଷ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର ମହିମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇଦିନ ଧରି ଚାଲିଥିବା ୨୧ତମ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି ।…
Read More...

ହାତୀ ଆକ୍ରମଣରେ ମୃତ ମାଛୁଙ୍କ ପରିବାର ପାଖକୁୁ ପହଞ୍ଚିଲେ ନରସିଂହ

ହାତୀପଲ ଦ୍ୱାରା ଫସଲ କ୍ଷୟକ୍ଷତିର ଠିକ ଭରଣା ଦେଉ ସରକାର - ନରସିଂହମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପାଇଁ ଚାଲିଛି ଚେଷ୍ଟା - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ତିନି ଚାରି ଦିନ ତଳେ କୁଲତାପଡା ପଞ୍ଚାୟତ ଅନ୍ତର୍ଗତ ଖଇରଗୁଡା ଗାଁର ମାଛୁ ମହାନନ୍ଦଙ୍କ ହାତୀ ଆକ୍ରମଣରେ ପ୍ରାଣ…
Read More...

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ଦେଶ ପ୍ରବଳ ଶୀତ ପାଇଁ ଥରୁ ଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ଏହି ଶୀତକୁ ଆଖି ଆଗରେ ରଖି ଅସହାୟ ବ୍ୟକ୍ତି ମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ…
Read More...