Browsing Tag

balangir news

ବଲାଙ୍ଗିର ତୈଳିକ ବୈଶ୍ୟ ସମାଜ ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଗର ତୈଳିକ ବୈଶ୍ୟ ସମାଜ ଏବଂ ଯୁବ କମିଟିର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ନଗର ସଭାପତି ରେବତୀକାନ୍ତ ସାହୁ, ସଂପାଦକ ଧୃବଚରଣ…
Read More...

ରାମଜୀ ନାଟକ ସଂସଦ ଦ୍ୱାରା ରାମଲୀଳା ପାଇଁ ପ୍ରସ୍ତୁତି ବୈଠକ

ଜାନୁୟାରୀ ପହିଲାରୁ କଳାକାର ଚୟନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁରାତନ ରାମଲୀଳା ନାଟକ ସଂସ୍ଥା ରାମଜୀ ନାଟକ ସଂସଦ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚମର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହି ବୈଠକରେ ଆବାହକ ଚିଦାନନ୍ଦ ବେହେରା ସଭା ଆରମ୍ଭ କରିଥିଲେ ।…
Read More...

ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅମଲା ଭବନ ବଲାଙ୍ଗିର ଠାରେ ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ମା' ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀ ଦେବୀଙ୍କର ପୂଜାର୍ଚ୍ଚନା କରାଯାଇ…
Read More...

କଣ୍ଟାବାଞ୍ଜି ପୋଲିସକୁ ମିଳିଲା ବଡ଼ ସଫଳତା : ନିଖୋଜ ୬ଟି ମୋବାଇଲ ଫୋନକୁ ଉଦ୍ଧାର କରି ମାଲିକଙ୍କୁ କଲା ହସ୍ତାନ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ନିଖୋଜ ମୋବାଇଲ ଫୋନ୍‌କୁ ନେଇ ଥାନାରେ ଅଭିଯୋଗ ପରେ କଣ୍ଟାବାଞ୍ଜି ଥାନା ପୋଲିସ ମାମଲା ରୁଜୁ କରି ଆଜି ଭିନ୍ନ ଭିନ୍ନ ସ୍ଥାନରୁ ନିଖୋଜ ୬ଟି ମୋବାଇଲ ଫୋନ ଉଦ୍ଧାର କରି ନିଜ ନିଜ ମାଲିକ…
Read More...

ପୁଣି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରୁ ମୋବାଇଲ୍ ଚୋରି, ଥାନାର ଦ୍ୱାରସ୍ଥ ହେଲେ ମାଲିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ କିଛି ଦିନ ତଳେ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଚୋରି ହୋଇଥିବା ବେଳେ ଏହାକୁ ନେଇ ଥନାରେ ଏତଲା ହୋଇଥିଲା । ତେବେ ଆଜି ପୁଣି ଥରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡ଼ରେ ଜଣେ ରୋଗୀଙ୍କ…
Read More...

ପୁଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡି କର୍ମଚାରୀଙ୍କ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ୍‌ ଓାର୍କସ ଏସୋସିଏସନ୍‌ ଶାଖାର ପୁଇଁନ୍ତଲା ବ୍ଲକର ଅଙ୍ଗନୱାଡି କର୍ମଚାରୀ ମାନେ ଆଜି ଆଠ ଦଫା ଦାବୀକୁ ନେଇ ବ୍ଲକ ପରିସରରେ ଧାରଣାରେ ବସିଛନ୍ତି । ଅନ୍ୟପଟେ ଧାରଣା ବସିଥିବା ପୁଇଁନ୍ତଲା ବ୍ଲକ ଅଙ୍ଗନୱାଡି ସଭାନେତ୍ରୀ କ୍ରିଷ୍ଣା…
Read More...

ଜିଲ୍ଲା ଓକିଲ ସଂଘ ତରଫରୁ ସିଭିଲ କୋର୍ଟ ସମ୍ମୁଖରେ ଧାରଣା

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ସିଭିଲ କୋର୍ଟ ସମ୍ମୁଖରେ ବିଭିନ୍ନ ଦାବୀକୁ ନେଇ ଧାରଣା ଦିଆଯାଇଥିବା ଜଣାପଡିଛି । ଦାବୀ ଗୁଡିକ ମଧ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ, ଓକିଲ ମାନଙ୍କ ଉପରେ ହେଉଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ମୁଖ୍ୟ…
Read More...

ଜିଲ୍ଲା ଓକିଲ ସଂଘ ତରଫରୁ ସିଭିଲ କୋର୍ଟ ସମ୍ମୁଖରେ ଧାରଣାକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ସିଭିଲ କୋର୍ଟ ସମ୍ମୁଖରେ ବିଭିନ୍ନ ଦାବିକୁ ନେଇ ଧାରଣା ଦିଆଯିବାକୁ ଥିବା ବେଳେ ଯେମିତି କିଛି ଅପ୍ରୀତିକର ସମସ୍ୟା ସୃଷ୍ଠି ନ ହୁଏ ତାହାକୁ ଆଖି ଆଗରେ ରଖି ଟାଉନ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।
Read More...

ପୌରପାଳିକା, କାଉନସିଲ ଏବଂ ପ୍ରଶାସନ ଫଳସାପତ୍ରୀପଡ଼ାଠାରେ ମୁହାଁମୁହିଁ

ବଲାଙ୍ଗିର, (କେପିଏନ୍ଏସ୍‌) : ପୌରପାଳିକା କାଉନସିଲ ଏବଂ ପ୍ରଶାସନ ଫଳସାପତ୍ରୀପଡ଼ାଠାରେ ମୁହାଁମୁହିଁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଫଳସାପତ୍ରୀପଡ଼ାଠାରେ ପ୍ରଶାସନ ତରଫରୁ ୨୪ ଘଣ୍ଟାର ସମୟ ଦେଇ ଆଜି ଉଚ୍ଛେଦ କାମ ଚାଲୁଥିବା ବେଳେ ଏହାକୁ ନେଇ ସ୍ଥାନୀୟ ପଡ଼ାବାସୀ ମାନେ…
Read More...

ରାସ୍ତା ଅବରୋଧ କଲେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ସୋନପୁର ରାସ୍ତାର ମଲମୁଣ୍ଡା ଛକଠାରେ ପୁଇଁନ୍ତଲା ଚାଷୀ ସଂଗଠନ ତରଫରୁ ରାସ୍ତା ଅବରୋଧ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ପ୍ରତ୍ୟୁଷରୁ ସମସ୍ତ ଦଳର କର୍ମକର୍ତ୍ତା ମାନେ ଚାଷୀର ହକ୍‌କୁ ନେଇ…
Read More...