Browsing Tag
balangir news
ଦୁର୍ଗାପାଲି ଛକଠାରେ ସଡକ ଦୁର୍ଘଟଣା, ୧ ଗୁରୁତର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦୁର୍ଗାପାଲି ଛକଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସ୍ଥାନୀୟ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାନୀକଟା ଗ୍ରାମର ଉଦ୍ଧବ ନାଏକ(୨୩) ନାମକ ଜଣେ ଯୁବକ ନିଜ ଗ୍ରାମରୁ ବାହାରି କୌଣସି କାମ ପାଇଁ!-->…
Read More...
Read More...
ପକ୍ଷାଘାତରେ ଶିକାର ହୋଇଥିବା ସ୍ତ୍ରୀର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱାମୀ
ବଲାଙ୍ଗିର, (କେପିଏନ୍ଏସ୍) : ପକ୍ଷାଘାତରେ ଶିକାର ହୋଇଥିବା ନିଜ ସ୍ତ୍ରୀର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ରତାଖଣ୍ଡି ଗ୍ରାମର ଜନକ ବାରିକ । ଜନକ ବାରିକଙ୍କ କହିବାନୁସାରେ, ସ୍ତ୍ରୀ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ବେଳେ ଏ ବୃଦ୍ଧ ବୟସରେ!-->…
Read More...
Read More...
ସ୍ୱାମୀ ନିଖୋଜ ନେଇ ସଦର ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ୱାମୀ ନିଖୋଜ ନେଇ ବଲାଙ୍ଗିର ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି ମାଧିଆପାଲିର ଜଣେ ସ୍ତ୍ରୀ । ନିଖୋଜ ଯୁବକ ଜଣକ ମାଧିଆପାଲିର ରଂଜିତ ମହାନନ୍ଦ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ କହିବାନୁସାରେ ରଂଜିତ ଗତ ୯ ତାରିଖରେ ଘରୁ କାମ କରି ଯିବା ପାଇଁ ବାହାରି ଆଉ!-->…
Read More...
Read More...
ଭୁଶୁଡ଼ିଲା ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସ୍ଥିତ ସର୍ଜରୀ ୱାର୍ଡର ସିଲିଂ : ଅଳ୍ପକେ ବର୍ତ୍ତିଲେ ରୋଗୀ
ବଲାଙ୍ଗିର, (କେପିଏନ୍ଏସ୍) : ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସ୍ଥିତ ସର୍ଜରୀ ୱାର୍ଡର ସିଲିଂ ଭୁଶୁଡି ପଡିଥିବା ସୂଚନା ମିଳିଛି । ତେବେ ସେ ସମୟରେ ଉକ୍ତ ୱାର୍ଡରେ କୌଣସି ରୋଗୀ ନଥିଲେ, ଯଦ୍ୱାରା କାହାରି କୌଣସି କ୍ଷତି ହୋଇନାହିଁ । ଏପଟେ ସିଲିଂ ଭୁଶୁଡିବା କାରଣ ଅଦ୍ୟାବଧି ଜଣାପଡ଼ିନି!-->…
Read More...
Read More...
ମିର୍ଦ୍ଧାପାଲି ପଞ୍ଚାୟତଠାରେ ଗ୍ରାମସଭା ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ପଞ୍ଚାୟତ ଠାରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନାମିକା ହୋତା ଯୋଗ ଦେଇ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟାଗତ ଅଭିଯୋଗ ଶୁଣି ଶୀଘ୍ର ସମାଧାନ ପାଇଁ ପ୍ରତିଶୃତି!-->…
Read More...
Read More...
ନରସିଂହଙ୍କ ଅଧ୍ୟକ୍ଷତାରେ ରୋଗୀ କଲ୍ୟାଣ ସମିତିର ବୈଠକ
ଡାକ୍ତରମାନେ ୨୪ ଘଣ୍ଟା ରୋଗୀ ସେବାରେ ବ୍ରତି ରୁହନ୍ତୁ - ନରସିଂହଇନ୍ଡୋର ଭର୍ତ୍ତି ଉପରେ ଗୁରୁତ୍ୱାରୋପ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ବର୍ଷର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।!-->!-->!-->…
Read More...
Read More...
ମା’ ମାହେଶ୍ୱରୀ ଫୁଟବଲ କ୍ଲବ ତରଫରୁ ୧୦ତମ ପ୍ରେମାନନ୍ଦ ଫୁଟବଲ୍ ମେମୋରିଆଲ ଆୟୋଜିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ କୁଟୁମଡୋଳା ପଞ୍ଚାୟତର ବାନ୍ଧନଘୋର ଗାଁ ଠାରେ ମା' ମାହେଶ୍ୱରୀ ଫୁଟବଲ କ୍ଲବ ତରଫରୁ ୧୦ତମ ପ୍ରେମାନନ୍ଦ ଫୁଟବଲ୍ ମେମୋରିଆଲ ଆୟୋଜିତ ହୋଇଯାଇଛି । ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଦିବସରେ ମୁଖ୍ୟଅତିଥି ଭାବେ ବିଜୁ ଯୁବ ଜନତା ଦଳ!-->…
Read More...
Read More...
ଆନ୍ତଃଜିଲ୍ଲା କବାଡି ଚୟନ ଶିବିର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବଲାଙ୍ଗିର ଜିଲ୍ଲା କ୍ରୀଡା ସାଂସଦର ଆନୁକୂଲ୍ୟରେ ୧୮/୧୨/୨୦୨୨ ତାରିଖରେ ଗାନ୍ଧୀ ଷ୍ଟାଡିମରେ ବରିଷ୍ଠ ବିଭାଗର ଉଭୟ ପୁରୁଷ ଓ ମହିଳାମାନଙ୍କର ଚୟନ ଶିବିର ଅନୁଷ୍ଠିତ ହେବ । ଇଚ୍ଛୁକ ପ୍ରତିଯୋଗୀ ସମୟ ୯ଟା!-->…
Read More...
Read More...