pakka

ମା’ ମାହେଶ୍ୱରୀ ଫୁଟବଲ କ୍ଲବ ତରଫରୁ ୧୦ତମ ପ୍ରେମାନନ୍ଦ ଫୁଟବଲ୍ ମେମୋରିଆଲ ଆୟୋଜିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ କୁଟୁମଡୋଳା ପଞ୍ଚାୟତର ବାନ୍ଧନଘୋର ଗାଁ ଠାରେ ମା’ ମାହେଶ୍ୱରୀ ଫୁଟବଲ କ୍ଲବ ତରଫରୁ ୧୦ତମ ପ୍ରେମାନନ୍ଦ ଫୁଟବଲ୍ ମେମୋରିଆଲ ଆୟୋଜିତ ହୋଇଯାଇଛି । ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଦିବସରେ ମୁଖ୍ୟଅତିଥି ଭାବେ ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ପୁରସ୍କାର ବିତରଣ କରିଥିଲେ । ମା’ ମାହେଶ୍ୱରୀ ଫୁଟବଲ୍ ଆସୋସିଏସନ୍‌ର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜ୍ଞାପନ ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

10 − eight =