pakka

ଆନ୍ତଃଜିଲ୍ଲା କବାଡି ଚୟନ ଶିବିର

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବଲାଙ୍ଗିର ଜିଲ୍ଲା କ୍ରୀଡା ସାଂସଦର ଆନୁକୂଲ୍ୟରେ ୧୮/୧୨/୨୦୨୨ ତାରିଖରେ ଗାନ୍ଧୀ ଷ୍ଟାଡିମରେ ବରିଷ୍ଠ ବିଭାଗର ଉଭୟ ପୁରୁଷ ଓ ମହିଳାମାନଙ୍କର ଚୟନ ଶିବିର ଅନୁଷ୍ଠିତ ହେବ । ଇଚ୍ଛୁକ ପ୍ରତିଯୋଗୀ ସମୟ ୯ଟା ସୁଦ୍ଧା କବାଡି ସଂପାଦକ ବିଭୁତି ଭୂଷଣ ପଣ୍ଡାଙ୍କ ଠାରେ ଯୋଗଯୋଗ କରିବା ପାଇଁ ଅନୁରୋଧ ।

jay balangir
Leave A Reply

Your email address will not be published.

12 + eighteen =

error: Content is protected !!