ଚାନ୍ଦଳି ସଂରକ୍ଷିତ ଜଙ୍ଗଲ ହେଲା ସବୁଜିମା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଲାଠୋର ବନାଞ୍ଚଳ ବିଭାଗ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଟଙ୍କପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଢାଛପର ଗ୍ରାମ ଠାରେ ଥିବା ଚାନ୍ଦଳି ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୨୫ ହଜାର ଚାରା ରୋପଣ କରାଯାଇଥିଲା । ରେଞ୍ଜର ପ୍ରଭାତି ସେଠ, ଫରେଷ୍ଟର!-->…
Read More...
Read More...