Browsing Tag

balangir news

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଉପର ଏକ କୋଠା ଭିତରୁ ଧରାପଡିଲେ ଯୁବତୀଙ୍କ ସହ ଜଣେ ବ୍ୟକ୍ତି, ଭିଡିଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଉପର ଏକ କୋଠା ଭିତରୁ ଜଣେ ଯୁବତୀଙ୍କ ସହ ଜଣେ ବ୍ୟକ୍ତି ଧରାପଡିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓରୁ ଯାହା ଜଣାପଡିଛି ଯେ, ଯୁବତୀ ଜଣକ ତାଙ୍କ…
Read More...

ଜନ କଲ୍ୟାଣ ସେବା ଫାଉଣ୍ଡେସନ ଓ ସ୍ୱରାଜ ହସ୍‌ପିଟାଲ ବଲାଙ୍ଗିରର ମିଳିତ ଆୟୋଜନରେ ମୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ଗ୍ରାମ ପଞ୍ଚାୟତରେ ସମସ୍ତଙ୍କ ପାଇଁ ମୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଜନ କଲ୍ୟାଣ ସେବା ଫାଉଣ୍ଡେସନ ଓ ସ୍ୱରାଜ ହସ୍‌ପିଟାଲ ବଲାଙ୍ଗିରର ମିଳିତ ଆୟୋଜନରେ ଆୟୋଜିତ ହୋଇଯାଇଛି । ଆଜି ବଲାଙ୍ଗିର…
Read More...

ସାବିତ୍ରୀ ବାଈ ଫୁଲେ ସମ୍ମାନରେ ସମ୍ମାନିତ ହେଲେ ସେବିକା ରାଜହଂସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ତରଫରୁ ନୂଆଦିଲ୍ଲୀରେ ୨ ଦିନିଆ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଭାରତର ସମସ୍ତ ରାଜ୍ୟରୁ, ସମସ୍ତ ଭାଷାର ଦଳିତ ସ୍ଥାନରୁ ଜଡିତ ଦଳିତ ସାହିତ୍ୟକାର୍, ପତ୍ରକାର୍, ଲେଖକ, ସମ୍ପାଦକ ଏବଂ ସମାଜସେବୀଙ୍କୁ…
Read More...

ଆନ୍ତର୍ଜାତିକ ଭିନ୍ନକ୍ଷମ ୨୦୨୨ ସମ୍ମାନରେ ସମ୍ମାନିତ ହେଲେ ରୋଲିନି ଦାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ର କୁମାରୀ ରୋଲିନି ଦାଶଙ୍କୁ ଆନ୍ତର୍ଜାତିକ ଭିନ୍ନକ୍ଷମ ୨୦୨୨ ସମ୍ମାନରେ ସମ୍ମାନିତ କରାଯାଇଛି । ସୂଚନା ଯୋଗ୍ୟ ଯେ, ସେ ବିକଳାଙ୍ଗ, ଦିବ୍ୟାଙ୍ଗ, ଭିନ୍ନକ୍ଷମ, ନିରାଶ୍ରୟ, ଅସହାୟ ଲୋକ ମାନଙ୍କର ସେବା ଆଜକୁ ୧୬ ବର୍ଷ…
Read More...

ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କୁଡାସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମିଶ୍ର(୫୭)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ବୁର୍ଲା ମେଡିକାଲ ଠାରେ ପରଲୋକ ଘଟିଛି । ବଲାଙ୍ଗିର ସରକାରୀ ବାଳିକା ବିଦ୍ୟାଳୟ ଠାରେ ଦଶମ ଶ୍ରେଣୀ ସମ୍ମେଟିଭ ଖାତା ମୂଲ୍ୟାଙ୍କନ କରୁଥିବା…
Read More...

ବଲାଙ୍ଗିରଠାରେ ଶିଶୁ ଯତ୍ନ ଅନୁଷ୍ଠାନର ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ ‘ଉତ୍ସାହ’ – ୨୦୨୨…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡା କମ୍ପ୍ଲେକ୍ସ ଠାରେ ଆଜି ଜିଲ୍ଲାର ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ 'ଉତ୍ସାହ' -୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ପକ୍ଷ ରଖିଲେ ନିହାର, ମିଥ୍ୟାରୋପ କରୁଛି ବିଜେପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଳା ବ୍ଲକରେ ବିଜେଡି କର୍ମୀମାନେ ଲୋଇସିଂହା ବିଧାୟକ ଓ ତାଙ୍କର କର୍ମୀମାନଙ୍କୁ ଆକ୍ରମଣ କରିଥିବା ନେଇ ଶ୍ରୀ ମହାଲିଙ୍ଗ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ । ଆଜି ବିଜେଡି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ନିଜର ପକ୍ଷ ରଖିଛି । ବିଜେଡି…
Read More...

ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣା ପ୍ରତିବାଦରେ ଏସ୍‌ପି ଅଫିସ ଘେରାଉ କଲେ ଭାଜପା କର୍ମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ପ୍ୟାକ୍ସ ପରିଦର୍ଶନରେ ଯିବାବେଳେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ମଙ୍ଗଳବାର ଅଣ୍ଡାମାଡ଼ ହୋଇଥିଲା । କିଛି ବିଜେଡି କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିବା ସହ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ…
Read More...

ସେଞ୍ଚୁରିଅନ ବିଦ୍ୟାଳୟ ଜେଆଇଟିଏମ୍‌ରେ ଟିଚ୍‌ ଫେଆର୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ସଭ୍ୟତାକୁ ବିଜ୍ଞାନର ଅବଦାନ ଅତୁଳନୀୟ,ଏହା ମଣିଷକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନଶୀଳ କରାଇଥାଏ । ସେହିପରି ଭାବରେ କଳା ମଣିଷକୁ ସୃଜନଶୀଳ ଓ ମାନବବାଦୀ ଭାବରେ ଗଢି ତୋଳି ଥାଏ । ମଣିଷର ଉନ୍ନତିରେ ଏଇ ଦୁଇ ଉପାଦାନର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ । ଏହି…
Read More...

୧୪ତମ ମଠଖାଇ ମହୋତ୍ସବ ଜାନୁୟାରୀ ୮ରୁ ୧୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୮ ତାରିଖରୁ ୧୪ତମ ମଠଖାଇ ମହୋତ୍ସବ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ଣରେ ସ୍ଥାନୀୟ ଅମଲା ଭବନରେ ଭୂମିକା ଓ ମଠଖାଇ ମହୋତ୍ସବ କମିଟି ପକ୍ଷରୁ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭୂମିକା ସଭାପତି…
Read More...