pakka

ଆନ୍ତର୍ଜାତିକ ଭିନ୍ନକ୍ଷମ ୨୦୨୨ ସମ୍ମାନରେ ସମ୍ମାନିତ ହେଲେ ରୋଲିନି ଦାଶ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ର କୁମାରୀ ରୋଲିନି ଦାଶଙ୍କୁ ଆନ୍ତର୍ଜାତିକ ଭିନ୍ନକ୍ଷମ ୨୦୨୨ ସମ୍ମାନରେ ସମ୍ମାନିତ କରାଯାଇଛି । ସୂଚନା ଯୋଗ୍ୟ ଯେ, ସେ ବିକଳାଙ୍ଗ, ଦିବ୍ୟାଙ୍ଗ, ଭିନ୍ନକ୍ଷମ, ନିରାଶ୍ରୟ, ଅସହାୟ ଲୋକ ମାନଙ୍କର ସେବା ଆଜକୁ ୧୬ ବର୍ଷ ଧରି ଅବିରତ କରି ଆସୁଛନ୍ତି । ତାଙ୍କ ଜୀବନର ମୂଲ୍ୟବାନ ସମୟ କେବଳ ଲୋକଙ୍କ ସେବାରେ ହିିଁ ନିଯୋଜିତ କରି ରଖିଛନ୍ତି । ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jay balangir
Leave A Reply

Your email address will not be published.

1 + 20 =