Browsing Tag
balangir news
୧୯୭୬ ପୃଥ୍ୱୀରାଜ ହାଇସ୍କୁଲ ମ୍ୟାଟ୍ରିକ ବ୍ୟାଚ୍ର ବନ୍ଧୁମିଳନ
ପ୍ରଫେସର ରବିଶଙ୍କର ପାଣ୍ଡିଆ ଓ ଡ.ସୁଧିର ପରିଚ୍ଛାଙ୍କ ସ୍ମୃତିସଭା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ଠାରେ ୧୯୭୬ ପୃଥ୍ୱୀରାଜ ହାଇସ୍କୁଲ ମ୍ୟାଟ୍ରିକ ବ୍ୟାଚ୍ର ବନ୍ଧୁମିଳନ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ରବିଶଙ୍କର ପାଣ୍ଡିଆ ଓ ଡ. ସୁଧିର!-->!-->!-->…
Read More...
Read More...
ଧର୍ମପରାୟଣା ମହିଳାଙ୍କ ପରଲୋକ, ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୁଗୁଡିପଡା ବାସିନ୍ଦା ଧର୍ମପରାୟଣା ମହିଳା ଶ୍ରୀମତୀ ଦେବହୁତି ପାଢୀଙ୍କ ରବିବାର ରାତିରେ ନିଜସ୍ୱ ବାସଭବନରେ ପରଲୋକ ଘଟି ଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୮୩ ବର୍ଷ ହେଉଥିଲା । ଶ୍ରୀମତୀ ପାଢୀ ବରିଷ୍ଠ ସାମ୍ବାଦିକ ତଥା କୌଶଳ ସାଂସ୍କୃତିକ ସଂଘର ମହାମନ୍ତ୍ରୀ!-->…
Read More...
Read More...
ଶୁଲିଆ ମହୋତ୍ସବ ଉଦ୍ଯାପିତ : ଅବ୍ୟବସ୍ଥା ଉପରେ ଗର୍ଜିଲେ ରାବଣ ମହାରାଜା
ଉତ୍ତମ ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ଦେଲେ ନିର୍ଦ୍ଦେଶଶୁଲିଆ ପୀଠର ସୌନ୍ଦର୍ଯ୍ୟକରଣ କରି ପର୍ଯ୍ୟଟନ ସ୍ଥଳୀ ରୂପେ ଗଢିବା ପାଇଁ ଦାବୀ କଲେ ସ୍ମାରକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଶୁଲିଆ ମହୋତ୍ସବର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଏକ ନିଆରା ଦୃଶ୍ୟ ଦେଖିବାକୁ!-->!-->!-->…
Read More...
Read More...
ଆଦ୍ୟାଶକ୍ତି ନାରୀ ସଂଗଠନର ସପ୍ତମ ପ୍ରତିଷ୍ଠା ଦିବସ ପାଳିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ଟାଉନ ବାଳିକା ବିଦ୍ୟାଳୟରେ ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପାର୍ବଣରେ ବଲାଙ୍ଗିରର ପୌରାଧ୍ୟକ୍ଷା ଲିକା ସାହୁ!-->…
Read More...
Read More...
ଜିଲ୍ଲାରେ ଖରିଫ ଧାନ କିଣାରେ ପ୍ରଶାସନର ତତ୍ପରତା, ବିଭିନ୍ନ ସ୍ଥାନରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ସବଡିଭିଜନ ସ୍କ୍ୱାର୍ଡ ଦ୍ଵାରା ମୁରିବାହାଲ ବ୍ଲକର କିଶୋର ତ୍ରିପାଠୀ, ନି-ନୂଆପଡା, ଗ୍ରାମ ପଞ୍ଞ୍ଚାୟତ - ଲଖନାଙ୍କ ଠାରୁ ୨୨.୩୦କ୍ଵିଣ୍ଟାଲ ଧାନ ଏବଂ ଏକ ପିକ୍ଅପ ଭ୍ୟାନ ଜବତ କରାଯାଇଛି । ସେହିପରି!-->…
Read More...
Read More...
ଶୀତକାଳୀନ କବିତା ଆସର ଅନୁଷ୍ଠିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଶିଶୁ ବିକାଶ କେନ୍ଦ୍ର, ପୂଜ୍ୟପୂଜା ସେବା ସଂଗଠନ ଓ ଆଦ୍ୟାଶକ୍ତି ନାରୀ ସଂଗଠନର ସହଭାଗିତାରେ ବିଷ୍ଣୁମୁଣ୍ଡା ଠାରେ ବିଶିଷ୍ଟ ଶିକ୍ଷାବିତ୍ ଗିରିଜା ଶଙ୍କର ରଥଙ୍କ ଅଧ୍ୟକ୍ଷତାରେ ଏକ ଶୀତକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ କବି!-->…
Read More...
Read More...
ଶୁଲିଆ ପୀଠରେ ନରସିଂହ
ଶୁଲିଆ ଯାତ୍ର ଅଞ୍ଚଳରେ ଏକତା, ଶାନ୍ତି ମୈତ୍ରୀ ଓ ବିକାଶ ଆଣିବାରେ ସହାୟକ ହେଉଛି - ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀଙ୍କ ପରଂପରା, ବିଶ୍ୱାସର ଏହି ଶୁଲିଆ ପୀଠ କେବଳ ଆଦିବାସୀଙ୍କ ପୀଠ ହୋଇ ରହିନାହିଁ । ଏହି ପୀଠର ମାହାତ୍ମ୍ୟ ଯୋଗୁଁ ଆଜି ହଜାର ହଜାର ସଂଖ୍ୟାରେ ଅଣ!-->!-->!-->…
Read More...
Read More...
ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ତଥା ଭବାନୀଶଙ୍କର କଳାପରିଷଦ କୁଟେନପାଲି, ତୁଳସା ବଲ୍ଲଭ ଯୁବକ ସଂଘ ଦୁହେଲ, ରାମଜୀ ଯୁବକ ସଂଘ ବରଣ୍ଡାବାହାଲଙ୍କ ସହଯୋଗରେ ଡିଙ୍ଗର କୁଅଁର ଖେଳ ପଡିଆରେ ଫାଇନାଲ୍ ମ୍ୟାଚ୍ରେ!-->…
Read More...
Read More...
ଧାନ ବିକ୍ରି କରିବାକୁ ଆସିଥିବା ଚାଷୀଙ୍କୁ ପ୍ୟାକ୍ସ ସେକ୍ରେଟାରୀ ମାଡ ମାରିଥିବା ଅଭିଯୋଗ
ବଲାଙ୍ଗିର, (କେପିଏନ୍ଏସ୍) : ଧାନ ବିକ୍ରି କରିବାକୁ ଆସିଥିବା ଚାଷୀଙ୍କୁ ପ୍ୟାକ୍ସ ସେକ୍ରେଟାରୀ ମାଡ ମାରିଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ଆଜି ଅପରାହ୍ଣରେ ସ୍ଥାନୀୟ ସାମ୍ବାଦିକ ଭବନରେ କୃଷକ ସେନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ମାଡ ଖାଇଥିବା ଚାଷୀ ଅଭିଯୋଗ କରିଛନ୍ତି!-->…
Read More...
Read More...