Browsing Tag

balangir news

ସିଆର୍‌ପିଏଫ୍‌ ପକ୍ଷରୁ ବଣଭୋଜି ପାଇଁ ପାର୍ବତୀଗିରି ବାଳନିକେତନର ପିଲାମାନଙ୍କୁ ସହାୟତା ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିଅନ୍ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ବଣଭୋଜି ପାଇଁ ବାଲାଙ୍ଗିରର ପାର୍ବତୀଗିରି ବାଳନିକେତନ ଅନାଥ ଆଶ୍ରମର ପିଲାମାନଙ୍କୁ ଭୀମଡୁଙ୍ଗ୍‌ରୀକୁ ଯାତ୍ରା କରିବା ପାଇଁ ଯାନର ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ…
Read More...

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ କାର୍ଯ୍ୟାଳୟରେ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମ୍ପାଦକ ନାରାୟଣ ପାଢୀ ପୂର୍ବ ସାଧାରଣ ବୈଠକର ବିବରଣୀ ପାଠ କରିଥିଲେ ।…
Read More...

ଡିଗ୍ରୀ କଲେଜ କୁଶଙ୍ଗର ଶୀତ ଦିନିଆ ଜାତୀୟ ସେବା ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ତରଫରୁ ୫୦ ଜଣ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ନେଇ କୁଶମେଲ ଗ୍ରାମରେ ଶୀତ ଦିନିଆ ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସପ୍ତାହ ବ୍ୟାପି ଗତ ୨୨ ଡିସେମ୍ବର ୨୦୨୨ ରୁ ୨୮ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ କୁଶମେଲ…
Read More...

ଅନିୟମିତତା କାରଣରୁ ବିଜେପୁର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ନିଲମ୍ବିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପନିବନ୍ଧକ ସମବାୟ ସମିତି, ଟିଟିଲାଗଡ ତହସିଲଦାର, ଟିଟିଲାଗଡ ସହକାରୀ ନିବନ୍ଧକ ସମବାୟ ସମିତି ଓ ଟିଟିଲାଗଡ ଯୋଗାଣ ନିରିକ୍ଷକ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଜେପୁର ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ) ପରିଦର୍ଶନରେ ଯାଇ ଖରିଫ ଧାନ କ୍ରୟ…
Read More...

ମାହେଶ୍ୱରୀ ସଂଗଠନର ବାର୍ଷିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସଂଗଠନର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନର ମୁଖ୍ୟ ଅଙ୍କୁଶ କୁମାର ପାଣ୍ଡିଆ ସଭା ପରିଚାଳନା କରିଥିବା ବେଳେ ସଂଗଠନ ଉପଦେଷ୍ଟା ଦିନେଶ ଶର୍ମା, ବ୍ୟାସଦେବ ନନ୍ଦ, ଲୋଟସ ଷଡଙ୍ଗୀ, ଡକ୍ଟର ଲଳିତ ସାହୁ ମଂଚାସୀନ ହୋଇଥିଲେ । ନୂତନ…
Read More...

ଯୁବ କଳାକାର ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯୁବ କଳାକାର ସଂଘର ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଏକ ବୈଠକ ବଲାଙ୍ଗିର ଉପକଣ୍ଠସ୍ଥ ଲକି ମେରେଜ ପେଲେସଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ବିଗତ ବର୍ଷର ଆୟ ବ୍ୟୟ ଓ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା । ପରବର୍ତ୍ତୀ…
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘର ୨ୟ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ବଲାଙ୍ଗିରର ୨ୟ କାର୍ଯ୍ୟକାରିଣୀ ବୈଠକ ଡ. ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସଂପାଦକ ବସନ୍ତ ଆଚାର୍ଯ୍ୟ ସାଂଗଠାନିକ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବାକୁ ମତ ଦେଇଥିଲେ ।…
Read More...

ରାଜ୍ୟପାଳଙ୍କ ବଲାଙ୍ଗିର ଗସ୍ତ : ଆକାଂକ୍ଷୀ ଜିଲ୍ଲାକୁ ପ୍ରେରଣାଦାୟୀ ଜିଲ୍ଲା ଭାବେ ପରିଣତ କରିବା ଦିଗରେ ଉଦ୍ୟମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦୁଇ ଦିନିଆ କଳାହାଣ୍ଡି, ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କ୍ରମରେ ଟ୍ରେନ୍‌ ଯୋଗେ ସକାଳେ ଭବାନୀପାଟଣାରେ ପହଞ୍ଚିଥିଲେ । ସେଠାରୁ ବଲାଙ୍ଗିର ଗସ୍ତରେ ଆସି ସର୍କିଟ ହାଉସରେ ପହଞ୍ଚିବା ପରେ ଜିଲ୍ଲା…
Read More...

ସେଞ୍ଚୁରିଅନ ପବ୍ଲିକ ସ୍କୁଲ ଓ ହେଲୋ କିଡ଼ସ୍‌ ସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏଇ ଆଭିମୁଖ୍ୟ ନେଇ ଆଜି ସେଞ୍ଚୁରିଅନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବଲାଙ୍ଗିର ସହରରେ ଅବସ୍ଥିତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ସହରର…
Read More...

ରାଧାରାଣୀପଡା ଠାରେ ମାରୱାଡି ପଞ୍ଚାୟତ ସଦନର ଦ୍ୱିତୀୟ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମହାମହିମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗସ୍ତରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ । ତେବେ ଏହି ଅବସରରେ ରାଧାରାଣୀ ପଡା ଠାରେ ମାରୱାଡି ପଞ୍ଚାୟତ ସଦନର ଦ୍ୱିତୀୟ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମହାମହିମ ରାଜ୍ୟପାଳ ଗଣେଶୀ ଲାଲ । ଏହି ସମୟରେ ପୌରାଧ୍ୟକ୍ଷା…
Read More...