Browsing Tag

balangir news

ବେକରେ ଜାଭ୍‌ଲିନ୍‌ ପଶି ଗୁରୁତର ହୋଇଥିବା ସଦାନନ୍ଦ ମେହେରଙ୍କୁ ଭେଟିଲେ ଭଟଲି ବିଧାୟକ ଓ ବିଜୁ ଜନତା ଦଳର ରାଜ୍ୟ ପରିଷଦ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ହାଇସ୍କୁଲର ବାର୍ଷିକ କ୍ରୀଡ଼ା ସମୟରେ ବେକରେ ଜାଭ୍‌ଲିନ୍‌ ପଶି ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ବେଳେ ଗତ କିଛି ଦିନ ତଳେ ସଦାନନ୍ଦ ମେହେର ହସ୍ପିଟାଲରୁ ଡିସଚାର୍ଜ…
Read More...

ବିଲେଇସର୍ଡାଠାରେ ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଲେଇସର୍ଡାଠାରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡକାଲ କଲେଜ ଓ ହସ୍ପିଟାଲଠାରେ ଭର୍ତ୍ତି ହୋଇଥିବା ନେଇ ଖବର ମିଳିଛି । ଟଙ୍କା ଧାର ଦିଆ ନିଆକୁ ନେଇ ଏହି ସଂଘବଦ୍ଧ ଆକ୍ରମଣ ଘଟିଥିବା ବେଳେ ଗୁରୁତର…
Read More...

କଦମ୍ବପଡାଠାରେ ବାଇକ୍‌ ଦୁର୍ଘଟଣାରେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ. ୧୭ର କଦମ୍ବପଡାଠାରେ ଏକ ବାଇକ୍‌ ଦୁର୍ଘଟଣା ଘଟି ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି । ମୃତ ବାଇକ୍‌ ଆରେହୀ ଜଣକ ମୁନା ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ବଲାଙ୍ଗିର ସଦର…
Read More...

ଖଦ୍ୟୋତର ଷଷ୍ଠ ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖଦ୍ୟୋତର ଷଷ୍ଠ ବାର୍ଷିକ ଉତ୍ସବ ମଣ୍ଟେଶ୍ୱରୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଆକୁଳ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ବାର୍ଷିକ ଉତ୍ସବରେ…
Read More...

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ସ୍ପୋର୍ଷ୍ଟ ହଷ୍ଟେଲକୁ ହରାଇ ତେନ୍ତୁଳିଖୁଣ୍ଟି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିଅମ ଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିର ଆନୁକୂଲ୍ୟରେ ତୃତୀୟ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ…
Read More...

ଜିଲ୍ଲା ପ୍ରଶାସନ ଦ୍ୱାରା ୯୨ ବସ୍ତା ଧାନ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସବ ଡିଭିଜନ ସ୍କ୍ୱାର୍ଡ ଦ୍ଵାରା ରଞ୍ଜିତ ସାହୁଙ୍କ ୩୪.୪୮ କୁଇଣ୍ଟାଲ ଧାନ (୯୨ ବସ୍ତା) ଟ୍ରାକ୍ଟର ନମ୍ବର ଓଡି ୦୩ ଏଲ୍‌ ୮୬୦୯ ଟ୍ରଲି ସହ ରୁଷୁଡା–ତୁଷୁରା ରାସ୍ତାରୁ ଦେଓଗାଁ ଯୋଗାଣ…
Read More...

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ -୨୦୩୦ ସଫଳ ରୂପାୟନ ସମ୍ପର୍କିତ ୨ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

ସ୍ଥାନୀୟ ଆବଶ୍ୟକତାକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ -୨୦୩୦…
Read More...

ଜାନୁଆରୀ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାନୁଆରୀ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଜାନୁଆରୀ ମାସ ୨ ତାରିଖ ସକାଳ ଘ ୧୦.୩୦ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
Read More...

ଟାଇଗର କ୍ଲବ ପକ୍ଷରୁ ପ୍ରଶାନ୍ତ ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶାନ୍ତିପଡା ଟାଇଗର କ୍ଲବ ପକ୍ଷରୁ ପ୍ରଶାନ୍ତ ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୂଚନାଯେଗ୍ୟ ଯେ, ପଞ୍ଜାବରେ ଆୟୋଜିତ ହୋଇଥିବା ଜାତୀୟସ୍ତରୀୟ ବଡିବିଲ୍ଡିଂ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଉପଲକ୍ଷେ ଆଜି ଶାନ୍ତିପଡା…
Read More...

ଜାନୁଆରୀ ମାସ ପାଇଁ ପଞ୍ଚାୟତ ଲୋକସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ

ବଲାଙ୍ଗିର, (କେପିଏନଏସ୍‌) : ଜାନୁଆରୀ ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଜାନୁଆରୀ ୯ ତାରିଖରେ ପାଟଣାଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟସମଲେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ, ୧୬ ତାରିଖରେ ପୁଇଁତଳା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଗ୍ରାମ…
Read More...