Browsing Tag

balangir news

ବେଆଇନ କଫ୍‌ ସିରଫ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରୀକୁ ଧରିଲା ବଲାଙ୍ଗିର ଟାଉନ୍‌ ପୁଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଉପରମୁହାଁ ବେଆଇନ ଦେଶୀ ବିଦେଶୀ ମଦ କାରବାର ତଥା ବେଆଇନ କଫ୍‌ ସିରଫ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରକୁ ଦମନ କରିବା ପାଇଁ ବଲାଙ୍ଗିର ପୁଲିସ ରୀତିମତ ଚଢ଼ାଉ ଜାରି ରଖିଛି । ପ୍ରତ୍ୟହ ଚାଲିଛି ଧରପଗଡ଼, ଚଢ଼ାଉ । କିନ୍ତୁ ତଥାପି ଆହୁରି ଆହୁରି…
Read More...

ବଲାଙ୍ଗିର ବନ ବିଭାଗ ପକ୍ଷରୁ ଭାରେଲ ଗ୍ରାମରେ ଚଢାଉ : କାଠ ସହ ଟ୍ରାକ୍ଟର ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓ ବଲାଙ୍ଗିର ରେଂଜର କେଶବ କିଶୋର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନ ବିଭାଗ ପକ୍ଷରୁ ଭାରେଲ ଗ୍ରାମରେ ଚଢାଉ କରାଯାଇ ବିପୁଳ ପରିମାଣରେ କାଠ ଗଣ୍ଡି ସହ ଏକ ଟ୍ରାକ୍ଟର (ଓଆର୍‌୦୩ଇ୫୩୨୨)କୁ ଜବତ କରାଯାଇଥିବା…
Read More...

କନ୍ଧପାଲିପଡା ବନ୍ଧକୁ ମାଛ ମାରିବାକୁ ଯାଇ ନିଜେ ଶବ ହୋଇ ଫେରିଲେ ଯୁବକ : ବଲାଙ୍ଗିର ମେଡିକାଲରେ ସରିଲା ଶବ ବ୍ୟବଚ୍ଛେଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରଙ୍ଗର ପର୍ବ ହୋଲି । ଏହି ଉପଲକ୍ଷେ ସମସ୍ତେ ହୋଲି ଖେଳୁଥିବା ବେଳେ ଆଜି ବଲାଙ୍ଗିର ସହରର କନ୍ଧପାଲିପଡାରୁ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି । ଜଣେ ଯୁବକ କନ୍ଧପାଲିପଡା ବନ୍ଧକୁ ମାଛ ମାରିବାକୁ ଯାଇ ପାଣିରେ ଜୀବନ ହାରିଥିବା ସୂଚନା ରହିଛି ।…
Read More...

ଆଜି ଆନ୍ତର୍ଜାତୀୟ ମହିଳା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖ ଦିନ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥାଏ । ଆନ୍ତର୍ଜାତୀୟ ମହିଳା ଦିବସ ମହିଳାମାନଙ୍କୁ ସମସ୍ତ ଦିଗରେ ବଳିଷ୍ଠ କରିବା ସହ ମହିଳା ସ୍ୱାଧୀନତାର ବାର୍ତ୍ତା ଦେଇ ଆସୁଛି ।…
Read More...

ଖଲିଦନା ବିକି ଜୀବିକା ନିର୍ବାହ କରୁଛନ୍ତି ଦଣ୍ଡ ନାଚର କୃଷ୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖଲିଦନା ବିକି ଜୀବିକା ନିର୍ବାହ କରୁଛନ୍ତି ଦଣ୍ଡ ନାଚର କୃଷ୍ଣ ଜଗବନ୍ଧୁ ସା’ । ଜମି ଭୂମି ନାହିଁ । କୁଟୁମ୍ବ ପ୍ରତିପୋଷଣ କରିବା ବଡ଼ କଷ୍ଟଦାୟକ ହୋଇପଡ଼ିଛି ତାଙ୍କ ପାଇଁ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁର୍‌ଗିଆର ବାସିନ୍ଦା ଅଟନ୍ତି ଜଗବନ୍ଧୁ ।…
Read More...

ଆଜି ରଙ୍ଗର ପର୍ବ ହୋଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ଚଳଚଞ୍ଚଳ ଏହି ରଙ୍ଗ ଖେଳ ହୋଲି ପାଇଁ । ପ୍ରତିବର୍ଷ ଫାଲ୍‌ଗୁନ ମାସ ପୂର୍ଣ୍ଣମୀ ତିଥିରେ ହୋଲି ପର୍ବ ପାଳନ କରାଯାଏ । ତେବେ ଗତ ୨ ବର୍ଷ କରୋନା କଟକଣା ଯୋଗୁଁ ହୋଲି ପର୍ବ ଫିକା ପଡିଥିବା ବେଳେ ଚଳିତ ବର୍ଷ ହୋଲି ପର୍ବ…
Read More...

ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ କଲା ଜଣେ ସଇତାନ୍‌ ପ୍ରେମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଜଣେ ସଇତାନ୍‌ ପ୍ରେମିକ । ଏଭଳି ଏକ ଘଟଣା ସାରା ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଲର୍କିପାଲିର ଦାସ ବାଗ…
Read More...

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ପାଳନର ତୃତୀୟ ଦିବସ : ଉତ୍ପାଦର ବ୍ରାଣ୍ଡିଂ ଓ ପ୍ୟାକେଜିଙ୍ଗ ସହ ଉଦ୍ୟୋଗ ସଂକ୍ରାନ୍ତୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହର ତୃତୀୟ ଦିବସରେ ବିଭିନ୍ନ ବିଷୟ…
Read More...

ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପାଇଲା ବଲାଙ୍ଗିର ସଦର ବ୍ଲକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାରରେ ସମଗ୍ର ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରେ ୨୦୨୧-୨୨ବର୍ଷ ପାଇଁ ତୃତୀୟ ସ୍ଥାନରେ ରହି କୋଡିଏ ଲକ୍ଷ ଟଙ୍କାର ଚେକ୍‌ ସହ ପ୍ରମାଣପତ୍ର ପାଇଛି ବଲାଙ୍ଗିର ଜିଲ୍ଲାର ଏକ ନମ୍ବର ବ୍ଲକ, ବଲାଙ୍ଗିର ସଦର ବ୍ଲକ । ପ୍ରବାଦ…
Read More...

ବ୍ରାହ୍ମଣୀପାଲିରେ ତ୍ରିଦିବସୀୟ ମେହେବୁବ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଗଇଁନ୍ତଲା ପଞ୍ଚାୟତର ବ୍ରାହ୍ମଣୀପାଲି ଗ୍ରାମରେ ଗାଁ କମିଟିର ପ୍ରଚେଷ୍ଟା କ୍ରମେ ବ୍ରାହ୍ମଣୀପାଲିରେ ତ୍ରିଦିବସୀୟ ମେହେବୁବ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ବଛା ବଛା…
Read More...