Browsing Tag

balangir news

ଚନ୍ଦନଭାଟିର ୧୦୮ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୧୩ ଦିନ ଧରି ଚନ୍ଦନଭାଟିର ସୁକତେଲ ନଦୀକୂଳରେ ଚାଲିଥିବା ୧୦୮ ପ୍ରହର ନାମଯଜ୍ଞ ୮ ତାରିଖ ବୁଧବାର ସକାଳ ୬.୦୦ ଘଣ୍ଟା ସମୟରେ ଉଦ୍‌ଯାପିତ ହୋଇଯାଇଛି । ଏହି ଧର୍ମ ଯଜ୍ଞରେ ସତ୍ୟ ନାରାୟଣ ମେହେର ସସ୍ତ୍ରୀକ ନିଷ୍ଠାର ସହିତ କର୍ତ୍ତା ଦାୟିତ୍ୱ ନିର୍ବାହ…
Read More...

ଜିଲ୍ଲାସ୍ତରୀୟ ଉଦ୍ୟେଗୀ ସପ୍ତାହ ଉଦ୍‌ଯାପିତ – ସବୁଜ ଶକ୍ତିର ଭବିଷ୍ୟତ, ରପ୍ତାନୀ ଓ ଶିଳ୍ପନୀତି ସମ୍ପର୍କରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପକେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ମାର୍ଚ୍ଚ ୫ ତାରିଖଠାରୁ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସ…
Read More...

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହରେ ସମ୍ବର୍ଦ୍ଧିତ ହେଲା ଜୟଶ୍ରୀ ପ୍ରିଣ୍ଟର୍ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହର ଆଜି ଶେଷ ଦିନରେ ଉଦ୍ୟୋଗ…
Read More...

୨୭ତମ ଯାଦବ ସମାଜର ଦୋଳ ମହୋତ୍ସବ ଉଦ୍‌ଯାପିତ

ଗାଁ ବାଡି ଖେଳରେ ଦୁଳୁକିଲା ବଲାଙ୍ଗିର ସହର ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌରାଞ୍ଚଳ ଯାଦବ ସମାଜ ଆନୁକୂଲ୍ୟରେ ଗତ ଦୁଇ ଦିନ ଧରି ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସକାଳ ୭ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇ ୯ଟାରେ ଶେଷ ହୋଇଥିଲା । ରୀତିନୀତି ମଧ୍ୟରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି…
Read More...

ସିସିଏଫ୍‌ଏ କ୍ଲବର ନୂତନ କାର୍ଯ୍ୟକାରୀ କମିଟି ଗଠନ

ସଭାପତି ସୁରେନ୍ଦ୍ର ନାଗ ଓ ସଂପାଦକ ହେମନ୍ତ କୁମାର ବେହେରା ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବ ପୁରାତନ ସିସିଏଫ୍‌ଏ କ୍ଲବ, କଲେଜ ଛକ ବଲାଙ୍ଗିରର ନୂତନ କାର୍ଯ୍ୟକର୍ତ୍ତା କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୨ ବର୍ଷ ପରେ ସିସିଏଫ୍‌ଏ କ୍ଲବର ପୁର୍ନଃଗଠନ…
Read More...

ହରିହର ଭେଟ ଅବସରରେ ଫଗୁଣ କବିତା ପାଠ ଓ ଶିଶୁ କବିତା ଗୁଚ୍ଛ କଳିକା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିହର ଭେଟ ଅବସରରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ କବିତା ଆସର ଏବଂ ଶିଶୁ ସାହିତ୍ୟିକ ମଦନ ମୋହନ ରଥଙ୍କ ଚତୁର୍ଥ ଶିଶୁ କବିତା ଗୁଚ୍ଛ କଳିକାର ଉନ୍ମୋଚନ ସମାରୋହ ସଂସଦର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପାର୍ବଣରେ ମୁଖ୍ୟ…
Read More...

ରାଜ୍ୟସ୍ତରୀୟ ଟାଇକଣ୍ଡୋ ଖେଳାଳିଙ୍କୁୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଟାଇକଣ୍ଡୋ ସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗତ ଜାନୁୟାରୀ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ପୁରୀର ସତିରାନୀଘାଟ ସ୍ଥିତ ଇନ୍‌ଡୋର ହଲ୍‌ରେ ଅନୁଷ୍ଠିତ…
Read More...

ସଡକ ଦୁର୍ଘଟଣା : ଯୁବକ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ରେଙ୍ଗାଲୀ ଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ୍‌ ଚାଳକ ଆହତ ହୋଇଥିବା ଜଣାପହିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ରେଙ୍ଗାଲୀ ଗାଁର ଦୀପକ ପୋଢ(୩୨) ନାମକ ଜଣେ ଯୁବକ ବାଇକ୍‌ରେ ଗାଧୋଇବା ପାଇଁ ଯାଉଥିବା ବେଳେ ରେଙ୍ଗାଲୀ ଛକ…
Read More...

ରାଧାକୃଷ୍ଣ ମନ୍ଦିର ପେଲେସ ଲାଇନଠାରେ ୧୩ତମ ହରିହର ଭେଟ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘କିରଣ’ ଓ ରାଧାକୃଷ୍ଣ ମନ୍ଦିର ତରଫରୁ ୧୩ତମ ହରିହରଙ୍କ ଭେଟ ଓ ଦୋଳ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର ଦିନ ସନ୍ଧ୍ୟା ଘ.୬ଟା ସମୟରେ ସୁସଜ୍ଜିତ ବିମାନ ଯୋଗେ ଦେବ ଦେବ ମହାଦେବ ଶ୍ରୀହର…
Read More...

ବିଶ୍ୱ ମହିଳା ଦିବସ ଓ ହୋଲି ଉତ୍ସବକୁ ନିଆଁରା ଢଙ୍ଗରେ ପାଳିଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୂର୍ଯ୍ୟନଗର ସ୍ଥିତ ସ୍ୱଧାର ଗୃହର ଅନ୍ତେବାସୀଙ୍କ ଗହଣରେ ବିଶ୍ୱ ମହିଳା ଦିବସ ଓ ହୋଲି ଉତ୍ସବ ବହୁ ହସଖୁସିରେ ପାଳନ କରାଯାଇଛି । ମାହେଶ୍ୱରୀ ସଂଗଠନ ମହିଳା ଶାଖାର ସହ ସଂଯୋଜିକା କ୍ରିତିକା ଅଗ୍ରୱାଲଙ୍କ ତତ୍ୱାବଧାନରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ…
Read More...