pakka

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହରେ ସମ୍ବର୍ଦ୍ଧିତ ହେଲା ଜୟଶ୍ରୀ ପ୍ରିଣ୍ଟର୍ସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହର ଆଜି ଶେଷ ଦିନରେ ଉଦ୍ୟୋଗ ସଂପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ଉଦ୍ୟୋଗ କ୍ଷେତ୍ରରେ ସାରା ରାଜ୍ୟରେ ବଲାଙ୍ଗିର ଜିଲ୍ଲାକୁ ସୁପରିଚିତ କରାଇଥିବା ଜୟଶ୍ରୀ ପ୍ରିଣ୍ଟର୍ସକୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଜୟଶ୍ରୀ ପ୍ରିଣ୍ଟର୍ସର ମୁଖ୍ୟ ପୃଷ୍ଠପୋଷକ ପ୍ରସନ୍ନ କୁମାର ଗିରି ଅତିଥିମାନଙ୍କ ଠାରୁ ମାନପତ୍ର ଓ ଉପଢୌକନ ଗ୍ରହଣ କରି ସମ୍ବର୍ଦ୍ଧିତ ହୋଇଥିଲେ ।

Leave A Reply

Your email address will not be published.

nine − four =