Browsing Tag

balangir news

ଧୁମ୍‌ଧାମ୍‌ରେ ଦୋଳ ଉତ୍ସବ ପାଳନ କଲା ବଳାଙ୍ଗିର ଯାଦବ ମହାସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ ଧୁମ୍‌ଧାମ୍‌ରେ ଦୋଳ ଉତ୍ସବ ପାଳନ କରୁଛି ବଳାଙ୍ଗିର ଯାଦବ ମହାସଭା । ଜୟ ମାଧବ, ଜୟ ଯାଦବ ନାରାକୁ ବହନ କରି ଦୀର୍ଘ ୧୭ ବର୍ଷ ହେଲା ଦୋଳ ଉତ୍ସବ ପାଳନ କରିଆସୁଛି ଯାଦବ ମହାସଭା । ଏହି କ୍ରମରେ ଗତକାଲି ସ୍ଥାନୀୟ ଯାଦବ ଭବନରେ କବିତା ଆସରର ଆୟୋଜନ ହୋଇଥିବା…
Read More...

ଲୋୟର ସୁକତେଲ ଡେମ୍‌ ଓ କୁଟୁମ୍‌ଡୋଲା ଗ୍ରାମକୁ ମିଳିତ ଭାବେ ପରିଦର୍ଶନ କଲେ ଜିଲ୍ଲାପାଳ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି । ଏହାକୁ ନେଇ ସମସ୍ତ ବଲାଙ୍ଗିରବାସୀ ଖୁସି ବ୍ୟକ୍ତ କରୁଥିବା ବେଳେ ଆଜି ଏହି ଲୋୟର ସୁକତେଲ ଡେମ୍‌କୁ ମିଳିତ ଭାବେ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନିତିନ କୁଶଳକର ।…
Read More...

ସ୍ୱାମୀଙ୍କ କଷ୍ଟ ଉପାର୍ଜିତ ଟଙ୍କା ଧରି ଅନ୍ୟ କାହା ସହ ଫେରାର ମାରିଛି ସ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀଙ୍କ କଷ୍ଟ ଉପାର୍ଜିତ ଟଙ୍କା ଧରି ଅନ୍ୟ କାହା ସହ ଫେରାର ମାରିଛି ସ୍ତ୍ରୀ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ସୁଦପଡାଠାରେ । ଏନେଇ ସ୍ୱାମୀ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସହର ଖଲିଆପାଲିର…
Read More...

ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ୍‌ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଜୁନିୟର ରେଡକ୍ରସ୍‌ ପ୍ରଶିକ୍ଷଣ ଓ ତାଲିମ ଶିବିର ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବେଲଗାଁ ସ୍ଥିତ ସରକାରୀ ବିଜୟାନନ୍ଦ ହାଇସ୍କୁଲଠାରେ ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ଅଧ୍ୟକ୍ଷତାରେ…
Read More...

ଆଶା କର୍ମୀଙ୍କ ୧୨ ଦଫା ସମ୍ବଳିତ ଦାବୀ ପୂରଣ ନେଇ ବିଧାନସଭା ଘେରାଓ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଓ ପୁଇଁନ୍ତଲା ବ୍ଲକ ନିଖିଳ ଓଡିଶା ଆଶା କର୍ମୀ ସଂଘ ପକ୍ଷରୁ ୧୨ ଦଫା ସମ୍ବଳିତ ଦାବୀରେ କଲେଜ ଛକ ସ୍ଥିତ ମିଶନ ହାଇସ୍କୁଲ ପଡିଆରେ, ପୁଇଁନ୍ତଲା ବ୍ଲକ ଜାମଗାଁର ଉଭୟ ସ୍ଥାନରେ ଆସନ୍ତା ୧୫ ମାର୍ଚ୍ଚରୁ ବିଧାନସଭା ସମ୍ମୁଖରେ ଦିବା ରାତ୍ର…
Read More...

ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଯାଦବ ସମାଜ ଦ୍ୱାରା କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ସମାଜ ଦ୍ୱାରା ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଯାଦବ ଭବନଠାରେ କବିତା ଆସର ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବଲାଙ୍ଗିର ପୌରାଞ୍ଚଳ ଯାଦବ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ,…
Read More...

ଡୁମେରବାହାଲ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ପିଇବା ପାଣି ପାଉନାହାନ୍ତି ଛାତ୍ରଛାତ୍ରୀ : ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡୁମେରବାହାଲ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ପିଇବା ପାଣି ପାଉନାହାନ୍ତି ଛାତ୍ରଛାତ୍ରୀ । ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ଅଭିଭାବକମାନେ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ଡୁମେରବାହାଲ୍‌ ଏକଲବ୍ୟ ଆବାସିକ…
Read More...

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ପାଳନର ଦ୍ଵିତୀୟ ଦିବସରେ ବିଭିନ୍ନ ବିଷୟ ଉପରେ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହର ଦ୍ଵିତୀୟ ଦିବସରେ ବିଭିନ୍ନ ବିଷୟ…
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ବାର୍ଷିକ ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅମଲା ଭବନଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଏକ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭୀମଭୋଇ ମେଡିକାଲ କଲେଜ ତଥା ହସ୍‌ପିଟାଲ ବଲାଙ୍ଗିର ଅଧ୍ୟକ୍ଷା ମାନସୀ ପଣ୍ଡା…
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍ଚ୍ଚ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...