ଏବେ ବି ଜଣାପଡ଼ିନି ଦୁଇ ଭଉଣୀଙ୍କ ମୃତ୍ୟୁର କାରଣ

ତୁଷୁରା, (ଅଜିତ କୁମାର ସାହୁ) : ଦୁଇ ଭଉଣୀ ଏକାସାଙ୍ଗରେ ନଦୀକୁ ଡ଼େଇଁବା ଘଟଣାର ଏପର୍ୟ୍ୟନ୍ତ ସସ୍‌ପେନ୍ସ ଜାରି ରହିଛି । ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ କାରଣ କ’ଣ ତାହା ଅସ୍ପଷ୍ଟ ରହି ଯାଇଥିବା ବେଳେ କାହିଁକି ୨ ଭଉଣୀ ନଦୀକୁ ଡ଼େଇଁଲେ, ନା ତାଙ୍କୁ କିଏ ଠେଲି ଦେଇଛି ବୋଲି ସାଧାରଣରେ ଏବେ ବି ବିଭିନ୍ନ ପ୍ରଶ୍ନ ଉଠୁଥିବା ଜଣାପଡ଼ିଛି ।
ଏହି ଘଟଣା ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେତେବେଳେ ୨ ଭଉଣୀ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କୁ ହତ୍ୟା କରି ଦିଆଯାଇଛି… ଏହ କଥାକୁ ଜାଣିବା ପାଇଁ ରାଜ୍ୟବାସୀ ଅନାଇଁ ବସିଛନ୍ତି । କିନ୍ତୁ ତାହା ଏବେ ବି ରହସ୍ୟ ଘେରରେ ରହିଛି । କେବେ ଜଣାପଡ଼ିବ ଏହି ମୃତ୍ୟୁର କାରଣ, ଲୋକଙ୍କ ଭିତରେ ଚରିବୁଲୁଛି ପ୍ରଶ୍ନ ।

Leave A Reply

Your email address will not be published.