Browsing Tag

tusura news

ତୁଷୁରା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାନୁମତୀ ଛତ୍ରିଆଙ୍କ ନେତୃତ୍ୱରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଭାତ କୁମାର ହରପାଲ, ଦୀପକ ମହାପାତ୍ର, ବାଳକୃଷ୍ଣ ମହାପାତ୍ର, ମନସ୍ଵିନୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।
Read More...

ତୁଷୁରା ଗାୟତ୍ରୀ ପରିବାର ଓ ମାରୱାଡ଼ି ମହିଳା ସମିତି ତରଫରୁ ନିଟ୍ ଓଡ଼ିଶା ଟପ୍ପର ରିଜୁଲ ଜୈନଙ୍କୁ ସମ୍ବର୍ଦ୍ଧନା…

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଗାୟତ୍ରୀ ପରିବାର ଓ ମାରୱାଡ଼ି ମହିଳା ସମିତି ତରଫରୁ ଚଳିତ ବର୍ଷ ସର୍ବ ଭାରତୀୟ ନିଟ୍ ୟୁଜି ପରୀକ୍ଷାରେ ୪୭ ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶାରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଥିବା ତୁଷୁରାର ରିଜୁଲ୍ ଜୈନ ଓ ତାଙ୍କ ଜାଆଁଳା ଭାଇ ସର୍ବ
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ

ତୁଷୁରା, (କେପିଏନ୍‌ଏସ୍‌) : ଗତ ଜୁନ ୩୦ ତାରିଖ ଦିନ ତୁଷୁରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତ ଚରଣ ଦାଶ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କ ଅଧ୍ୟକ୍ଷତାରେ ଅବସର କାଳୀନ ବିଦାୟ
Read More...

ତୁଷୁରା ସରକାରୀ ବାଳକ ୟୁପି ସ୍କୁଲଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଅନ୍ତର୍ଜାତୀୟ ଯୋଗ ଦିବସ ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧା ରମଣ କେଡିଆ ଯୋଗ ଦେଇଥିବା ବେଳେ ସମ୍ମାନିତ
Read More...

୩୨ କେଜି ଗଞ୍ଜେଇ ସହ କାର ଜବତ : ୨ ଗିରଫ

ତୁଷୁରା, (ଖୁସିରାନୀ ସାହୁ) : ତୁଷୁରା ଅବକାରୀ ବିଭାଗ ପକ୍ଷରୁ ତୁଷୁରା– ଖଇରଗୁଡ଼ା ରାସ୍ତାରେ ଚଢାଉ କରି ଏକ କାରରୁ ୩୨ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ରାଧାରାଣୀ ପଡାର ଉମାକାନ୍ତ ସେଠ ଓ କଂସାରି ପଡାର ରତନ
Read More...

ଶତାୟୁ ପୁରୁଷ ଧୋବେଇ ଚରଣ ଦାଶଙ୍କ ପରଲୋକ

ତୁଷୁରା/ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅର୍ନ୍ତଗତ ଗୁଡଖାପଲା ଗ୍ରାମର ଧୋବେଇ ଚରଣ ଦାଶଙ୍କ ୧୦୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ନ୍ୟାୟବନ୍ତ, ଧର୍ମ ପରାୟଣ, ପରୋପକାରୀ ତଥା ଅମାୟିକ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ବଡୁପୁଅ ତଥା ପୂର୍ବତନ ସରପଞ୍ଚ
Read More...

ଗୁଡଭେଲା ବ୍ଲକ୍ ସ୍ତରୀୟ ନିଷ୍ଠା ତାଲିମ ଉଦ୍‌ଯାପିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ସ୍ତରୀୟ ତୃତୀୟ ପର୍ଯ୍ୟାୟ ପଞ୍ଚ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିବା "ନିଷ୍ଠା" ତାଲିମ ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକଙ୍କ
Read More...

ମେଟ୍ରିକ୍ ପରୀକ୍ଷାରେ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ତୁଷୁରାର ସଫଳତା ଏ-୧ ରେ ୨ଜଣ

ତୁଷୁରା, (କେପିଏନ୍‌ଏସ୍‌) : ଶିକ୍ଷାବର୍ଷ -୨୦୨୪-୨୫ର ମେଟ୍ରିକ୍ ପରୀକ୍ଷାରେ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ତୁଷୁରାକୁ ଶତ ପ୍ରତିଶତ ପାସହାର ସହ ୨ଜଣ ଏ-୧ ପାଇବାରର ସଫଳତା ମିଳିଛି । ଖର୍ଡା ନିବାସୀ ଉମାକାନ୍ତ ବୁଦ୍ଧିଆଙ୍କ ପୁତ୍ର ତନ୍ମୟ ବୁଦ୍ଧିଆ ସର୍ବାଧିକ ୫୬୦ ମାର୍କ ରଖିଥିବା ବେଳେ
Read More...

ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଶାଖ ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ

ମଧୁବାବୁ ଥିଲେ କୋଟିଏରେ ଗୋଟିଏ ଏବଂ ବିରଳ ବ୍ୟକ୍ତିତ୍ୱ ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଶାଖା ପକ୍ଷରୁ ସ୍ୱାଭିମାନ ଦିବସ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ସଭାପତି ଡ଼ଃ ଶ୍ୱାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ।
Read More...

ଗୁଡଭେଲା ବ୍ଲକ ସ୍ତରୀୟ “ନିଷ୍ଠା” ତାଲିମ ଉଦ୍‌ଯାପିତ

ତୁଷୁରା/ଗୁଡଭେଲା, (କେପିଏନ୍‌ଏନ୍‌) : ଗୁଡଭେଲା ବ୍ଲକ୍ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ "ନିଷ୍ଠା" (ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ୨୦୨୪-୨୫) ତାଲିମ ଉଦ୍‌ଯାପିତ ହୋଇଯାଇଛି । ଏପ୍ରିଲ ୨୧ରୁ ଆରମ୍ଭ ହୋଇ ୨୫ ତାରିଖ ତାଲିମ ଶେଷ ହୋଇଛି । ରମେଶ କୁମାର
Read More...