ସିକନ୍ଦରାବାଦର ଏକ ଦୁର୍ଘଟଣାରେ ଓଡିଆ ଯବାନଙ୍କ ମୃତ୍ୟୁ : ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେବ ଶେଷକୃତ୍ୟ

ଗଜପତି : ସିକନ୍ଦରାବାଦର ଏକ ଦୁର୍ଘଟଣାରେ ଓଡିଆ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ବିଏସଏଫ୍ ଯବାନ ଏମ୍ ରାମ ରାଜୁ । ଆଜି ତାଙ୍କର ମରଶରୀର ପୈତୃକ ଗାଁ ଖରଶଣ୍ଡାରେ ପହଞ୍ଚିବ । ଏହାପରେ ଯବାନଙ୍କ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ।

Leave A Reply

Your email address will not be published.

twelve + 20 =