ବାଘଛାଲ ଜବତ, ୧ ଗିରଫ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କ୍ରାଇମ୍‌ବ୍ରାଂଚ ଏସ୍‌ଟିଏଫ୍‌ ଟିମ୍‌ ଦ୍ୱାରା ଭୁବନେଶ୍ୱରରୁ ବାଘଛାଲ ଜବତ ହୋଇଥିବା ବେଳେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଜଣକ ମୟୁରଭଞ୍ଜ ଜିଲ୍ଲାର ପ୍ରଶାନ୍ତ ନାଏକ ବୋଲି କୁହାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ରାଜଧାନୀରେ ବାଘ ଛାଲ ବିକ୍ରି ପାଇ ଯୋଜନା କରାଯାଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ବରମୁଣ୍ଡାର ଅଂଚଳରେ ଚଢାଉ କରି ବାଘଛାଲ ସହ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ଏସ୍‌ଟିଏଫ୍‌ ଟିମ୍‌ ।

Leave A Reply

Your email address will not be published.