Browsing Category

ଅପରାଧ

୧୫୦ କେନ୍ଦୁ ଗଣ୍ଡି ଓ ଟ୍ରାକ୍ଟର ଜବତ କଲା ବନ ବିଭାଗ

ମୁରିବାହାଲ, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ବିଟ ଅନ୍ତର୍ଗତ ଟେଙ୍ଗରା ଶାନ୍ତିନଗରର ଏକ ନବନିର୍ମିତ ଘରୁ ୧୫୦ଟି କେନ୍ଦୁ ଗଣ୍ଡି ସମେତ ୨ଟି ଟ୍ରାକ୍ଟର ଜବତ କରିଛି ବନ ବିଭାଗ । ହେଲେ ଏହି ବନ ମାଫିଆ କିଏ ଓ ଗାଡି କାହାର ଏପର୍ୟ୍ୟନ୍ତ ଜଣାପଡି ନାହିଁ…
Read More...

ବୁଡେନ ଥାନା ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ : ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ବୁଡେନ ଥାନା କୁକୁରୀମୁଣ୍ଡାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ସହ ଦୁଇଜଣ ଗିରଫ ହୋଇଛନ୍‌ନ୍ତି । କୁକୁରୀମୁଣ୍ଡା ଗ୍ରାମରେ ସେହି ଗ୍ରାମର ରାଜେନ୍ଦ୍ର ବଢେଇ ନାମକ ବ୍ୟକ୍ତି ଗଞ୍ଜେଇ ବିକ୍ରି କରୁଥିବା ବିଶ୍ବସ୍ତ ସୁତ୍ରରୁ ଖବର ପାଇ ବୁଡେନ…
Read More...

କୁକୁଡାହାଡ ଆନନ୍ଦ ତାଣ୍ଡିଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ : ମଂଦିର ଚୋରୀ ଟଙ୍କା ଭାଗ ବଂଟାରୁ ହତ୍ୟାକାଣ୍ଡ : ୪…

କଂଟାବାଂଜି, (ମନୀଷ କୁମାର ହଂସ) : ବହୁଚର୍ଚ୍ଚିତ କୁକୁଡାହାଡ ଆନନ୍ଦ ତାଣ୍ଡିଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହୋଇଛି । ମଂଦିର ଚୋରୀ ଟଙ୍କା ଭାଗ ବଂଟାରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି । ତେବେ ଆଜି ପୂର୍ବାହ୍ନ ସାଢେ ଏଗାରଟାରେ ସ୍ଥାନୀୟ ପୋଲିସ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ…
Read More...

୩ ବର୍ଷର ଝିଅ ବାପାଙ୍କ ମୁଣ୍ଡରେ ଚଳେଇଦେଲା ଗୁଳି

ଟେନେସି : ଆମେରିକାର ଟେନେସିରେ ୩ ବର୍ଷର ଝିଅ କାର୍‌ ଭିତରେ ନିଜର ବାପାଙ୍କୁ ଗୁଳି କରିଥିବା ଅଭିଯୋଗ ଅଣାଯାଇଛି । ପୋଲିସ ଏହି ମାମଲାରେ କାର୍‌ରେ ଝିଅ ସହ ବସିଥିବା ମୃତକଙ୍କ ବନ୍ଧୁଙ୍କ ଉପରେ ଅଭିଯୋଗ ଲଗାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତ ଜାଣିଶୁଣି ଦୋସ୍ତଙ୍କ ହତ୍ୟା…
Read More...

ବନ୍ଧୁକ ଗୁଳି ଜବତ ସହ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜାକୁ ଗିରଫ କଲା ପୋଲିସ

ଭଦ୍ରକ : ଭଦ୍ରକ ଜିଲ୍ଳା ପୁରୁଣା ବଜାର ଠାରୁ ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜା ଗିରଫ ହୋଇଛି । ସୁଚନା ଅନୁସାରେ ଭଦ୍ରକ ପୁଲିସ୍‌ ଏବଂ ଏସ୍‌ଟିଏଫ୍‌ର ମିଳିତ ଚଢଉରେ ସେକ୍‌ ରାଜା ଗିରଫ ହେବା ସହ ବନ୍ଧୁକ, ଜୀବନ୍ତ ଗୁଳି ଓ ବାଇକ୍‌ ଜବତ କରିଛି । ସେକ୍‌ ରାଜା ନାମରେ ବହୁତ…
Read More...

୫ ଡକାୟତ ଗିରଫ

ଗଂଜାମ, (କେପିଏନ୍‌ଏସ୍‌) : ଗଂଜାମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟନଗର ପୋଲିସ ୫ ଜଣ ଡକାୟତଙ୍କୁ ଗିରଫ୍‌ କରିବା ସହ ସେମାନଙ୍କଠାରୁ ନଗଦ ୩୨ ହଜାର ଟଙ୍କା ସହ ୪ ବାଇକ୍‌ ସହ ତିନୋଟି ମୋବାଇଲ୍‌ ଜବତ୍‌ କରିଛି । ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖ ଦିନ ସ୍ଥାନୀୟ ଏକ ଦୋକାନରୁ ଡକାୟତି ହୋଇଥିବା…
Read More...

ଜାଲ ବିଛାଇଥିଲେ ଗାଁ ଲୋକେ : ଫଶିଗଲେ ଛେଳି ଚୋର

ତୁଷୁରା, (ଅଜିତ କୁମାର ସାହୁ) : ଛେଚା ଖାଇଲେ ଛେଳି ଚୋର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ତେନ୍ତୁଳିଖୁଣ୍ଟି ପଂଚାୟତ ଅର୍ନ୍ତଗତ ଜମ୍ଭେଲ ଗାଁରେ । ଗତକାଲି ରାତି ଦୁଇଟାରେ ଏକ ବୋଲେରୋ ଗାଡିରେ ୬ ଜଣ ଯୁବକ ଜମ୍ଭେଲ ଗାଁକୁ ଆସିଥିଲେ । ବୋଲେରୋକୁ ଗାଁ…
Read More...

ୟୁକୋ ବ୍ୟାଙ୍କରୁ ଡକାୟତି : ୨୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍, ଲୋକେ ଛାନିଆଁ

ବାଲେଶ୍ୱର, (କେପିଏନ୍‌ଏସ୍‌) : ପୁଣି ଏକ ବ୍ୟାଙ୍କ ଡକାୟତି ହୋଇଥିବା ବେଳେ ଲୋକେ ଛାନିଆଁ ହୋଇ ଯାଇଛନ୍ତି । ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକି ୟୁକୋ ବ୍ୟାଙ୍କ୍‌ ଶାଖାରୁ ଆଜି ମଧ୍ୟାହ୍ନରେ ୨୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଡକାୟତମାନେ…
Read More...

ସ୍କୁଟି ଡିକି ଭାଙ୍ଗି ଲୁଟିନେଲେ ୧.୯୧ ଲକ୍ଷ ଟଙ୍କା

ରାଉରକେଲା : ସ୍ଥାନୀୟ ଉଦିତନଗର କାନରା ବ୍ୟାଙ୍କ ପାଖରେ ସ୍କୁଟି ଡିକି ଭାଙ୍ଗି ଲୁଟେରାମାନେ ଲୁଟି ନେଇଛନ୍ତି ୧.୯୧ ଲକ୍ଷ ଟଙ୍କା । ସୂଚନା ଅନୁସାରେ ବେଲଡିହି ଠାରେ ଥିବା ପେଟ୍ରୋଲ ପମ୍ପର କର୍ମଚରୀ ପରମ୍‌ଜିତ୍‌ ସିଂ ରାଉରକେଲା ପାୱର ହାଉସ ରୋଡ୍‌ ଠାରେ ଥିବା ଅଫିସରୁ ଟଙ୍କା ନେଇ ଆଜି…
Read More...

ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ହାଟପଡ଼ା ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ସମ୍ବଲପୁର, (ଦାମୋଦର ପଣ୍ଡା) : ଟାଉନ ଥାନା ଅନ୍ତର୍ଗତ ହାଟପଡ଼ା ଠାରେ ଗତକାଲି ଘଟିଥିବା ବର୍ବର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବ ବାଗକୁ ଆଜି ସମ୍ବଲପୁର ପୋଲିସ ଗିରଫ କରିଛି । ଏନେଇ ସମ୍ବଲପୁର ସଦର ଏସଡିପିଓ ତପନ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତକାଲି ଏହି…
Read More...