om academy

ବନ୍ଧୁକ ଗୁଳି ଜବତ ସହ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜାକୁ ଗିରଫ କଲା ପୋଲିସ

jsm

ଭଦ୍ରକ : ଭଦ୍ରକ ଜିଲ୍ଳା ପୁରୁଣା ବଜାର ଠାରୁ ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜା ଗିରଫ ହୋଇଛି । ସୁଚନା ଅନୁସାରେ ଭଦ୍ରକ ପୁଲିସ୍‌ ଏବଂ ଏସ୍‌ଟିଏଫ୍‌ର ମିଳିତ ଚଢଉରେ ସେକ୍‌ ରାଜା ଗିରଫ ହେବା ସହ ବନ୍ଧୁକ, ଜୀବନ୍ତ ଗୁଳି ଓ ବାଇକ୍‌ ଜବତ କରିଛି । ସେକ୍‌ ରାଜା ନାମରେ ବହୁତ ଗୁଡାଏ ଅପରାଧିକ ମାମଲା ବିଭନ୍ନ ଥାନାରେ ରହିଛି । ବହୁତ ଗୁଡାଏ ଅସାମାଜିକ କାମରେ ଜଡିତ ଥିବା ଜଣାପଡ଼ିଛି । କିଛି ଦିନ ହେଲା ଏହି ପୁରୁଣା ବଜାର ଅଂଚଳରେ ସେ ରହୁଥିଲା । କୋ÷ଣସି ସୂତ୍ରରୁ ପୁଲିସ୍‌ ଖବର ପାଇ ଚଢଉ କରିଥିବା କୁହାଯାଇଛି ।

Leave A Reply

Your email address will not be published.