om academy

୫ ଡକାୟତ ଗିରଫ

jsm

ଗଂଜାମ, (କେପିଏନ୍‌ଏସ୍‌) : ଗଂଜାମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟନଗର ପୋଲିସ ୫ ଜଣ ଡକାୟତଙ୍କୁ ଗିରଫ୍‌ କରିବା ସହ ସେମାନଙ୍କଠାରୁ ନଗଦ ୩୨ ହଜାର ଟଙ୍କା ସହ ୪ ବାଇକ୍‌ ସହ ତିନୋଟି ମୋବାଇଲ୍‌ ଜବତ୍‌ କରିଛି । ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖ ଦିନ ସ୍ଥାନୀୟ ଏକ ଦୋକାନରୁ ଡକାୟତି ହୋଇଥିବା ସୂଚନା ମିଳିଛି । ଡକାୟତମାନେ ଗିରଫ୍‌ ହୋଇଥିବା ନେଇ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.