Browsing Category
ଅପରାଧ
ଜୁଆ ଖେଳ ଚଢାଉ : ୩ ଗିରଫ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଜଗଦଲପୁର ଥାନା ବାଦୀକଟା ଗ୍ରାମରେ ଚାଲିଥିବା ତାସ ଜୁଆଖେଳ ଉପରେ ପୋଲିସ ଚଢାଉ କରି ୩ ଜଣ ଖେଳାଳୀଙ୍ଙ୍କୁ ଗିରଫ କରିଛି । ଘଟଣା କ୍ରମରୁ ଜଣାଯାଏ ଯେ, ବାଦୀକଟା ଗ୍ରାମର ମୁରଳୀ ଖମାରୀ, ଲୋକନାଥ(ଅମୃତ) ସାହୁ, ଭଗବାନ ବେହେରା ଏକ ନିଛାଟିଆ!-->…
Read More...
Read More...
ବର୍ବର ହତ୍ୟାକାଣ୍ଡ : ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାତ୍ୟା
ସମ୍ବଲପୁର : ଆଜି ସମ୍ବଲପୁର ସହର ରକ୍ତର ଛିଟାରେ ଭିଜି ଯାଇଛି । ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ଜଣେ ଯୁବକଙ୍କୁ ଦୌଡେ଼ଇ ଦୌଡେ଼ଇ ହାଣି ପକାଇଛନ୍ତି ଦୁର୍ବୃତ୍ତ । ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ହାଟପଡା ଅଞ୍ଚଳରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତ ଯୁବକ ଜଣକ!-->…
Read More...
Read More...
କଂସାରୀପଡ଼ା ମଦ ଦୋକାନ ପାଖ ଆକ୍ରମଣ ଘଟଣାର ୪ ଅଭିଯୁକ୍ତ ଗିରଫ୍
ବଲାଙ୍ଗିର, (କେପିଏନ୍ଏସ୍) : କଂସାରୀପଡ଼ା ଇଂଲିସ୍ ମଦ ଦୋକାନ ପାଖରେ ଘଟିଥିବା ଆକ୍ରମଣ ଘଟଣାର ୪ ଅଭିଯୁକ୍ତଙ୍କୁ ଗିରଫ୍ କରିଛି ବଲାଙ୍ଗିର ଆଦର୍ଶ ଟାଉନ୍ ଥାନା ପୋଲିସ । ଘଟଣା ସଂପର୍କରେ ପୋଲିସ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨ ତାରିଖ ଦିନ ପାଖାପାଖି ସଂଧ୍ୟା!-->…
Read More...
Read More...
ଶାନ୍ତିପଡ଼ାର ଜୟନ୍ତ ଦାଶଙ୍କ ଘରେ ଚୋରୀ : ୬୦ ହଜାର ଟଙ୍କା ଓ ୨ ଶହ ଗ୍ରାମ ସୁନା ଅଳଙ୍କାର ଗାଏବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ରାତିରେ ସ୍ଥାନୀୟ ଶାନ୍ତିପଡ଼ା ବାସିନ୍ଦା ତଥା ନଲେଜ ସେଣ୍ଟରର ମାଲିକ ଜୟନ୍ତ ଦାଶଙ୍କ ଘରୁ ଚୋରୀ ହୋଇଥିବା ଜଣାପଡ଼ିଛି । ଏଥିରେ ୨ ଶହ ଗ୍ରାମ ସୁନା ଅଳଙ୍କାର ସହ ୬୦ ହଜାର ଟଙ୍କା ଚୋରୀ ହୋଇଥିବା କୁହାଯାଇଛି । ପ୍ରକାଶ ଯୋଗ୍ୟ ଯେ, ଜୟନ୍ତ ଦାଶଙ୍କ ମା’!-->…
Read More...
Read More...
ପୋଲିସ ହାତରେ ଧରାପଡ଼ିଲେ ୫ ଲୁଟେରା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୋଲିସ ହାତରେ ଧରା ପଡ଼ିଛନ୍ତି ୫ ଲୁଟେରା । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କଂପାନୀ ବଲାଙ୍ଗିର ଶାଖାରେ ଫିଲ୍ଡ଼ କ୍ରେଡିଟ୍ ଅଫିସର ଭାବେ ବିଜୟ କୁମାର ବାରିକ କାମ କରୁଥିବା ବେଳେ ସେ ବିଭିନ୍ନ ଗାଁରେ!-->…
Read More...
Read More...
ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର : ପ୍ରେମ ସମ୍ପର୍କରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜିର କୁକୁଡାହାଡ଼ ଗାଁ ପାଖ ରେଳ ଲାଇନ ଟ୍ରାକରୁ ଯୁବକଙ୍କ ଖଣ୍ଡ ବିଖଣ୍ଡ ମୃତ ଦେହ ଉଦ୍ଧାର ହୋଇଛି । ପ୍ରେମ ସମ୍ପର୍କରୁ ହତ୍ୟା ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଦୁଇ ଭାଇ ଓ ପରିବାର ଲୋକେ । ମୃତକ ଜଣଚ ହେଲେ କଣ୍ଟାବାଞ୍ଜି ୧୧ ନମ୍ବର!-->…
Read More...
Read More...
ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ଲୁଟ୍
ଜଟଣୀ : ଆଜି ମ୍ୟୁନିସିପାଲିଟି ଛକ ପାଖରେ ଜଣେ ପ୍ରାଇଭେଟ୍ ଫାଇନାନ୍ସ କଂପାନୀର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ଲୁଟେରାମାନେ ଲୁଟି ନେଇଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ପକ୍ଷରୁ ତନାଘନା ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁସାରେ ଏକ ପ୍ରାଇଭେଟ୍ ଫାଇନାନ୍ସ କଂପାନୀର!-->…
Read More...
Read More...
ଏଡିବି ଏସ୍ବିଆଇ ବ୍ୟାଙ୍କ ସାମନାରୁ ୫ ଲକ୍ଷ ଲୁଟି ନେଲେ ଦୁଇ ଦୁର୍ବୁତ୍ତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନ ଗୋଟାଏ ସମୟରେ କଲେଜ ଛକ ସ୍ଥିତ ଏଡିବି ଏସ୍ବିଆଇ ବ୍ୟାଙ୍କ ସାମନାରୁ ଦୁଇ ଜଣ ଦୁର୍ବୁତ୍ତ ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସ୍ଥାନୀୟ ଟିକ୍ରାପଡାବାସୀ ସଞ୍ଜୟ ଶତପଥୀ ଓ ତୁଫାନ ସାହୁ ଅଜନ୍ତା ୱାଲ କ୍ଲକ ସଂସ୍ଥାରେ!-->…
Read More...
Read More...
ବିଚ୍ ରାସ୍ତାରେ ଜଘନ୍ୟ ହତ୍ୟାକାଣ୍ଡ : ମିଠା ଦୋକାନୀଙ୍କୁ ରାସ୍ତା ଉପରେ ହତ୍ୟା
ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବିଚ୍ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତପୁର ଅଂଚଳରେ ଆଜି ଅପରାହ୍ନ ୩ଟା ସମୟରେ ଜଣେ ମିଠା ଦୋକାନୀ ଆଉ ଜଣେ ମିଠା ଦୋକାନୀଙ୍କୁ ରାସ୍ତା ଉପରେ!-->…
Read More...
Read More...
ଟାଙ୍ଗିଆ ଏବଂ ଭୁଜାଲିରେ ଆକ୍ରମଣ : ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନାଗହଣା
ବାଲେଶ୍ୱର : ଟାଙ୍ଗିଆ ଏବଂ ଭୁଜାଲି ଦ୍ୱାରା ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେବାଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପାଇକାଳପୁର ଗାଁରେ ଘଟିଛି । ସୂଚନା ଅନୁସାରେ ଏହି ଗାଁର ସୁଦାମ ଚରଣ ସାହୁ ସାରଡାଙ୍ଗ ବଜାରରେ ଶମ୍ଭୁନାଥ ଜୁଏଲାରୀ ଦୋକାନ ଖୋଲିଥିଲେ ।!-->…
Read More...
Read More...