Browsing Category

ବିଚିତ୍ରା

ଅଦ୍‌ଭୂତ ଘଟଣା : ଏକ ମୁମୁର୍ଷୁ ନକ୍ଷତ୍ରକୁ କେମିତି ଟାଣିନେଲା ବ୍ଲାକ୍‌ ହୋଲ୍‌, ଟେଲିସ୍କୋପ୍‌ରେ କଏଦ୍‌

ଲଣ୍ଡନ୍‌ : ଧରିତ୍ରୀରୁ ଅନ୍ତରୀକ୍ଷ ଯାଏଁ ସବୁଠି ଅଦ୍‌ଭୂତ ଘଟଣାମାନ ଘଟି ଚାଲିଥାଏ । ଏମିତି ଏକ ଘଟଣାକୁ ଟେଲିସ୍କୋପ୍‌ ଦେଖି ପାରିଛି । ଏକ ମୁମୁର୍ଷୁ ନକ୍ଷତ୍ରରୁ ବାହାରୁଥିବା ଆଲୁଅ ଦେଖିଛି ଟେଲିସ୍କୋପ୍‌ । ନକ୍ଷତ୍ରଟି ବ୍ଲାକ୍‌ ହୋଲ୍‌ରେ ପଶି ଯାଉଥିଲା । ଏହି ଘଟଣା ଧରିତ୍ରୀଠାରୁ ୨୧.୫
Read More...

ଆର୍ଥରାଇଟିସ୍‌ ରୋଗୀ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏଇ ତିନୋଟି ଜିନିଷ : ବଢ଼ିଯିବ ଗଣ୍ଠି ଦରଜ

ନୂଆଦିଲ୍ଲୀ : ଆର୍ଥରାଇଟିସ୍‌ ଏବେ ଆମ୍‌ ରୋଗ ହୋଇଗଲାଣି । ଆଜିକାଲିର ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ଆର୍ଥାରାଇଟିସ୍‌ ରୋଗ ବଢ଼ିଚାଲିଛି । ବୁଢ଼ାବୁଢ଼ୀଙ୍କ କଥା ଛାଡ଼ନ୍ତୁ, ଯୁବକାବସ୍ଥାରେ ବି ଏ ରୋଗରେ ପୀଡ଼ିତ ହେଉଛନ୍ତି ଅନେକେ । ଯଦି ଆପଣ ଆର୍ଥାରାଇଟିସ୍‌ ରୋଗରେ ପୀଡ଼ିତ, ତେବେ ଏଇ
Read More...

୭୮ ବର୍ଷରେ ବି କର୍ମ ତତ୍ପର ବିଗ୍‌ ବି ଅମିତାଭ ବଚ୍ଚନ

ମୁମ୍ବାଇ : ଆଜି ଅମିତାଭ ବଚ୍ଚନଙ୍କ ୭୮ତମ ଜନ୍ମଦିନ । ତାଙ୍କର ଏହି ବୟସରେ ବି ସେ କେତେ ସକ୍ରିୟ, କେତେ କର୍ମତତ୍ପର ଓ ସମର୍ପିତ, ଏହାର ଉଦାହରଣ କମ୍‌ ନାହିଁ । ଆଜି ବି ଯେଭଳି ଉତ୍ସାହ ଓ ସାମର୍ଥ୍ୟ ନେଇ ସେ ନିୟମିତ ଭାବେ ଘଂଟା ଘଂଟା ଧରି କାମ କରନ୍ତି, ତାହା ନିଶ୍ଚୟ ଦୁର୍ଲଭ ।
Read More...

ଖୁବ୍‌ ଲୋକପ୍ରିୟ ବଲିଉଡ଼୍‌ ଅଭିନେତ୍ରୀ ରେଖା ୬୬ତମ ଜନ୍ମଦିନ ପାଳନ କରିଛନ୍ତି : ତାଙ୍କ ଜୀବନର ଅସଫଳ ଦିଗ ସଂପର୍କରେ…

ମୁମ୍ବାଇ : ଖୁବ୍‌ ଲୋକପ୍ରିୟ ବଲିଉଡ଼୍‌ ଅଭିନେତ୍ରୀ ରେଖାଙ୍କ ୬୬ତମ ଜନ୍ମଦିନ କରିଛନ୍ତି । ସେ ଜଣେ ବିଶେଷ ସଫଳ ଅଭିନେତ୍ରୀ ହୋଇଥିଲେ ବି ତାଙ୍କ ଅସଲ ଜୀବନରେ ରହିଛି ଏକ ଦୁଃଖଦାୟକ ଅସଫଳ ଦିଗ । ସେ ବିଷୟରେ ଆସନ୍ତୁ ଜାଣିବା । ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଅଭିନେତ୍ରୀ ରେଖା
Read More...

‘ମାଫିଆ ଗ୍ୟାଙ୍ଗ୍‌ ମତେ ମାରି ପକାଇବେ ସାର୍‌’ : ପାୟଲ ଘୋଷ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ଗୁହାରୀ

ମୁମ୍ବାଇ : ବଲିଉଡ଼୍‌ ଅଭିନେତ୍ରୀ ପାୟଲ ଘୋଷ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ବେଶ୍‌ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣର ସେ ଅଭିଯୋଗ ଆଣିଥିବା ବେଳେ ଋଚା ଚଡ଼୍‌ଢ଼ାଙ୍କ ସହ ନିଜର କେସ୍‌କୁ ନେଇ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ପାୟଲ ଘୋଷ ଏବେ ପିଏମ୍‌
Read More...

ଅମିତାଭ ବଚ୍ଚନଙ୍କ ସହ ଏବେ ବାହୁବଳୀ ଆସିବେ ବଡ଼ ପରଦାରେ

ମୁମ୍ବାଇ : ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ଏବେ ବାହୁବଳୀର ନାୟକ ପ୍ରଭାସ ଖୁବ୍‌ ଶୀଘ୍ର ଆସିବେ ବଡ଼ ପରଦାରେ ବୋଲି ଜଣାପଡ଼ିଛି । ଏଥିରେ ନାୟିକା ରହିବେ ଦୀପିକା ପାଦୁକୋନ । ତେବେ ଦୁଇ ଷ୍ଟାର୍‌ଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକମାନେ ଉତ୍ସୁକତା ପ୍ରକାଶ କରିଛନ୍ତି । ନିର୍ଦ୍ଦେଶକ
Read More...

ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ସେବା ଯୋଗାଉଛି ସୁନ୍ଦରଗଡ଼ର ଏଆରସି : ୨୪ ବର୍ଷ ପରେ ଆଶାବାଡ଼ି ଛାଡ଼ି ଠିଆ ହେଲେ…

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : '୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି । ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ ମତେ ବହୁତ ଖୁସି ଲାଗୁଛି। ମୁଁ ଯେମିତି ନୂଆ ଜୀବନ ପାଇଛି'… ଏହା କହିଛନ୍ତି ସମ୍ବଲପୁର ମହୁଲମୁଣ୍ଡା ଗ୍ରାମର ଯୋଶେଫ ତିର୍କୀ ।
Read More...

ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ରେକର୍ଡ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଉ ଏକ ପାହାଚ ଚଢ଼ିବାରେ ସକ୍ଷମ ହୋଇଛନ୍ତି ସଫଳତାର । ଆକ୍ଟିଂ ସଂସାସରରେ ନିଜର ନିଜ ନିଆରା ଓ ସ୍ପେସିଆଲ ପରିଚୟ ସୃଷ୍ଟି କରି ସାରିଥିବା ଏହି ଅଭିନେତ୍ରୀ ଲେଖା ଜଗତରେ ପଛରେ ନାହାନ୍ତି। ପ୍ରିୟଙ୍କାଙ୍କର ପ୍ରଥମ ପୁସ୍ତକ
Read More...

ସୁଶାନ୍ତ ସିଂହ ମୃତ୍ୟୁ ମାମଲାକୁ ନେଇ ଅର୍ବାଜ୍‌ ଖାନ୍‌ ମକଦ୍ଦମା ରୁଜୁ କଲେ

ମୁମ୍ବାଇ : ଅଭିନେତା ତଥା ଫିଲ୍ମ୍‌ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଅର୍ବାଜ ଖାନ ମାନହୀନ ମାମାଲା ରୁଜୁ କରିଛନ୍ତି । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଏବଂ ତାଙ୍କ ମ୍ୟାନେଜର୍‌ ଦିଶାଙ୍କ ମୃତ୍‌୍ୟୁ ମାମାଲାରେ ତାଙ୍କ ନାଁ ଯୋଡିବାରୁ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ
Read More...

ଅନୁରାଗଙ୍କ ଅସଦାଚରଣ ମାମଲା : ରାଜ୍ୟପାଳଙ୍କୁ ଭେଟିଲେ ପାୟଲ ଘୋଷ

ମୁମ୍ବାଇ : ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ୍‌ ର୍ନିମାତା ଅନୁରାଗ କଶ୍ୟପଙ୍କ ନାଁରେ ଅସଦାଚରଣ ମାମାଲାକୁ ନେଇ ମହାରାଷ୍ଟ୍ରର ରଜ୍ୟପାଲ ଭଗତ ସିଂକୁ ଭେଟିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଆଜି ରାଜ୍ୟପାଳଙ୍କୁ ଭେଟି ନିଜ ଜୀବନ ପ୍ରତି ବିପଦ ଅଛି ବୋଲି ଅଭିନେତ୍ରୀ ପାୟଲ କହିଛନ୍ତି ।
Read More...