Browsing Category
ଘର ଓ ସ୍ୱାସ୍ଥ୍ୟ
ଜୀବନକୁ ବି ପାଳିବାକୁ ହୁଏ
ସୁଶ୍ରୀ ସ୍ନେହଲତା
ଜୀବନକୁ ବି ପାଳିବାକୁ ହୁଏ । ଜୀବନକୁ ପୋଷା ମନେଇ ପାରିଲେ ସୁନ୍ଦର ଲାଗେ ପୃଥିବୀ, ପ୍ରକୃତିର ପ୍ରତ୍ୟେକ ଦୃଶ୍ୟ ଆକର୍ଷଣୀୟ ମନେହୁଏ । ଭଲ ପାଇବାର ମନ୍ତ୍ରରେ ଜୀବନ ମନ୍ତ୍ରିତ ହୋଇ ନପାରିଲେ ଅନେକ ସମୟରେ ପଥଚ୍ୟୁତ ହେବାକୁ ପଡେ ଓ ନାନା ପ୍ରକାର ଉଦାସୀନତା ମାଡ଼ିବସେ ।!-->!-->!-->…
Read More...
Read More...
ଯଦି କାହା ପ୍ରେମରେ ପଡ଼ିଛନ୍ତି …..
ସୁଶ୍ରୀ ସ୍ନେହଲତା
କାହା ପ୍ରେମରେ ପଡ଼ିଯିବା ବଡ଼ କଥା ନୁହେଁ । କିନ୍ତୁ ସବୁଠାରୁ ବଡ଼ କଥା ହେଲା ପ୍ରେମକଙ୍କୁ ଠିକ୍ ଭାବରେ ଚିହ୍ନିବା । ଅନେକ ଯୁବତୀ ପ୍ରେମରେ ଏଭଳି ଭାବରେ ବୁଡ଼ି ରହିଥା’ନ୍ତି ଯେ, ପ୍ରେମିକଙ୍କ ଛୋଟ ବଡ଼ କୌଣସି ବି ଦୁର୍ଗୁଣ ତାଙ୍କ ନଜର୍କୁ ଆସେନାହିଁ, ଏହା ଫଳରେ!-->!-->!-->…
Read More...
Read More...
ହେଣ୍ଡ୍ କ୍ରାଫ୍ଟର ନିଆରା କାରିଗର ତପସ୍ୱିନୀ : କାର୍ଗିଲ୍ ବିଜୟ ଦିବସରେ ଅବସରପ୍ରାପ୍ତ ସୈନିକମାନଙ୍କୁ ଦେଲେ ଅମର୍…
ବଲାଙ୍ଗିର, (କେପିଏନ୍ଏସ୍) : ହେଣ୍ଡ କ୍ରାଫ୍ଟର ଜଣେ ନିଆରା କାରିଗର ହେଉଛନ୍ତି ତପସ୍ୱିନୀ । ବଲାଙ୍ଗିର ଶାନ୍ତିପଡ଼ାର ତପସ୍ୱିନୀ ସାହୁ ପିଲା ଦିନରୁ ହେଣ୍ଡ୍ କ୍ରାଫ୍ଟ ପ୍ରତି ସ୍ୱତନ୍ତ୍ର ରୁଚି ରଖିଥିବା ବେଳେ କାର୍ଗିଲ୍ ବିଜୟ ଦିବସରେ ଅବସରପ୍ରାପ୍ତ ସୈନିକମାନଙ୍କୁ ଦେଲେ ଅମର୍!-->…
Read More...
Read More...
ଗୃହିଣୀମାନଙ୍କ ସ୍ୱୟଂ ଆକାଉଣ୍ଟ ପରିବାର ପାଇଁ ବେଶ୍ ଉପକାରୀ
ସୁଶ୍ରୀ ସ୍ନେହଲତା
ଯେକୌଣସି ଗୃହିଣୀଙ୍କ ଏକ ସୟଂ ଆକାଉଣ୍ଟ ରହିଥାଏ, ଯାହା ପରିବାର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୁଏ । କମ୍ ବ୍ୟବହୃତ ହେଉଥିବା ରୋଷେଇ ଘରର କୌଣସି ଡବା ଭିତରେ କିମ୍ବା କାହାରି ନଜର୍କୁ ଆସୁ ନଥିବା ଆଲମାରୀର କୌଣସି କୋଣକୁ ବ୍ୟବହାର କରି ପ୍ରାୟତଃ ଗୃହିଣୀମାନେ ନିଜ!-->!-->!-->…
Read More...
Read More...
ଆସ ରାନ୍ଧିବା ଦହି ପୋଟଳ
ସବୁ ବେଳେ ନୂଆ ନୂଆ ଜିନିଷ ରାନ୍ଧିବା ପାଇଁ ସମସ୍ତ ମହିଳାମାନଙ୍କ ଭିତରେ ଆଗ୍ରହ ଥାଏ । ନୂଆ ତରକାରୀଟିଏ ରାନ୍ଧି ଦେଇ ପାରିଲେ ପରସିବାକୁ ଯେତିକି ମଜା ତାଟିଆ ଚାଟି ଚାଟି ଖାଇଲେ ସେତିକି ମଜା । ଏହି କ୍ରମରେ ଆସନ୍ତୁ ଆଜି ରୋଷେଇ କରିବା ଦହି ପୋଟଳ ।
ଆବଶ୍ୟକ ସାମଗ୍ରୀ ;ଏହି ଦହି ପୋଟଳ!-->!-->!-->…
Read More...
Read More...
ଆସନ୍ତୁ ଘରେ ଅତି ସହଜରେ ଜିଲାପି ପ୍ରସ୍ତୁତ କରିବା ପ୍ରଣାଳୀ ଶିଖିନେବା
ଶ୍ରାବଣୀ ବିଶ୍ୱାଲ
ଆଜି ଆମେ ତିଆରି କରିବା ସୁପର କ୍ରିସ୍ପିି । ଏଥରକ ହୋଲିରେ ଆପଣ ଘରେ ବନାନ୍ତୁ ଏହି ଜିଲାପି । କାହିଁକି ନା ଏହା ବହୁତ ସମୟ ଧରି କ୍ରିସ୍ପି ରହିବ, ଜଲଦି ନରମ ପଡିବନି । ତେବେ ଚାଲନ୍ତୁ ଏହି ସୁପର କ୍ରିସ୍ପିି ରସୁଆ ଜିଲାପି ପାଇଁ କ’ଣ ସାମଗ୍ରୀ ଦରକାର ତାହା ଦେଖି!-->!-->!-->…
Read More...
Read More...
ବଢ଼ୁଛି କି ସୁଗାର୍ ଲେବେଲ୍ ?
ବିଶୃଙ୍ଖଳିତ ଜୀବନ ଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଏବେ ଆମ ସମାଜରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକାଂଶରେ ଦେଖିବାକୁ ମିଳୁଛି ମଧୁମେହ ରୋଗୀ କେବଳ ଔଷଧ ସେବନ କଲେ ଏହି ରୋଗରୁ ନିସ୍ତାର ମିଳେ ବୋଲି ଭାବନ୍ତି ଓ ପରବର୍ତ୍ତୀ ସମୟରେ ଆହୁରି ଜଟିଳ ଶାରୀରିକ ସମସ୍ୟାର!-->…
Read More...
Read More...