jsm

ପତିଆଲପଡା ନଦୀଘାଟଠାରୁ ଖଇରପଦରକୁ ବ୍ରିଜ ନିର୍ମାଣ ପାଇଁ ଦାବୀ

csstore

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ଖଇରପଦରର ଉଦନ୍ତି ନଦୀରେ ପତିଆଲପଡା ଗ୍ରାମକୁ ସଂଯୋଗ କରୁଥିବା ନଦୀଘାଟରେ ବ୍ରିଜ ନିର୍ମାଣ କରିବା ପାଇଁ ଦାବୀ କରିଛନ୍ତି, ଏହି ରାସ୍ତାରେ ନିତିଦିନ ଖଇରପଦର, ପତିଆଲପଡା, ସରଧାପୁର, କଇଟ ପଦର, ନିଲଜି, କେନ୍ଦୁମୁଣ୍ଡା ଧିଙ୍ଗିଆମୁଣ୍ଡା ଓ ବୋଡେନ ବ୍ଲକର ବିଭିନ୍ନ ଗ୍ରାମକୁ ଓ ପଡୋସି ଛତିଶଗଡ଼ ରାଜ୍ୟକୁ ହଜାର ହଜାର ସଂଖ୍ୟାରେ ଲୋକେ ଯାତାୟତ କରିଥାନ୍ତି, ପ୍ରକାଶ ଥାଉକି ଉକ୍ତ ନଦୀରେ ଓଡିଶା ସରକାର ବିଜୁ ସେତୁ ଯୋଜନାରେ ବ୍ରିଜ ନିର୍ମାଣ ପାଇଁ ସରକାରଙ୍କ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି, କିନ୍ତୁ ତାହା ଦୁର୍ଭାଗ୍ୟର ବିଷୟ କି ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ, ଏଣୁ କରି ଅଂଚଳବାସୀ ଯଥା ଶୀଘ୍ର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କୁ ଦାବୀ ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.