ଏନଏସି ମାନ୍ୟତା ଦାବିରେ ୨୪ ଘଣ୍ଟିଆ ଗଜପତି ଜିଲ୍ଲା ମୋହନା ବନ୍ଦ ଡାକରା ଦେଇଛି ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି

ଗଜପତି : ଏନଏସି ମାନ୍ୟତା ଦାବିରେ ୨୪ ଘଣ୍ଟିଆ ଗଜପତି ଜିଲ୍ଲା ମୋହନା ବନ୍ଦ ଡାକରା ଦିଆଯାଇଥିବା ନେଇ ଖବର ମିଳିଛି । ତେବେ ଏହି ବନ୍ଦ ଡାକରା ଦେଇଛି ମୋହନା ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି । ଆଜି ସକାଳ ୬ ଟାରୁ ଆସନ୍ତା କାଲି ସକାଳ ୬ ଟା ପର୍ୟ୍ୟନ୍ତ ମୋହନାର ସମସ୍ତ ଦୋକାନ ବଜାର ବନ୍ଦ ରହିବାକୁଥିବା ବେଳେ ବନ୍ଦ ଡାକରା ଯୋଗୁଁ ବ୍ରହ୍ମପୁରରୁ ରାୟଗଡା ଯାତାୟତ ଠପ ହୋଇଯାଇଥିବା ଦେଖିବାକୁ ମିଳିଛି । ସମସ୍ତ ଜରୁରୀକାଳୀନ ସୁବିଧାକୁ ଛାଡି ଦେଲେ ସବୁ କିଛି ବନ୍‌ନ୍ଦ ରହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

eleven + six =