Yearly Archives

2026

ପୂର୍ବତନ ସରପଞ୍ଚଙ୍କ ବାପାଙ୍କ ବିୟୋଗ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଶିବତଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ବାଳକୃଷ୍ଣ ବେହେରାଙ୍କ ବାପା ଭଗବାନ ବେହେରାଙ୍କ (୯୧) ବର୍ଷ ବୟସରେ ସ୍ୱର୍ଗରାହୋଣ ହୋଇଛି । ଶ୍ରୀ ବେହେରା ଥିଲେ ଜଣେ ମିଷ୍ଠଭାଷୀ ଏବଂ ଧର୍ମ ପରାୟଣ ବ୍ୟକ୍ତି । ସେ ଗ୍ରାମର ସଭା ସମିତି ଭଲ…
Read More...

ଦୀର୍ଘ ୧୬ ବର୍ଷ ପରେ କେସିଙ୍ଗା ତେଲ ନଦୀରେ ବନ୍ୟା

କେସିଙ୍ଗା, (ପ୍ରୀତେଶ ପଟେଲ) : ଦୀର୍ଘ ୧୬ବର୍ଷ ପରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଦେଖାଦେଇଛି ବନ୍ୟା । ୨୦୧୧ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତାପରେ ଏବେ ୨୦୨୬ରେ ସହର ନିକଟ ଦେଇ ପ୍ରବାହିତ ହୋଇଥିବା ତେଲ ନଦୀରେ ବନ୍ୟା ଦେଖାଦେଇଛି । ନଦୀ ଜଳ ବାଡ଼ ଡେଇଁ ଜନବସତି ଆଡ଼କୁ…
Read More...

କୁମିଆପାଲିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର୍ ସୁକତେଲ୍ ପ୍ରକଳ୍ପ ବିସ୍ଥାପିତ ଗ୍ରାମ କୁମିଆପାଲିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଲୋୟର୍ ସୁକତେଲ୍ ପ୍ରକଳ୍ପର ଶେଷ ବିସ୍ଥାପିତ ଗ୍ରାମ କୁମିଆପାଲିକୁ ନେଇ ପୁଣି ତେଜିଛି ଚର୍ଚ୍ଚା । କିଛିଦିନ ପୂର୍ବେ ଗାଁର ୮୪ଟି ଆଦିବାସୀ ବିସ୍ଥାପିତ ପରିବାର…
Read More...

ସାଥୀ ଅନୁଷ୍ଠାନର କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସାଥୀ ତରଫରୁ ଏକ ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ କୋଏଲ ନଗର ବି ବ୍ଲକ ସ୍ଥିତ ଶିବ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ଧୃବଚରଣ ସିଂହଙ୍କ ସଂଯୋଜନା ଓ ସଭାପତି ମିତା ଗୌଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ଏହି…
Read More...

ଦୁଇ ମହିୟସୀ ମହିଳାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାରର ସହ କୋଷାଧ୍ୟକ୍ଷ ହରିହର ନାୟକଙ୍କ ମାତା ଦ୍ୟୁତି ନାୟକଙ୍କର ଜୁଲାଇ ୧୯ ତାରିଖ ଦିନ ଏବଂ ପାଠାଗାରର ଅନ୍ୟତମ ଆଜୀବନ ସଦସ୍ୟ ତଥା ଶୁଭେଚ୍ଛୁ ବଟକୃଷ୍ଣ ପଟ୍ଟନାୟକଙ୍କର ସହଧର୍ମିଣୀ ବନୀ ପଟ୍ଟନାୟକଙ୍କର ଜୁଲାଇ ୨୭ ତାରିଖ ଦିନ ବାର୍ଦ୍ଧକ୍ୟ…
Read More...

ପବିତ୍ର ଗୁରୁ ପୂର୍ଣ୍ଣିମା ମହୋତ୍ସବ ଭାରତୀୟ ବୈଦିକ ରୀତି, ସଂସ୍କୃତି ଓ ପରମ୍ପରାର ପ୍ରତୀକ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ସେକ୍ଟର -୧୯ ସ୍ଥିତ କମ୍ୟୁନିଟ ସେଣ୍ଟର ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳନ କରାଯାଇଥିଲା । ଏହି ପବିତ୍ର ଦିନରେ ସର୍ବ ପ୍ରଥମେ ବୈଦିକ ରୀତି ଅନୁଯାୟୀ ତପସ୍ୱିନୀ ସାହୁ ଓ ପ୍ରଭାତୀ…
Read More...

ଅନ୍ୱେଷାର ୧୨୭ ତମ ସାମୂହିକ ଜନ୍ମଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୨୭ ତମ ସାମୂହିକ ଜନ୍ମଦିନ ସ୍ଥାନୀୟ ଶ୍ରଦ୍ଧା ଅନୁଷ୍ଠାନରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ, ଶ୍ରଦ୍ଧାର…
Read More...

ସରକାରୀ ଡାକ୍ତରଖାନାରେ ଚାକିରି କରାଇଦେବାର ପ୍ରତିଶୃତି ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ଅତାବିରା, (ମୋହନ ସାହୁ) : ସରକାରୀ ଡାକ୍ତରଖାନାରେ ଚାକିରି କରାଇଦେବାର ପ୍ରତିଶୃତି ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଜଣେ ବି.ଏସ୍‌.ସି. ନର୍ସିଂ ସ୍ନାତକଙ୍କୁ ପୁଲିସ ଗିରଫ କରିଛି । ଭୋଇପୁରାର ଲକ୍ଷ୍ମୀ ପାଞ୍ଚମଙ୍କ ଅଭିଯୋଗ ଅନୁଯାୟୀ, ଭଟିଗାଁର ପ୍ରକାଶ ବଞ୍ଛୋର ସରକାରୀ ହସ୍ପିଟାଲରେ…
Read More...

କୁମିଆଁପାଲିରେ ବିସ୍ଥାପିତ ପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟ ଫାଇଣ୍ଡିଙ୍ଗ ଟିମ୍‌

ବିସ୍ଥାପିତଙ୍କ ଦାବି ନ୍ୟାୟସଙ୍ଗତ, ସରକାର ତୁରନ୍ତ ପଦକ୍ଷେପ ନେଉ - ବିଜେଡି ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କିଛିଦିନ ଧରି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଶେଷ ବିସ୍ଥାପିତ ଗ୍ରାମ କୁମିଆଁପାଲି ଚର୍ଚ୍ଚାରେ ରହିଛି । ଏହି ଗାଁର ୮୪ଟି ଆଦିବାସୀ ବିସ୍ଥାପିତ ପରିବାର ତାଙ୍କୁ ଉଚିତ…
Read More...

କଙ୍କୋରଡା ସରପଞ୍ଚଙ୍କ ୫୨ ଦିନର ଧାରଣା : ପ୍ରଶାସନ ର ନୀରବତା ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ଗ୍ରାମପଞ୍ଚାୟତର ଦଳିତ ହରିଜନ ସମ୍ପ୍ରଦାୟର ମହିଳା ସରପଞ୍ଚଙ୍କ ଉପରେ ହୋଇଥିବା ଅସଦାଚରଣ ଓ ଦୁର୍ବ୍ୟବହାର ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଗୁରୁବାର ବିକ୍ଷୋଭ…
Read More...