Yearly Archives

2026

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାମଗୋପାଳ ହିନ୍ଦୀ ହାଇସ୍କୁଲ ଠାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ ଅନୁଷ୍ଠିତ ହୋଇଥିଲା । ଓଷ୍ଟା ଜିଲ୍ଲା ସଭାପତି ପ୍ରଦୀପ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ…
Read More...

ହିଆଲ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ମାସିକ ବୈଠକ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହିଆଲ ଠାରେ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ତୁରେକେଲା ବ୍ଲକ ସଂଯୋଜକ…
Read More...

ଐତିହାସିକ ଡ. ସଦାନନ୍ଦ ଅଗ୍ରୱାଲ ନବମଶ୍ରାଦ୍ଧ ଦିବସ ପାଳିତ

ଆମର ଅତୀତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ - ଡ.ସାକିର ହୁସେନ ତରଭା, (କେପିଏନ୍‌ଏସ୍‌) : ଆଜି ଓଡିଶାର ସ୍ୱନାମଧନ୍ୟ ଐତିହାସିକ, ଗବେଷକ, ସାହିତ୍ୟିକ, ସଂଗୀତଜ୍ଞ ତଥା ମହିମାଭକ୍ତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ନବମ ଶ୍ରାଦ୍ଧଦିବସ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା…
Read More...

କୁଟାସିଂହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶ୍ରୀଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହାଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ଶ୍ରୀଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେଶବ ସଂଯୁକ୍ତ ଶାଖାର କାର୍ଯ୍ୟବାହ ପ୍ରେମାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
Read More...

ନୃସିଂହନାଥ ପୀଠରେ ଦୁଇ ଦିନିଆ ଗନ୍ଧମାର୍ଦ୍ଦନ ବଚାଓ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ ଯାତ୍ରୀ ନିବାସରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଗନ୍ଧମାର୍ଦ୍ଦନ ବଚାଓ କୋଶଲ ଗବେଷଣା ଓ ବିକାଶ ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଯାଇଛି । ପ୍ରଥମ ଦିନରେ ନୃସିଂହ ଭଗବାନ ଠାରେ ଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ ହୋଇଥିଲା…
Read More...

ବରଗଡ଼ ମହିଳା ସମିତି ଆନୁକୂଲ୍ୟରେ ସର୍ବପୁରାତନ ଖପରୀ ଟେଷ୍ଟ ମାଧ୍ୟମରେ ରୋଗ ନିରୂପଣ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମହିଳା ସମିତି ପକ୍ଷରୁ ଏକ ମାଗଣା ରୋଗ ନିରୂପଣ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଳାହାଣ୍ଡି ଜିଲ୍ଲା ଟୋଲବ୍ରାହ୍ମଣୀ ଗ୍ରାମର ବୈଦ୍ୟରାଜ ପବିତ୍ର ଶବର ଯୋଗଦେଇ ଦୀର୍ଘ ବର୍ଷ ଧରି ପୁରାତନ ପାରମ୍ପରିକ ଜ୍ଞାନ କୌଶଳ 'ଖପରୀ…
Read More...

ସ୍ନେହୀ ମହିଳା ସମିତିର ବିଶ୍ଵ ସ୍ତନ୍ୟପାନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାର ପରିସରରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୬ ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରିବା ଉଦ୍ଦେଶ୍ୟ ହେଉଛି ମା'…
Read More...

ଗୃହଲକ୍ଷ୍ମୀର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସିନିୟର୍ ସୋସିଆଲ ସୋସାଇଟି ରାଉରକେଲା ଓ ଏହାର ଅନ୍ୟତମ ସହଯୋଗୀ ଗୃହଲକ୍ଷ୍ମୀ ସହ ତୁମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କରି ୧୦ ଯୋଡା ଦମ୍ପତି ବୃକ୍ଷରୋପଣ…
Read More...

ଆସନ୍ତା ୨ ଓ ୩ରେ ଏକତ୍ର ଏକକ ନାଟକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ୨୭ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ହେଇଥିବା ଏକତ୍ର ତରଫରୁ ଆସନ୍ତା ୨ ଓ ୩ ତାରିଖ ଅପରାହ୍ନ ୩ଟା ସମୟରେ ଏକକ ନାଟକ ଉତ୍ସବ ପାଳନ କରାଯିବ ବୋଲି ଅନୁଷ୍ଠାନର ସଭାପତି ରାଜୀବ ପାଣି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସହରର ବିଭିନ୍ନ ନାଟ୍ୟାନୁଷ୍ଠାନର…
Read More...

କେସିଙ୍ଗାରେ ସାମ୍ବାଦିକ ମହାସଂଘର ପଦକ୍ଷେପରେ ଚେତିଲା ପ୍ରଶାସନ, ଆରମ୍ଭ ହେଲା ରାସ୍ତା ମରାମତି କାମ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହରର ଜଗନ୍ନାଥ ମନ୍ଦିର ଛକରୁ ଟିଟିଲାଗଡ଼ ଅଭିମୁଖେ ଯାଇଥିବା ମୁଖ୍ୟ ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ ଦୀର୍ଘଦିନ ଧରି ସାଧାରଣ ଲୋକେ ଅସୁବିଧା ଭୋଗୁଥିଲେ । ଏହି ସମସ୍ୟାକୁ ନେଇ ବିଭିନ୍ନ ଖବରକାଗଜରେ ବାରମ୍ବାର ଖବର ପ୍ରକାଶ ପାଇଥିଲା । ସେହିପରି…
Read More...