Yearly Archives

2026

ଲୋକ କଳାକାର ଶଙ୍କର ବଗର୍ତ୍ତୀଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଡୁମେରପିଟା ସ୍ଥିତ କଲ୍ୟାଣ ମଣ୍ଡପ ସଭାଗୃହରେ ଜିଲ୍ଲା କଳା କଳାକାର ସମନ୍ୱୟ ସମିତି, ବଲାଙ୍ଗିର ପକ୍ଷରୁ ଲୋକକଳା ପ୍ରଚାରକ ବରିଷ୍ଠ ସଂକୀର୍ତ୍ତନ୍ୟ ତଥା କରମସାନୀ ଗାୟକ ସ୍ୱର୍ଗତ ଶଙ୍କର ବଗର୍ତ୍ତୀଙ୍କ ପରଲୋକ ହୋଇଥିବାରୁ ତାଙ୍କ…
Read More...

ଶ୍ରାବଣର ଦ୍ଵିତୀୟ ସୋମବାର

ଐତିହାସିକ ୬୪ ଯୋଗିନୀ ପୀଠ ରାଣୀପୁର ଝରିଆଲ ଚଳଚଞ୍ଚଳହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଶ୍ରାବଣ ମାସର ଦ୍ଵିତୀୟ ସୋମବାରରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ…
Read More...

‘ହର ଘର ତିରଙ୍ଗା’ ଅଭିଯାନରେ ଜନସାଧାରଣଙ୍କୁ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ 'ହର ଘର ତିରଙ୍ଗା' ଅଭିଯାନରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଏବଂ ଏକ 'ବିକଶିତ ଭାରତ' ଗଠନ ଦିଗରେ ନିଜର ସାମୂହିକ ସଂକଳ୍ପକୁ ଦୋହରାଇବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ତ୍ରିରଙ୍ଗା ପତାକା…
Read More...

ପୁଡୁଚେରୀ ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର୍ସ’ ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

ସାହସ ଓ ନିଷ୍ଠାର ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର୍ସ’; ପୁଡୁଚେରୀ ପୋଲିସର ଗୌରବମୟ ସଫଳତା‘ପ୍ରେସିଡେଣ୍ଟସ୍ କଲର୍ସ’ ଯେକୌଣସି ଶୃଙ୍ଖଳିତ ବାହିନୀ ପାଇଁ ସର୍ବୋଚ୍ଚ ସମ୍ମାନ: ଅମିତ ଶାହଚାରି ଭୌଗୋଳିକ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷାରେ ନିୟୋଜିତ ପୁଡୁଚେରୀ ପୋଲିସର ବୀରତାକୁ ମିଳିଲା ଗୌରବମୟ…
Read More...

ସେବାଶାନ୍ତି ସଂଗଠନ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରଵ୍ଳକ ଅନ୍ତର୍ଗତ ଶିବତଲା ଗ୍ରାମର ସେବାଶାନ୍ତି ସଂଗଠନ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବୃକ୍ଷରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଗ୍ରାମର ବଜାର ପରିସର ଏବଂ ସର୍ବ ପୂରାତନ ଧବଳେଶ୍ଵର ମନ୍ଦିରରେ ଅନେକ ପ୍ରକାର ଗଛ ରୋପଣ…
Read More...

ସୁବର୍ଣ୍ଣପୁରରେ ବିଶ୍ୱ ଆଦିବାସୀ ଦିବସ

ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ଦାବୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଶ୍ୱ ଆଦିବାସୀ ଦିବସ ଅବସରରେ ରବିବାର ସୁବର୍ଣ୍ଣପୁର ଠାରେ ଆଦିବାସୀ ଏକତା, ଅସ୍ମିତା, ସ୍ୱାଭିମାନ, ସଂସ୍କୃତି ଓ ସାମ୍ବିଧାନିକ ଅଧିକାରର ଶକ୍ତିଶାଳୀ ସ୍ୱର ପ୍ରତିଧ୍ୱନିତ ହୋଇଛି ।…
Read More...

ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ବିଜେପି ପକ୍ଷରୁ ବାଇକ୍ ରାଲି ଯୋଗେ ତ୍ରିରଙ୍ଗା ଶୋଭାଯାତ୍ରା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକ ଆଗଲପୁର ଥାନା ଛକରୁ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ବିଜେପି ପକ୍ଷରୁ ବାଇକ୍ ରାଲି ଯୋଗେ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । ଆଗଲପୁର ଜୋନ ୧ର ମଣ୍ଡଳ ସଭାପତି ହିମାଂଶୁ…
Read More...

ଏନ୍‌.ଏସ୍.ଏସ୍‌ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (କେପିଏନ୍‌ଏସ୍‌) : ରବିବାର ଦିନ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷା ବଲାଙ୍ଗିରର ସେବା ଯୋଜନା ବିଭାଗ ଓ ସତ୍ୟସାଇ ସେବା ସଂଗଠନ ବଲାଙ୍ଗିର ତରଫରୁ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାର ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି । ଏହି ଚମ୍ପିୟାନସିପ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ । ଏଥିରେ ବାଲିଗୁଡା…
Read More...

ବିଶ୍ୱ ଆଦିବାସୀ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ଅଖିଳ ଭାରାତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା, ଆଦିବାସୀ କଲ୍ୟାଣ ସଂଘ, ଆଦିବାସୀ କର୍ମଚାରୀ ସଂଘ, ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିସାଦ ମିଳିତ ଆନୁକୁଲ୍ୟରେ ବିଶ୍ୱ…
Read More...