Yearly Archives

2026

କଣ୍ଟାବାଞ୍ଜି ମେଡିକାଲରେ ଅବ୍ୟବସ୍ଥା ଅଭିଯୋଗ

ଆମ୍ବୁଲାନ୍ସ ସେବା ନେଇ ବିଜେଡିର ଅସନ୍ତୋଷ, ଆନ୍ଦୋଳନ ଚେତାବନୀ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଣିଥରେ ଅବ୍ୟବସ୍ଥା ନେଇ ଅଭିଯୋଗ ଉଠିଛି । ଏନେଇ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ ଏକ ସାମ୍ବାଦିକ…
Read More...

ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସୂଚନା

ଜଳାଶୟ ପୁନରୁଦ୍ଧାର, ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯ କୋଟି ଭୁବନେଶ୍ୱର/ନୂଆଦିଲ୍ଲୀ, (ସସ୍ମିତା ପ୍ରଧାନ) : ଜଳାଶୟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତ ୩ବର୍ଷରେ ଓଡ଼ିଶାକୁ ୧୮୨୯ କୋଟି ୫୬ଲକ୍ଷ ଟଙ୍କାର ଆର୍ଥକ ସହାୟତା ଦେଇଛନ୍ତି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ…
Read More...

ଅସ୍ତିତ୍ୱର ତୃତୀୟ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱର ତୃତୀୟ ବାର୍ଷିକ ଉତ୍ସବ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଅସ୍ତିତ୍ୱର ସଭାପତି ଇପ୍ସିତା ବିଶ୍ୱାଳ ଓ ସମ୍ପାଦକ କୁନାଲ କୁମାର କେଶରୀଙ୍କ ଆବାହକତ୍ୱ ତଥା ସୁବ୍ରତା ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି…
Read More...

ଯୁବ ରେଡକ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର ପରିସରରେ ଯୁବ ରେଡ଼କ୍ରସ ତରଫରୁ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପୂର୍ବତନ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀଙ୍କ…
Read More...

ଦେଶଭକ୍ତି, ଜାତୀୟ ଏକତା, ସହିଦମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ବିଜେପିର ଲକ୍ଷ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶ ମାତୃକାର ସମ୍ମାନାର୍ଥେ, ବୀର ସୈନିକଙ୍କ ସାହାସ ଓ ବଳିଦାନକୁ ସମ୍ମାନ ଜଣାଇ ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ତ୍ରିରଙ୍ଗା…
Read More...

ମୁରିବାହାଲ ଅଲେଖ ମହିମା ମଠରୁ ୩ଦିନ ହେବ ନାବାଳକ ସାଧୁବାବା ନିଖୋଜ, ଥାନାରେ ଏତଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ମହକୁମାରେ ଥିବା ଅଲେଖ ମହିମା ମଠରୁ ସାଧୁ ଅବଧୂତ ଦାସ(ନାରାୟଣ)(ବୟସ- ୧୭)ନାମକ ଜଣେ ନାବାଳକ ମହିମା ଧର୍ମାବଲମ୍ବି ସାଧୁବାବା ୩ଦିନ ହେବ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଏତଲା ହୋଇଛି । ସେ ଗତ ୦୮ତାରିଖ ଦିନ…
Read More...

ରୋଟାରୀ କ୍ଲବ ଅଫ୍ ଭାଇବ୍ରାଣ୍ଟର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ଭାଇବ୍ରାଣ୍ଟ ତରଫରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଇଛି । କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ହାଇଟେକ୍ ମେଡିକାଲ୍ କଲେଜର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ବେଦବ୍ୟାସ ସ୍ଥିତ ଗୁରୁକୁଳ ଆଶ୍ରମରେ ଅନୁଷ୍ଠିତ…
Read More...

ରାଉରକେଲା ଗୁରୁଦ୍ୱାର ରୋଡ୍ ୱାର୍ଡ ନମ୍ବର ୨୫ରେ ପ୍ରାୟ ୫୦ ଘରେ ପାଣି ଜମିଛି

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମାର୍ଟ ସିଟି ରାଉରକେଲା ସହରର ଥିବା ୨୫ ନମ୍ବର ୱାର୍ଡ ଗୁରୁଦ୍ଵାର ରୋଡରେ ପ୍ରାୟ ୫୦ ଘରେ ବର୍ଷା ପାଣି ଜମି ରହିଥିବା ଅଭିଯୋଗ ହୋଇଛି । ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ଡ୍ରେନ୍ ପୁନଃ ନିର୍ମାଣ ସମୟରେ ବଡ ବଡ଼ ଡ୍ରେନଗୁଡିକୁ ସଂକୁଚିତ…
Read More...

ଅଟଳ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାର ସ୍ୱାସ୍ଥ୍ୟ ବିଭାଗ ଓ ସେକ୍ଟର ୨୦ ନେହେରୁପାଲି ସ୍ଥିତ ଏକତା କ୍ଲଷ୍ଟର ମହିଳା ମହାସଂଘର ସହଭାଗିତାରେ ଅଟଳ ସ୍ୱଚ୍ଛତା ଅଭିଯାନ ଗୃପ ମାଧ୍ୟମରେ ନେହେରୁପାଲି ଓ ମିଶ୍ରଖଟାଲ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା ।…
Read More...

ଜେମାମଣୀ ଦାଶଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶନିବାର ସକାଳ ୭ଟା ସମୟରେ ଘନିପୁର (ଘୋରଡିଆ )ନିବାସୀ ସ୍ଵର୍ଗତ ଡଃ. ନବ କିଶୋର ଦାଶଙ୍କ ଧର୍ମପତ୍ନୀ ଜେମାମଣି ଦାଶଙ୍କର ସର୍ପ ଦଂଶନରେ ମୃତ୍ୟୁ ବରଣ ହୋଇଯାଇଛି । ମୃତ୍ୟୁ ବେଳକୁ ତାଂକୁ ୭୪ବର୍ଷ ବୟସ ହୋଇଥିଲା । ସେ ଜଣେ ମେଳାପି, ଧର୍ମ ପରାୟଣ,…
Read More...