Yearly Archives

2026

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ୮୦ତମ ସ୍ୱାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗର ଠାରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ୮୦ତମ ସ୍ୱାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତି ଉତ୍ସାହର ସହିତ ପାଳିତ କାର୍ଯ୍ୟକ୍ରମରେ…
Read More...

ପଦ୍ମପୁର ଓକିଲ ସଂଘ ଆନୁକୂଲ୍ୟରେ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ୮୦ ତମ ସ୍ୱାଧୀନତା ଦିବସ ଅବସରରେ ପଦ୍ମପୁର ଓକିଲ ସଂଘ ଅନୁକୂଲ୍ୟରେ ପଦ୍ମପୁର ଓକିଲ ସଂଘ ସଭାଗୃହ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ପଦ୍ମପୁର ଓକିଲ ସଂଘର ସଭାପତି ଆନନ୍ଦ ପଣ୍ଡା ଓ ବୟୋଜ୍ୟେଷ୍ଠ ଓକିଲ ଗୌନ୍ତିଆ କୁମାର ସାହୁ ଓ ରାଧାବଲ୍ଲଭ…
Read More...

ସ୍ୱାଧୀନତା ଦିବସକୁ ଭୁଲିଗଲେ ବ୍ୟାଙ୍କ୍ କର୍ମଚାରୀ

ଦେଓଗାଁରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ହେଲାନି ପତାକା ଉତ୍ତୋଳନ ଦେଓଗାଁ, (ମନୀଷ କୁମାର ସାହୁ) : ସାରା ଭାରତ ମନାଉଛି ସ୍ୱାଧୀନତା ଦିବସ । ଏହି ଅବସରରେ ସାରା ଭାରତ ବର୍ଷରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ, କଲେଜ ପ୍ରଭୃତି ଶିକ୍ଷାନୁଷ୍ଠାନରେ ପତାକା ଉତ୍ତୋଳନ…
Read More...

ଦେଓଗାଁ ଶିଶୁ ମନ୍ଦିରରେ ସ୍ୱାଧୀନତା ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅଗ୍ନି ନିର୍ବାପକ ଅଧିକାରୀ ଲାଲୁ ମୁଣ୍ଡା ଯୋଗ ଦେଇ ଦିବସର ମହତ୍ତ୍ଵ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ବକ୍ତବ୍ୟରେ କହିଥିଲେ ।…
Read More...

ସାରା ଭାରତ ବର୍ଷ ୮୦ ତମ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (କେପିଏନ୍‌ଏସ୍‌) : ସାରା ଭାରତ ବର୍ଷ ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଛି, ଗାଁ ରୁ ସହର ପର୍ଯ୍ୟନ୍ତ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଫର ଫର ହୋଇ ଉଡିବାର ଦେଖାଯାଇଛି । ଏଇ ପରିପେକ୍ଷୀରେ ରାଉରକେଲା ବାଦ ପଡିବ ବା କିପରି ? ପ୍ରତ୍ୟେକ ସ୍କୁଲ, କଲେଜ, ଅନୁଷ୍ଠାନ, ପ୍ରତିଷ୍ଠାନ…
Read More...

ଗଞ୍ଜାମ ଜିଲ୍ଲା ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ସମାରୋହ- ୨୦୨୬ ହର୍ଷଉଲ୍ଲାସ ର ସହ ଉତ୍ସବମୁଖର ପରିବେଶ ମଧ୍ୟରେ ସମାହିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡ୍…
Read More...

ଜିଲ୍ଲା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କୃଷକ ସଂଘ ପକ୍ଷରୁ, ବଲାଙ୍ଗିର ଜିଲ୍ଲାର କୃଷି ଏବଂ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।…
Read More...

୮୦ତମ ସ୍ୱାଧିନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ବଲାଙ୍ଗିର ତରଫରୁ ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳା ଇନ୍ଦିରାନଗର ବଲାଙ୍ଗିର ଠାରେ ୮୦ତମ ସ୍ୱାଧିନତା ଦିବସ ସକାଳ ଘ.୮.୩୦ମି. ସମୟରେ ପାଳିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି…
Read More...

ସ୍ମାଇଲ୍‌ ଫର୍‌ ଅଲ୍‌ ଫାଉଣ୍ଡେସନ୍‌ ତରଫରୁ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ୮୦ତମ ସ୍ୱାଧୀନତା ଦିବସ ଅବସରରେ ସ୍ମାଇଲ୍‌ ଫର୍‌ ଅଲ୍‌ ଫାଉଣ୍ଡେସନ୍‌ ସାମାଜିକ ସଂଗଠନ ତରଫରୁ (ଏଲ୍‌ଆଇସି ଅଫିସ ପଛପଟ) ଅଫିସ କାର୍ଯ୍ୟାଳୟ ଠାରେ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି…
Read More...

କୁଡାସିଂହା ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ସ୍ୱାଧୀନତା ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡାସିଂହା ସ୍ଥିତ ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିର କୁଡାସିଂହାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ନିର୍ଦ୍ଧେଶିକା ନମିତା ମହାନ୍ତି ଯୋଗଦେଇ ପତାକା…
Read More...