Daily Archives

ନାଦ ଅନ୍ୱେଷଣ, ପଶ୍ଚିମ ଓଡ଼ିଶାର ସ୍ୱର ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାଦ ଅନ୍ୱେଷଣ, ପଶ୍ଚିମ ଓଡ଼ିଶାର ସ୍ୱର ପ୍ରତିଯୋଗିତା ସେପ୍ଟେମ୍ବର ୨୦,୨୧ ଓ ୨୨ରେ ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ନାଦ ନିକୁଞ୍ଜର ସଭାପତି ଶଶିଭୂଷଣ ପୁରୋହିତ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏହି ପ୍ରତିଯୋଗିତାର ଆଭିମୁଖ୍ୟ…
Read More...

ଆଗାମୀ ଫେଡେରେସନ୍ କପ୍ ସିଟିଙ୍ଗ ଭଲିବଲ୍ ଚମ୍ପିୟାନସିପ୍‌ରେ ଓଡିଶା ଦଳରେ ୪ ଜଣ ସୁନ୍ଦରଗଡ ଖେଳାଳି

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଆସନ୍ତା ସେପ୍ଟେମ୍ବର ୨୫ରୁ ୨୭ ତାମିଲନାଡୁର ଈରୋଡେରେ ତୃତୀୟ ଫେଡେରେସନ କପ୍ ସିଟିଙ୍ଗ ଭଲିବଲ ଚମ୍ପିୟାନସିପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଏହି ଚମ୍ପିୟାନସିପ୍‌ରେ ଭାଗ ନେବା ପାଇଁ ଓଡ଼ିଶାର ୧୮…
Read More...

ଦାଦନଗଡ଼ରେ ମାଛ ଚାଷ ଦେଖାଇଲା ନୂଆ ରାସ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର । ଏହି ଅଞ୍ଚଳକୁ ଦାଦନ ପ୍ରବଣ ଅଞ୍ଚଳ ଭାବେ ଜଣାଯାଏ । ପେଟପାଟଣା ପାଇଁ ପ୍ରତିବର୍ଷ ଅନେକ ଶ୍ରମିକ ବାହାର ରାଜ୍ୟକୁ ଯାଇଥାନ୍ତି । ହେଲେ ଏବେ ଏହି ଅଞ୍ଚଳର ଜଣେ ଯୁବ ଚାଷୀ ନିଜ ଅଞ୍ଚଳରେ ରୋଜଗାରର ରାସ୍ତା…
Read More...

ପଦ୍ମପୁର ଠାରେ ଏସ୍‌ପିସିବି ଓ ଜିଲ୍ଲା ପ୍ରଶାସନ ଦ୍ୱାରା ବୃହତ ପର୍ଯ୍ୟାବରଣ ସଚେତନତା ଅଭିଯାନ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପର୍ଯ୍ୟାବରଣ ସଚେତନତା ଅଭିଯାନ ଅନ୍ତର୍ଗତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଆଞ୍ଚଳିକ କାର୍ଯ୍ୟାଳୟ, ସମ୍ବଲପୁର ଓ ଜିଲ୍ଲା ପ୍ରଶାସନ, ବରଗଡ଼ର ମିଳିତ ସହଯୋଗରେ ପଦ୍ମପୁର ଠାରେ ଏକ ବୃହତ ପର୍ଯ୍ୟାବରଣ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା । ଏହି…
Read More...

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର, ଜାତିଆଣ ମନ୍ତବ୍ୟ ଘଟଣା

ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ / ସରପଞ୍ଚ ସଂଗଠନ ଓଡ଼ିଶା ରାଜ୍ୟ ଶାଖାର ନିନ୍ଦା ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଆସିକା ପଂଚାୟତ ସମିତି ବୈଠକରେ ଆସିକା ବିଧାୟକଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକମାନେ ହରିଡ଼ାପଦର ମହିଳା ସରପଞ୍ଚ ଜୟନ୍ତୀ ବେହେରାଙ୍କୁ ଦୁର୍ବ୍ୟବହାର, ଅପମାନଜନକ…
Read More...

ଭୂଦାନ ନେତା ଲକ୍ଷ୍ମଣ ପାତ୍ରଙ୍କ ୩୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ଏବେବି ଭୂଦାନ ବିଚାରର ଆବଶ୍ୟକତା ରହିଛି : କ୍ରିଷ୍ଣା ମାହାନ୍ତି ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଆଜି ମଧ୍ୟ ଦେଶରେ ବିନୋବା ଭାବେଙ୍କ ଭୂଦାନ ବିଚାରର ଆବଶ୍ୟକତା ରହିଛି । ଭୂଦାନ ମାଧ୍ୟମରେ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଅତୀତରେ ଯେଉଁ ପ୍ରୟାସ ହୋଇଥିଲା, ତାହାର ପ୍ରାସଙ୍ଗିକତା ଏବେ…
Read More...

ବଲାଙ୍ଗିରରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ସମୀକ୍ଷା

ବଲାଙ୍ଗିର (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ସମୀକ୍ଷା । ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ର ଅଗ୍ରଗତି ନେଇ ଦ୍ୱିତୀୟ ଥର ପାଇଁ ବଲାଙ୍ଗିର ଗସ୍ତରେ ଆସି ସମୀକ୍ଷା କରିଛନ୍ତି ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ପର୍ଯ୍ୟଟନ ବିଭାଗର କମିଶନର-ତଥା-ସଚିବ ବଲୱନ୍ତ ସିଂହ…
Read More...

ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ, ଚନ୍ଦନଭାଟିର ୩୪ତମ ପ୍ରତିଷ୍ଠା ଦିବସ ପାଳିତ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ, ଚନ୍ଦନଭାଟିର ୩୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ମହାବିଦ୍ୟାଳୟ ଯାହାଙ୍କ ନାମରେ ନାମିତ ସେହି ଶିକ୍ଷାପ୍ରେମୀ ସ୍ୱର୍ଗତ ସୁଦାମ ଚରଣ ପଣ୍ଡାଙ୍କ ଜନ୍ମ ତା-୧୨.୧୦.୧୯୦୬ ମସିହାରେ, ଚନ୍ଦନଭାଟି…
Read More...

ନୂଆଖାଇ ଅବସରରେ ‘ଅମୃତ ମାତୃ ପିତୃ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ରେଙ୍ଗାଲପାଲି ରାମ ମନ୍ଦିର ପରିସରରେ କାରୁଣ୍ଡ ସେବା ସଂଗଠନ ଆନୁକୂଲ୍ୟରେ ପବିତ୍ର ଗଣପର୍ବ ନୂଆଖାଇ ଅବସରରେ "ଅମୃତ ମାତୃ ପିତୃ ସେବା" କାର୍ଯ୍ୟକ୍ରମ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ଇନ୍ଦ୍ରାବତୀ ଫାର୍ମରସ୍…
Read More...

ମଲମୁଣ୍ଡା କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ୍ ଅନ୍ତର୍ଗତ ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ତୃତୀୟ ମାସିକ ବୈଠକ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜାମପାଲି ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ ଆବାହକ କ୍ରମେ ଓସେପା, ଓଡିଶାଙ୍କ ପତ୍ର ସଂଖ୍ୟା- ୯୯୯୦ / ତା.୦୩.୦୯.୨୦୨୬…
Read More...