Daily Archives

ଗାଁ ସାଥୀ ମଜଦୂର ସଂଘର ସେମି-ସ୍କିଲ୍ ଭାବେ ମାସିକ ଦରମା ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗାଁ ସାଥୀ ମଜଦୂର ସଂଘର ସେମି-ସ୍କିଲ୍ ଭାବେ ମାସିକ ଦରମା ପ୍ରାପ୍ୟ ପ୍ରଦାନ ସାଂଗକୁ ବ୍ଲକ୍ କ୍ୟାଡର୍ ଭୁକ୍ତ କରିବା, ସାମାଜିକ ସୁରକ୍ଷା ପ୍ରଦାନ କରିବା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।…
Read More...

ତେର ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଜୁନ ସ୍ତରୀୟ ଖେଳାଳି ଚୟନ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡ଼ା ଦିନ ରଘୁ ମେହେର ହାଇସ୍କୁଲ ଠାରେ ଜୁନ ସ୍ତରୀୟ ଖେଳାଳି ଚୟନ ଶିବିର ଆୟୋଜନ କରାଯାଇଛି । ଉକ୍ତ ଶିବିରରେ ବେଲପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଅଭିନବ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ଦିନ…
Read More...

ପକ୍ଷପାତପୂର୍ଣ୍ଣ ପିଏଲ୍‌ଆଇ ବିରୋଧରେ ବ୍ୟାଙ୍କ କର୍ମଚାରୀଙ୍କ ରଣହୁଙ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୟୁଏଫ୍‌ବିୟୁ ବେନର୍‌ରେ ଷ୍ଟେଟ୍ ବ୍ୟାଙ୍କ୍ ବଲାଙ୍ଗିର ଶାଖା ସାମନାରେ ଫାଇବ୍‌ ଡେସ୍‌ ବେଙ୍କିଙ୍ଗ୍‌ ଏବଂ ପକ୍ଷପାତପୂର୍ଣ୍ଣ ପିଏଲ୍‌ଆଇ ବିରୁଦ୍ଧରେ ଦାବି ନେଇ ଗୋଟେ ଦିନିଆ ଧର୍ମଘଟ ଓ ବିକ୍ଷୋଭ ପ୍ରଦର୍ଶନ ସଫଳତାର ସହିତ ହୋଇଯାଇଛି । ଏଥିରେ ବଲାଙ୍ଗିରର…
Read More...

ଟିଟିଲାଗଡ ପୋଲିସ ପକ୍ଷରୁ ଥାନା ପରିସରରେ ସହରର ସମସ୍ତ ଗଣେଶ ପୂଜା କମିଟି ସଦସ୍ୟଙ୍କୁ ନେଇ ଶାନ୍ତି ଓ ପ୍ରସ୍ତୁତି ବୈଠକ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଉ କିଛି ଦିନ ପରେ ଧୁମଧାମରେ ପାଳିତ ହେବ ଗଣେଶ ପୂଜା। ଏଥିପାଇଁ ଟିଟିଲାଗଡ଼ ସହରର ବିଭିନ୍ନ ପଡ଼ାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ନେଇ ତତ୍ପର ହୋଇଛି ପୋଲିସ ପ୍ରଶାସନ । ଏହି ପରିପ୍ରେକ୍ଷୀରେ ଗୁରୁବାର…
Read More...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଘର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ପ୍ରତୀକ୍ଷିତ ସପ୍ତାହନ୍ତ ଛୁଟି ଓ ପିଏଲଆଇରେ ଭେଦଭାବ ଦୂର କରିବା ଦାବିରେ ଆଜି ଦେଶବ୍ୟାପୀ ଏକଦିନିଆ କାର୍ଯ୍ୟବନ୍ଦ ଡାକରା ଦେଇଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ଦେଶର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ…
Read More...

ବିଚ୍ ରାସ୍ତାରେ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

ଘଟଣା ସ୍ଥଳରେ ଏସ୍‌ପିଙ୍କ ତଦନ୍ତ ଆରମ୍ଭ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଆଗଲପୁରର ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ଚିନାଜୁରୀ କେବାଡ଼ କେନାଲ ରୋଡ଼ରେ ଗତକାଲି ରାତିରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ କାର…
Read More...

ବୌଦ୍ଧରୁ ବରିଷ୍ଠ ନାଗରିକଙ୍କ ଆଯୋଧ୍ୟା ବାରଣାସୀ ତୀର୍ଥଯାତ୍ରା

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାର ୫୫ ଜଣ ବରିଷ୍ଠ ନାଗରିକ ଓଡ଼ିଶା ସରକାରଙ୍କ "ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା", ୨୦୨୬-୨୭ ଅଧୀନରେ ବାରାଣସୀ-ଅଯୋଧ୍ୟା ତୀର୍ଥଯାତ୍ରାରେ ବାହାରିଛନ୍ତି । ୬୦ରୁ ୭୫ ବର୍ଷ ବୟସର ଏହି ବରିଷ୍ଠ ନାଗରିକମାନେ ସରକାରଙ୍କ ପର୍ଯ୍ୟଟନ ବିଭାଗର…
Read More...

ବୌଦ୍ଧ ଗସ୍ତରେ ସଚିବ ଭୁପିନ୍ଦର ସିଂହ ପୁନିଆ : ପରିଦର୍ଶନ କଲେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ

ବୌଦ୍ଧ, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ସଚିବ ଭୁପିନ୍ଦର ସିଂହ ପୁନିଆ ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ଯୋଜନାର ଭୂମିସ୍ତରୀୟ କାର୍ଯ୍ୟାନ୍ୱୟନ ପରିଦର୍ଶନ କରିଥିଲେ । ପ୍ରଥମେ ବଢ଼ିଗାଁ ପଂଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ଖାଉଟି ବଣ୍ଟନ…
Read More...

କୁଇବାହାଲ ଜୋନାଲ ସ୍ତରୀୟ ଖେଳାଳୀ ଚୟନ ଶିବିର ଆୟୋଜିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମୂହ ସଂସଦ ଆନୁକୂଲ୍ୟରେ କୁଇବାହାଲ ଜୋନାଲ ସ୍ତରୀୟ ଖେଳାଳୀ ଚୟନ ଶିବିର ପଲ୍ଲୀ ବିକାଶ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଇବାହାଲ ଖେଳପଡିଆରେ ଆୟୋଜିତ ହୋଇଥିଲା । କୁଇବାହାଲ ଜୋନ ସଭାପତି ପ୍ରସନ୍ନ କୁମାର ମେହେରଙ୍କ…
Read More...

ଆଗଲପୁର +୩ ବିଜ୍ଞାନ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ଓ ଆତ୍ମରକ୍ଷା ପ୍ରଶିକ୍ଷଣର ପ୍ରମାଣୀକରଣ ସମାରୋହ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର +୩ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ସୁରକ୍ଷା, ସ୍ୱାବଲମ୍ବନ, ଆତ୍ମବିଶ୍ୱାସ ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଆୟୋଜିତ ‘ଶକ୍ତିଶ୍ରୀ ସଶକ୍ତିକରଣ ଓ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରମାଣୀକରଣ ସମାରୋହ ଏକ ଗମ୍ଭୀର ଓ…
Read More...