Daily Archives

ଶିକ୍ଷା, ବିଜ୍ଞାନ, ଦକ୍ଷତା ଓ ନାଗରିକ ନିର୍ମାଣ ଉପରେ ଆଲୋକପାତ ସହ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୮ତମ…

"ସିୟୁଓକୁ ବିଶ୍ବସ୍ତରର ଶିକ୍ଷାନୁଷ୍ଠାନ ଭାବେ ଗଢିବା" - କୁଳପତି ଡ. ଶାସନୀ"ଅଧିକାଂଶ ବିଜ୍ଞାନୀ ଗ୍ରାମାଞ୍ଚଳରୁ ଆସିଛନ୍ତି; ସିୟୁଓ ଭାରତର ଶ୍ରେଷ୍ଠ ୧୦ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବା ଉଚିତ୍" - ପ୍ରଫେସର ଏଚ୍. ଏନ୍. ଘୋଷ କୋରାପୁଟ, (ପିଆଇବି) : ଓଡ଼ିଶା…
Read More...

ସୁବର୍ଣ୍ଣପୁରରେ ହେବ ଜିଲ୍ଲା ସଂଗ୍ରହାଳୟ : ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଐତିହ୍ୟ, କଳା, ସଂସ୍କୃତି ଓ ପରମ୍ପରାକୁ ସାଇତି ରଖିବା ପାଇଁ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଛି । ଏହି ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର…
Read More...

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବୀରମିତ୍ରପୁର ବିଧାୟକ

ରାଉରକେଲା, (କେପିଏନ୍‌ଏସ୍‌) : ଆଜି ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀଙ୍କୁ ବିଜେଡି ସଂଖ୍ୟାଲଘୁ ସେଲ୍‌ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଲେ…
Read More...

ହାତୀ ନେଲା ନିରୀହ ଲୋକର ଜୀବନ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : କିଛି ବର୍ଷ ହେବ ଜଙ୍ଗଲକୁ ଛାଡି ଗାଁ ମୁହାଁ ହେବାରେ ଲାଗିଛନ୍ତି ହାତୀପଲ । କେତେକ ଗାଁ ମାନଙ୍କୁ ଚାଷ ନଷ୍ଟ କରୁଥିବା ବେଳେ ଆଉ କେତେକ ଗାଁରେ ଘରଦ୍ୱାର ଭାଙ୍ଗି ଚୁରମାର କରିଦେଉଛି ତ ଆଉ କେତେକ ଗାଁରେ ଲୋକଙ୍କ ଜୀବନ ନେବାରେ ପଛାଉ ନାହିଁ । ଏଭଳି ଦୁଃଖଦ…
Read More...

ପିପିପି ହାଇସ୍କୁଲରେ ଗଙ୍ଗାଧର ଜୟନ୍ତୀ ପାଳିତ

ଗାଇସିଲେଟ, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ପିପିପି ହାଇସ୍କୁଲ ବରିହାପୁଖାପାଣିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ମା' ବାଗଦେବୀ ସରସ୍ୱତୀଙ୍କ ଠାରେ ପୂଜାର୍ଚ୍ଚନା ଓ ସ୍ୱଭାବ କବିଙ୍କ ପ୍ରତିମୂର୍ତ୍ତିରେ…
Read More...

ଆଦିବାସୀଙ୍କ ପରିବେଶ ଚିନ୍ତା – ବାରବର୍ଷ ହେଲା ଗଛକୁ ବନ୍ଧୁଛନ୍ତି ରାକ୍ଷୀ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ଭାଇ-ଭଉଣୀଙ୍କ ସ୍ନେହ ଓ ଭଲପାଇବାର ପର୍ବ ରାକ୍ଷୀ ପୂର୍ଣ୍ଣିମା। ହାତରେ ରାକ୍ଷୀ ବାନ୍ଧି ଭାଇର ଦୀର୍ଘାୟୁ ଓ ସୁରକ୍ଷା କାମନା କରିବା ହେଉଛି ଏହି ପର୍ବର ପରମ୍ପରା। ହେଲେ ରାୟଗଡ଼ା ଜିଲ୍ଲାର ଏକ ଆଦିବାସୀ ଗାଁରେ ଏହି ପବିତ୍ର ପର୍ବକୁ ମିଳିଛି ଏକ ନିଆରା…
Read More...

ଉତ୍ତମ୍ ଗୀତ୍ ସଙ୍ଗୀତର ପ୍ରଣବ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଂଗୀତ ସନ୍ଧ୍ୟା : ବିଭୋର ହେଲେ ଶ୍ରୋତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ପଶ୍ଚିମ ଓଡିଶାର ଅନ୍ୟତମ ଅଗ୍ରଣୀ ସଂଗୀତ ଅନୁଷ୍ଠାନ 'ଉତ୍ତମ୍ ଗୀତ୍ ସଙ୍ଗୀତ' ଆନୁକୂଲ୍ୟରେ ନିକଟ ଅତୀତରେ ଦେହତ୍ୟାଗ କରିଥିବା ଓଡିଆ ସଂଗୀତ ଜଗତର ପ୍ରବାଦ ପୁରୁଷ ସ୍ଵର୍ଗତ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ…
Read More...

ରାଉରକେଲାରେ ଜାତୀୟ କ୍ରୀଡା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ଜାତୀୟ କ୍ରୀଡା ଦିବସ ପାଳିତ, ୨୫ କ୍ରୀଡାବିତଙ୍କୁ ସମ୍ମାନିତ କଲା ଚନ୍ଦ୍ରଶେଖର କ୍ରୀଡା ସଂଗଠନ ରାଉରକେଲା । ରାଜ୍ୟର ଅଗ୍ରଣୀ କ୍ରୀଡା ସଂଗଠନ ଚନ୍ଦ୍ରଶେଖର କ୍ରୀଡା ସଂଗଠନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ବେଶ ଉତ୍ସାହ ସହ ପାଳିତ ହୋଇଯାଇଛି ।…
Read More...

ରାଉରକେଲା ସ୍ୱତନ୍ତ୍ର କାରାଗୃହରେ ରାକ୍ଷୀବନ୍ଧନ – ସ୍ନେହ ଓ ମାନବିକତାର ଅନନ୍ୟ ନିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରକ୍ଷାବନ୍ଧନ କେବଳ ଭାଇ-ଭଉଣୀର ପର୍ବ ନୁହେଁ, ଏହା ସ୍ନେହ, ବିଶ୍ୱାସ, କର୍ତ୍ତବ୍ୟ ଓ ମାନବିକତାର ପବିତ୍ର ବନ୍ଧନ । ଏହି ଭାବନାକୁ ନେଇ ରାଉରକେଲା ସ୍ୱତନ୍ତ୍ର କାରାଗୃହରେ ଏକ ନିଆରା ରକ୍ଷାବନ୍ଧନ ଓ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟ…
Read More...

ବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ସଂସ୍କୃତ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ସଂସ୍କୃତ ଭାଷାର ଗୌରବମୟ ପରମ୍ପରା, ଐତିହ୍ୟ ଓ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ…
Read More...