ଭୀମଭୋଇ ସାହିତ୍ୟ ସମ୍ମାନ ପାଇଲେ କବି ବୃନ୍ଦାବନ କୁମ୍ଭାର
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସାରସ୍ଵତ ସମାରୋହ ଅବସରରେ ସପ୍ତର୍ଷି ଭୀମଭୋଇ ସାହିତ୍ୟ ସମ୍ମାନ କବି ବୃନ୍ଦାବନ କୁମ୍ଭାର ଲାଭ କରିଛନ୍ତି । ମହିମା ସାହିତ୍ୟ ଓ ଦର୍ଶନର ପ୍ରଚାର ପ୍ରସାର କ୍ଷେତ୍ରକୁ ଆହୁରି ପାଦେ ଆଗେଇ ନେବାରେ କବି!-->…
Read More...
Read More...