Daily Archives

ବରଗଡ଼ ସହରରେ ଦିନକୁ ଦିନ ବଢ଼ୁଥିବା ଅଳିଆ-ଆବର୍ଜନା ସମସ୍ୟାକୁ ନେଇ ଏବେ ତେଜିଛି ଅସନ୍ତୋଷ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ସହରରେ ଦିନକୁ ଦିନ ବଢ଼ୁଥିବା ଅଳିଆ-ଆବର୍ଜନା ସମସ୍ୟାକୁ ନେଇ ଏବେ ତେଜିଛି ଅସନ୍ତୋଷ । ସହରର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ଆବର୍ଜନା ପଡ଼ି ରହିଥିବା ବେଳେ, ଅନେକ ଦୋକାନ ଓ ଆବଶ୍ୟକ ସ୍ଥାନରେ ଡଷ୍ଟବିନ୍ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ଏହି…
Read More...

ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ସାର୍ବଜନୀନ ଉଦ୍ୟୋଗ ବିଭାଗ (ପବ୍ଲିକ ଏଣ୍ଟରପ୍ରାଇସ ଡିପାର୍ଟମେଣ୍ଟ)ର କମିଶନର-ତଥା-ଶାସନ ସଚିବ ମହମ୍ମଦ ସାଦ୍ଧିକ୍ ଆଲମ୍ ଦୁଇ ଦିନିଆ…
Read More...

ଦାଦନର ଦୁଃଖଦ ଅନ୍ତ : ବିକାଶର ଡିଣ୍ଡିମ ମଧ୍ୟରେ ମୃତ୍ୟୁକୁ ଆଲିଙ୍ଗନ କଲେ ଥବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରୋଜଗାର ଅଭାବରୁ ଘର ଛାଡ଼ି ଦୂର ରାଜ୍ୟକୁ ଯାଇ ଦାଦନ ଖଟିବା ଏବେ ବି ଖପ୍ରାଖୋଲ ଅଞ୍ଚଳର ଗରିବ ପରିବାରଙ୍କ ପାଇଁ ଏକ କଠୋର ବାସ୍ତବତା । ସରକାରୀ ମଞ୍ଚରେ ବିକାଶର ଡିଣ୍ଡିମ ପିଟାଯାଉଛି, ଯୋଜନା ପରେ ଯୋଜନା ଘୋଷଣା ହେଉଛି, କିନ୍ତୁ ଗାଁର ଗରିବ ଯୁବକଙ୍କ ପାଇଁ…
Read More...

ଦେଓଗାଁରେ ନର ବଳି : ପୂଜା ଘର ଭିତରୁ କଟା ମୁଣ୍ଡ, ବିଲରେ ମୃତଦେହ ଉଦ୍ଧାର

ଗୁଣିଗାରେଡ଼ି ପାଇଁ ହତ୍ୟା ସନ୍ଦେହମୃତଦେହକୁ ଚିହ୍ନଟ କଲେ ପରିବାର ଲୋକେଅଭିଯୁକ୍ତର ଘରୁ ବାହାରିଲା କଟାମୁଣ୍ଡବଳି ଦେଇଥିବା ବଢ଼ିଲା ଚର୍ଚ୍ଚା ଦେଓଗାଁ, (ମନୀଷ କୁମାର ସାହୁ) : ମୁଣ୍ଡ ନାହିଁ ଗଣ୍ଡି ଅଛି, ପାଣିରେ ଭାସୁଥିଲା ମୁଣ୍ଡ ବିହୀନ ମୃତଦେହ । ହତ୍ୟା କରି ଗଣ୍ଡି ଫିଙ୍ଗି ଦେଇଥିବା…
Read More...

ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ ୨୦୨୬ ପାଳନ

କେସିଙ୍ଗା, (ପ୍ରୀତେଶ ପଟେଲ) : ସମାଜରୁ ଅନ୍ଧ ବିଶ୍ୱାସର ମୂଳୋତ୍ପାଟନ କରିବା ଏବଂ ସମସ୍ତଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରାର ପ୍ରସାର କରିବା ମୂଳ ଲକ୍ଷ୍ୟ ଆଧାରରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ- ୨୦୨୬ ପାଳିତ ହୋଇଯାଇଛି । ଏହି…
Read More...

ଶକ୍ତିଶ୍ରୀ ସଶକ୍ତିକରଣ କକ୍ଷ ପକ୍ଷରୁ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍‌ଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡି.ଏ.ଭି. ସ୍ୱୟଂଶାସିତ ମହାବିଦ୍ୟାଳୟ, ଟିଟିଲାଗଡ଼ର ଶକ୍ତିଶ୍ରୀ ସଶକ୍ତିକରଣ କକ୍ଷ ପକ୍ଷରୁ ଛାତ୍ରୀମାନଙ୍କ ଆତ୍ମବିଶ୍ୱାସ, ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ବୃଦ୍ଧି ଉଦ୍ଦେଶ୍ୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ମଙ୍ଗଳବାର…
Read More...

ଋଷିକୂଲ୍ୟା ନଦୀରୁ ଦୁଇ ମୃତ ଦେହ ଉଦ୍ଧାର

ମିଳିଲା ଯୁବକ ଯୁବତୀଙ୍କ ପରିଚୟ, ହତ୍ୟା ଅଭିଯୋଗ ଆଣିଲେ ପୁଅଘର ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚଯାତ ଗଙ୍ଗାଦେବୀ ମନ୍ଦିର ନିକଟସ୍ଥ ଋଷିକୂଲ୍ୟା ନଦୀରୁ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କରିଥିଲା ଗଞ୍ଜାମ ଥାନା ପୋଲିସ । ଗୁରୁବାର ସେମାନଙ୍କ…
Read More...

ଛତ୍ରପୁରରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠସ୍ଥ ମା' ରାମଚଣ୍ଡୀ ମନ୍ଦିର ପରିସରରେ ଛତ୍ରପୁର ଫଟୋଗ୍ରାଫର ଆସୋସିଏସନ୍ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏକ ନିଆରା ଭାଇଚାରାର ସହ ପାଳନ କରାଯାଇଛି । ଏହି ଅବସରରେ ସଂଘର ସଭାପତି କୃଷ୍ଣଚନ୍ଦ୍ର…
Read More...

ନୂଆ-କମଳାପୁର ଗ୍ରାମବାସୀଙ୍କୁ ଜମିପଟ୍ଟା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

​ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର ବିଧାନସଭା କ୍ଷେତ୍ରର ରଙ୍ଗେଇଲୁଣ୍ଡା ବ୍ଲକ, କମଳାପୁର ପଞ୍ଚାୟତ ଅଧୀନସ୍ଥ ନୂଆ କମଳାପୁର ଗ୍ରାମବାସୀଙ୍କ ଦୀର୍ଘ ଦିନର ଜମିପଟ୍ଟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟର…
Read More...