Daily Archives

ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡ଼ିଶା ବନ ବିଭାଗ ତଥା ଓଡ଼ିଶା ପରିବେଶ ସମିତି ଓ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବୁଡ଼ାଗୁଡା ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
Read More...

ଦେଶୀ ମଦ ବୋଝେଇ ସ୍କୁଟିକୁ ଅଟକ ରଖି ପୁଲିସ ଜିମା ଦେଲେ ଗ୍ରାମବାସୀ

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଖଳିସାହି ପଞ୍ଚାୟତ କୋଟପୋଖରୀ ଗ୍ରାମରେ ଦୀର୍ଘ ଦିନ ଚୋରାରେ ଦେଶୀ ମଦ ବେପାର ଚଳାଇ ଆସୁଥିବା ଅଖିଳ ସ୍ୱାଇଁଙ୍କ ଦେଶୀ ମଦ ବୋଝେଇ ହୋଇଥିବା ଏକ ସ୍କୁଟି ଗାଡିକୁ ସ୍ଥାନୀୟ ବାସିନ୍ଦା ଅଟକ ରଖି ଖଣ୍ଡପଡ଼ା ପୁଲିସକୁ
Read More...

ଆଡ଼ପ ଘରେ ଶ୍ରୀ ଜଗନ୍ନାଥଙ୍କ କଚ୍ଛପ ଅବତାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜାଘରର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପକ୍ଷରୁ ପରିଚାଳିତ ଛତ୍ରପୁର ସହରର ମଝିବଜାର ଉପରେ ଅବସ୍ଥିତ ଗୁଣ୍ଡିଚା ମନ୍ଦିରରେ ଶନିବାର ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥଙ୍କ କଚ୍ଛପ ଅବତାର ବେଶ ଦେଖି ଅଗଣିତ ଭକ୍ତଜନ ଆତ୍ମ ବିଭୋର ହୋଇଉଠିଛନ୍ତି । ଏପରିକି
Read More...

ପୂର୍ବତନ ଖେଳ ଶିକ୍ଷକ ଦୁଃଶାସନ ବୁଡ଼େକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡା ସମ୍ବର ହାଇସ୍କୁଲର ପୂର୍ବତନ ଖେଳ ଶିକ୍ଷକ ଦୁଃଶାସନ ବୁଡ଼େକଙ୍କ ଆଜି ସକାଳ ୪ ଘଣ୍ଟା ସମୟରେ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଅବିଭକ୍ତ ସମ୍ବଲପୁର ଜିଲ୍ଲାଠୁ ସମସ୍ତ ଅଞ୍ଚଳ ବୁଡେକ ଆଜ୍ଞା ଭାବରେ ସମସ୍ତେ ଜାଣନ୍ତି । ସେ ଜଣେ
Read More...

ବଲାଙ୍ଗିର ଲାୟନ୍ସ କ୍ଲବର ୩୬ତମ ସ୍ଥାପନା ଦିବସ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ଏକ ସାମାଜିକ ପ୍ରାଣୀ । ସମାଜ ଓ ମଣିଷ ପରସ୍ପରର ପରିପୂରକ । ସମାଜସେବାହିଁ ସବୁ ମନୀଷୀ ଓ ମହାପୁରୁଷଙ୍କ ପରମଦେୟ ହୋଇ ଆସିଛି । ଆଧୁନିକ ଯୁଗରେ ଲାୟନ୍ସ କ୍ଲବ ଏଇ ଦିଗରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବଲାଙ୍ଗିର ସହରର ଲାୟନ୍ସ କ୍ଲବ ମଧ୍ୟ
Read More...

ଲୋଇସିଂହାରେ ଓବିସି ମଞ୍ଚର ବୈଠକ : ମଣ୍ଡଳ କମିଶନ କାର୍ଯ୍ୟାନ୍ୱୟନ ଦାବି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଲୋଇସିଂହା ସ୍ଥିତ ନାଇସ କମ୍ପ୍ୟୁଟର ଏଜୁକେଶନ ସେଣ୍ଟର ଠାରେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ରଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲୋଇସିଂହା, ଆଗଲପୁର ଓ
Read More...

ସାପକୁ ଅସ୍ତ୍ର କରି ସ୍ୱାମୀଙ୍କୁ ହତ୍ୟା : ପ୍ରେମ ଓ ବୀମା ଟଙ୍କା ପାଇଁ ପତ୍ନୀର ନୃଶଂସ ଷଡ଼ଯନ୍ତ୍ର

ଉତ୍ତରପ୍ରଦେଶ, (କେପିଏନ୍‌ଏସ୍‌) : ଉତ୍ତରପ୍ରଦେଶର ମିରଟ ଜିଲ୍ଲାରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଜଣେ ପତ୍ନୀ ଏବଂ ତାଙ୍କ ପ୍ରେମିକ ମିଶି ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର । ଅଭିଯୋଗ ଅନୁସାରେ, ପ୍ରଥମେ ସ୍ୱାମୀଙ୍କ କ୍ଷୀରରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ
Read More...

ଖୁଣ୍ଟପାଲିରେ ବିସ୍ଥାପନ ଆରମ୍ଭ : ବଢ଼ିଲା ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିରର ଲୋୟର ସୁକତେଲ ଡ୍ୟାମରେ ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ପ୍ରଶାସନ ବୁଡ଼ି ଅଞ୍ଚଳରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିଛି । ତେବେ କ୍ଷତିପୂରଣ ଓ ପୁନର୍ବାସକୁ ନେଇ
Read More...

କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଚୋରି ଘଟଣା ସିସିଟିଭିରେ କଏଦ : ନାବାଳକ ସନ୍ଦିଗ୍ଧକୁ କାବୁ କଲେ ଯୁବକ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ରେଳ ଷ୍ଟେସନର ଟିକେଟ କାଉଣ୍ଟର ନିକଟରେ ଘଟିଥିବା ଏକ କଥିତ ଚୋରି ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଷ୍ଟେସନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ସ୍ଥାନୀୟ ସୂଚନା ଅନୁଯାୟୀ, ଶନିବାର ଜଣେ
Read More...

ୟୋନେକ୍ସ ସନରାଇଜ୍‌ ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍‌ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଜିଲ୍ଲା ବ୍ୟାଡ଼ମିଣ୍ଟସନ୍‌ ସଂଘ ଦ୍ୱାରା ସ୍ଥାନୀୟ ପିଆର୍‌ ହାଇସ୍କୁଲ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ୟୋନେକ୍ସ ସନରାଇଜ୍‌ ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍‌ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା କ୍ରୀଡ଼ା ନିରୀକ୍ଷକ
Read More...