ୟୋନେକ୍ସ ସନରାଇଜ୍‌ ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍‌ ଉଦ୍‌ଘାଟିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଜିଲ୍ଲା ବ୍ୟାଡ଼ମିଣ୍ଟସନ୍‌ ସଂଘ ଦ୍ୱାରା ସ୍ଥାନୀୟ ପିଆର୍‌ ହାଇସ୍କୁଲ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ୟୋନେକ୍ସ ସନରାଇଜ୍‌ ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍‌ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା କ୍ରୀଡ଼ା ନିରୀକ୍ଷକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିବାର ସୂଚନା ରହିଛି । ଏହି ଚାମ୍ପିୟନ୍‌ସିପ୍‌ରେ ୨୫୦ରୁ ଅଧିକ ପ୍ରତ୍ୟେକ ବର୍ଷର ଉଭୟ ବାଳକ ବାଳିକା ତଥା ମହିଳା ପୁରୁଷ ଭାଗ ନେଇଛନ୍ତି ବୋଲି ଜିଲ୍ଲା ବେଡ଼ମିଣ୍ଟନ ସଂଘର ସୁରୁଲାଲ ମଟାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.