Daily Archives

ପାଣି ମିଟର ପୁଣି ଚୋରି ନେଇ ଉଦବେଗ : ନୀରବଦ୍ରଷ୍ଟା ସାଜିଛି ଖଣ୍ଡପଡ଼ା ପୁଲିସ

ନୟାଗଡ଼, (କେପିଏନ୍‌ଏସ୍‌) : ଗତ କିଛିଦିନ ତଳେ ନୟାଗଡ଼ ଜିଲ୍ଳା ଖଣ୍ଡପଡା ସହରର ବିଭିନ୍ନ ସ୍ଥାନରୁ ଲୁଟେରାମାନେ ବାସଗୃହକୁ ସଂଯୋଗ ହୋଇଥିବା ପାଣି ପାଇପ ଲାଇନରୁ ୩୯ଟି ମିଟର ଚୋରି କରି ନେଇଥିଲେ । ଏ ସଂର୍ପକରେ ଖଣ୍ଡପଡ଼ା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ତ୍ରିଲୋଚନ
Read More...

ଅପହରଣ ପରେ ନିର୍ମମ ହତ୍ୟା : ବଡ଼ରମା ଘାଟିରୁ ମୃତଦେହ ଉଦ୍ଧାର

ମୁଖ୍ୟ ଅଭିଯୁକ୍ତ ଗିରଫ କୁଚିଣ୍ଡା, (କେପିଏନ୍‌ଏସ୍‌) : କୁଚିଣ୍ଡା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗତ ୧୬ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ବିୟୁଟି ପାର୍ଲର କର୍ମଚାରୀ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ପ୍ରାୟ ୩ ଦିନ ପରେ ପୁଲିସ ବଡ଼ରମା
Read More...

ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ସ୍ତରୀୟ ଜଳଜମତ୍ସ୍ୟ ଉଦ୍ୟୋଗୀ ସମ୍ମିଳନୀ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଏକମାତ୍ର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଯାହା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପକଣ୍ଠସ୍ଥ ରଙ୍ଗେଇଲୁଣ୍ଡା ଠାରେ ଅବସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଠାରେ ଚଳିତ ବର୍ଷର ଆୟୋଜିତ ଦୁଇଦିନିଆ ଜାତୀୟସ୍ତରୀୟ ଜଳଜ ମତ୍ସ୍ୟ ଉଦ୍ୟୋଗୀ
Read More...

ରଥଯାତ୍ରା ସ୍ଥଳରୁ ୧୫ ବର୍ଷୀୟ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ

ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କଲେ ପୀଡ଼ିତାଙ୍କ ବାପାମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୁଲିସ ଦେଓଗାଁ, (ମନୀଷ କୁମାର ସାହୁ) : ନାବାଳିକା ଝିଅଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ୧୫ ବର୍ଷୀୟ ନାବାଳିକାକୁ ରଥଯାତ୍ରା ସ୍ଥଳରୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି
Read More...

ରାମନଗର-ଡେରାଡୁନ ଏକ୍ସପ୍ରେସର ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ରାମନଗର-ଡେରାଡୁନ ମଧ୍ୟରେ ସିଧାସଳଖ ଏକ୍ସପ୍ରେସ୍ ସେବା ଆରମ୍ଭ; କୁମାଉଁ-ଗଡ଼ୱାଲ ଯାତାୟାତ ହେବ ସହଜହରିଦ୍ୱାର ଓ ଡେରାଦୁନ ଷ୍ଟେସନର ଆଧୁନିକୀକରଣ; ଭିଡ଼ ନ ବଢ଼ାଇ ଉନ୍ନତ ଯାତ୍ରୀ ସୁବିଧା ଉପରେ ଗୁରୁତ୍ୱ: ଶ୍ରୀ ବୈଷ୍ଣବଉତ୍ତରାଖଣ୍ଡରେ ରେଳ କ୍ଷମତା ବୃଦ୍ଧି ପାଇଁ ଋଷିକେଶ ରେଳ ଷ୍ଟେସନକୁ ଫିଡର
Read More...

ସଂଶୋଧିତ ଉଡାନ୍: ଆହୁରି ସୁଦୃଢ ହେବ ଦେଶର ଆଞ୍ଚଳିକ ବିମାନ ସେବା ନେଟଓ୍ବର୍କ

ନୂଆଦିଲ୍ଲୀ, (ପିଆଇବି) : ଆଞ୍ଚଳିକ ବିମାନ ସେବା ସଂଯୋଗର ସମ୍ପ୍ରସାରଣ ପାଇଁ ଆରମ୍ଭ କରାଯାଇଥିବା 'ଉଡ଼ାନ୍' ଯୋଜନା ସାରା ଦେଶରେ ବିମାନ ଯାତ୍ରା ସୁଯୋଗକୁ ଅଧିକ ସୁଦୃଢ କରିଛି। ବିଗତ ନଅ ବର୍ଷ ମଧ୍ୟରେ, ଏହି ଯୋଜନା ୯୫ଟି ବିମାନବନ୍ଦର, ହେଲିପୋର୍ଟ ଏବଂ ୱାଟର ଏରୋଡ୍ରୋମକୁ ଯୋଡ଼ୁଥିବା ୬୭୯ଟି
Read More...

ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ

ପୁରୀ, (ପିଆଇବି) : ସରକାରୀ ଉଦ୍ୟୋଗ- ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଆଇଆରଇଡିଏ) ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଯୋଗ ଦେଇଥିବା ଭକ୍ତମାନଙ୍କ ପାଇଁ ଏକ ସେବା କେନ୍ଦ୍ର ସ୍ଥାପନ କରିଛି । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ବଡ଼ ଦାଣ୍ଡରେ ଏହି କେନ୍ଦ୍ରକୁ ଅଧ୍ୟକ୍ଷ ଏବଂ
Read More...