ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କଲମପୁର ଗସ୍ତ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମୁଖିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ଗୋବର୍ଦ୍ଧନ ନାଏକ ଆଜି କଲମପୁର ଅଞ୍ଚଳ ଗସ୍ତ କରି ବିଭିନ୍ନ କେନାଲର ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ସ୍ଥାନୀୟ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଇଂ. ଶ୍ରୀ ନାଏକ ଗତ ସୋମବାର!-->…
Read More...
Read More...