Yearly Archives

2025

ରାଜ୍ୟସ୍ତରୀୟ ଶକ୍ତି ସଂରକ୍ଷଣ ମଡେଲ ପ୍ରତିଯୋଗିତାରେ ବଲାଙ୍ଗିରର ପ୍ରତିନିଧିତ୍ୱ

ଭୁବନେଶ୍ଵର : ଡିସେମ୍ବର ୧୪ ତାରିଖ, ୨୦୨୫ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ, ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍‌) ତଥା ପ୍ରମୁଖ ବିଦ୍ୟୁତ୍ ନିରୀକ୍ଷକ ଏବଂ ଏସ୍.ଡି.ଏ. ଆନୁକୂଲ୍ୟରେ, ସି.ଇ.ଏସ୍., ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ
Read More...

ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସାଇବର ଠକେଇ ସଚେତନତା ଶିବିର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ ମିଶନ୍ ଶକ୍ତି ଭବନ ସୋନପୁର ଠାରେ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସାଇବର ଠକେଇରୁ ସୁରକ୍ଷା ନିମନ୍ତେ ବ୍ଲକ ସ୍ତରୀୟ ସଚେତନତା ବା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ
Read More...

ଖଡିଆଳ ବ୍ଲକ ରିଷି ଗାଁରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ : ନୂତନ ବର୍ତ୍ତନ ବ୍ୟାଙ୍କ ଉଦଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ଖଡିଆଳ ବ୍ଲକରେ ଅଭିଯୋଗ ଶୁଣାଣି ଶିବିର ପରେ ଅପରାହ୍ନରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ରିଷିଗାଁ ଗ୍ରାମ ପଞ୍ଚାୟତର ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା
Read More...

ଲାଲ କରିଡରରୁ ନକ୍ସଲମୁକ୍ତ ଭାରତ ପର୍ଯ୍ୟନ୍ତ: ନିର୍ଣ୍ଣାୟକ ଲାଭର ଦଶନ୍ଧି (2014-2025)

• ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା 126 (2014)ରୁ ମାତ୍ର 11 (2025)କୁ ହ୍ରାସ ପାଇଛି, ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକ 36 ରୁ ମାତ୍ର 3କୁ ହ୍ରାସ ପାଇଛି; ଲାଲ କରିଡରର ଧ୍ୱଂସ ପାଖେଇ ଆସିବାର ପ୍ରମାଣ ଦେଉଛି • 12,000 କିଲୋମିଟରରୁ ଅଧିକ ରାସ୍ତା, 586 ସୁରକ୍ଷିତ ପୁଲିସ
Read More...

ଭିବି- ଜି ରାମ୍ ଜି ଆଇନ 2025 ଉପରେ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

ବିକଶିତ ଭାରତ - ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଗ୍ରାମୀଣ) : ଭିବି - ଜି ରାମ ଜି (ବିକଶିତ ଭାରତ - ଜି ରାମ ଜି ଆଇନ, 2025) କ’ଣ ?ବିକଶିତ ଭାରତ - ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଗ୍ରାମୀଣ): ଭିବି - ଜି ରାମ ଜି (ବିକଶିତ ଭାରତ - ଜି ରାମ ଜି ଆଇନ, 2025)
Read More...

ରାମଚଣ୍ଡୀ ପୀଠରେ ବରେଣ୍ୟ ଅତିଥିଙ୍କୁ ଭବ୍ୟ-ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରବିବାର ସନ୍ଧ୍ୟାରେ ଛତ୍ରପୁର ନିକଟସ୍ଥ ପର୍ଯ୍ୟଟନସ୍ଥଳ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା'ରାମଚଣ୍ଡୀପୀଠରେ ଆୟୋଜିତ ଡିଜିଟାଲ ମିଡ଼ିଆ ପ୍ରତିନିଧି, ସୃଷ୍ଟିକାରକଗଣଙ୍କ ସମାବେଶରେ ଯୋଗଦେଇଥିବା ବରେଣ୍ୟ ଅତିଥିଙ୍କୁ
Read More...

ଏପ୍ରିଲ ୨୦୨୫ ପରଠାରୁ ବେକାରୀ ହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି : ସାମଗ୍ରିକ ଭାବେ ବୃଦ୍ଧି ପାଇବାରେ ଲାଗିଛି…

● ନଭେମ୍ବର ୨୦୨୫ରେ ୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ସାମଗ୍ରିକ ଶ୍ରମଶକ୍ତି ଅଂଶଗ୍ରହଣ ହାର (ଏଲଏଫପିଆର) ସାତ ମାସର ସର୍ବୋଚ୍ଚ ୫୫.୮ ପ୍ରତିଶତରେ ପହଞ୍ଚିଛି ।● ଗ୍ରାମୀଣ ମହିଳା ଏଲଏଫପିଆର ବୃଦ୍ଧି ପାଇବାରେ ଲାଗିଛି, ଜୁନ୍ ୨୦୨୫ରେ ୩୫.୨ ପ୍ରତିଶତରୁ ନଭେମ୍ବର ୨୦୨୫ରେ ୩୯.୭
Read More...

ହିଞ୍ଜିଳିକାଟୁରେ ବିବିଧ ସମସ୍ୟା, ବାଲି ଦୁର୍ନୀତି ଅଭିଯୋଗ

ପ୍ରତିକାର ଓ ସମାଧାନ ନ ହେଲେ ୫ରୁ ଧାରଣା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିବିଧ ସମସ୍ୟା ଲାଗି ରହିଛି । ମୁଖ୍ୟତଃ ଋଷିକୁଲ୍ୟା ନଦୀରୁ ବାଲିର ବ୍ୟାପକ ଚୋରା ଚାଲାଣ ହେଉଥିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି
Read More...

ମୁରିବାହାଲ ବିରାଟ ଧନୁଯାତ୍ରା ମହୋତ୍ସବ ୧୭ ତାରିଖ ବୁଧବାରରୁ

ଆୟୋଜକଙ୍କ ସାମ୍ବାଦିକ ସମ୍ମିଳନୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଆସନ୍ତା ୧୭ ତାରିଖ ବୁଧବାରଠାରୁ ସ୍ଥାନୀୟ ଧନୁଯାତ୍ରା ପଡିଆରେ ବ୍ଲକସ୍ତରୀୟ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ସୋମବାର ଏ ସମ୍ପର୍କରେ ଏକ ସାମ୍ବାଦିକ
Read More...

ସମୀର ପଟ୍ଟନାୟକଙ୍କ ଦେହାନ୍ତ : ଗାନ୍ଧୀ ପାଠାଗାର ଠାରେ ଶୋକ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ପାଠାଗାରର ସକ୍ରିୟ ସଦସ୍ୟ ସମୀର ପଟ୍ଟନାୟକ (ମଣ୍ଟୁ)ଙ୍କ ୫୦ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ବିଗତ କିଛି ସମୟ ହେବ ସେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଛତିଶଗଡ ରାୟପୁରରେ ଚିକିତ୍ସିତ ହେଉଥିଲେ । ଶନିବାର ଭୋର ୨ଟା ସମୟରେ ତାଙ୍କର ପ୍ରାଣବାୟୁ
Read More...