ଭାଗବତ ସନ୍ଧ୍ୟା ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ବରଟୋଲି ଗ୍ରାମ ସ୍ଥିତ ଭାଗବତ ଅଗଣାରେ ଭାଗବତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଂଘ ଇସ୍ପାତ ନଗରୀ ଶାଖାର ପୂଜ୍ୟ ବରିଷ୍ଠ ସ୍ଵାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜ ଯୋଗଦେଇ ଭାଗବତ ଚର୍ଚ୍ଚା କରିଥିଲେ । ତାଙ୍କର ସାରଗର୍ଭକ!-->…
Read More...
Read More...