Yearly Archives

2025

ଆରାବଳୀରେ କୌଣସି କୋହଳ ଦିଆଯାଇନି – ଭୂପିନ୍ଦର ସିଂହ

ପ୍ରମୁଖ ବିନ୍ଦୁ ଆରାବଳୀ ପର୍ବତମାଳାର ଭୂଗର୍ଭ ବିସ୍ତୃତିରୁ ୧୦୦ ମିଟର ଶିଖର ଯାଏ ସଂରକ୍ଷିତମାତ୍ର ୨% ଅଞ୍ଚଳ ଖଣିଜ ଉତ୍ତୋଳନ ପାଇଁ ଯୋଗ୍ୟକେନ୍ଦ୍ର ସରକାର ଆରାବଳୀର ସୁରକ୍ଷା ଲାଗି ପ୍ରତିବଦ୍ଧମୋଦୀଙ୍କ ସମୟରେ ବୃକ୍ଷରୋପଣ କରାଯାଇ ସବୁଜ ଆନ୍ଦୋଳନ ଚାଲିଛି।୨୦୦୬ ମସିହାରୁ ରାଜସ୍ଥାନରେ
Read More...

ଭିବି— ଜୀ ରାମ ଜୀ ବିଲ୍, ୨୦୨୫କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି

ଏହି ଆଇନ ବୈଧାନିକ ନିଯୁକ୍ତି ଗ୍ୟାରେଣ୍ଟିକୁ ୧୨୫ ଦିନକୁ ବୃଦ୍ଧି କରିଛିଭବିଷ୍ୟତର ନେତୃତ୍ୱ ନେବ ପଞ୍ଚାୟତ - ଯୋଜନା ପ୍ରସ୍ତୁତ କରିବାର କ୍ଷମତା ଗ୍ରାମସଭା ଏବଂ ପଞ୍ଚାୟତ ନିକଟରେ ରହିବବିକଶିତ ଭାରତ -ଜୀ ରାମ ଜୀ ବିକଶିତ ଭାରତ @୨୦୪୭ ଲକ୍ଷ୍ୟ ଅନୁରୂପ ନୂଆଦିଲ୍ଲୀ, (ପିଆଇବି) :
Read More...

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାଏକ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିବା ସହିତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଉପ-ବାଚସ୍ପତି, ଓଡ଼ିଶା ବିଧାନ ସଭା, ଭବାନୀ ଶଙ୍କର ଭୋଇ,
Read More...

ସାଇବର କ୍ରାଇମ ମାମଲାରେ ଛତ୍ରପୁରରେ ୪ଜଣ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଇବର କ୍ରାଇମ ମାମଲାରେ ଗଞ୍ଜାମ ପୋଲିସ ଜିଲ୍ଲାକୁ ମିଳିଛି ଏକ ବଡ଼ ସଫଳତା, ଗତ କିଛିଦିନ ହେଲା ଏ ସମ୍ପର୍କରେ ମିଳିଥିବା ସୁରାକରୁ ଖୋଳତାଡ଼ କରି ଛତ୍ରପୁର ଥାନା ପୋଲିସ ପକ୍ଷରୁ ରବିବାର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନେ
Read More...

ରୟାଲ ଏକାଡେମୀର ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଲେଜ ଛକ ସ୍ଥିତ ରୟାଲ ଏକାଡେମୀର ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରୟାଲ ଏକାଡେମୀର ଟ୍ରଷ୍ଟି ପରିଚାଳନା ଅଧ୍ୟକ୍ଷା ନିରୁପମା ପଣ୍ଡା ବାର୍ଷିକ ଉତ୍ସବରେ ଅଧ୍ୟକ୍ଷତା କରିବା ସହ ମୁଖ୍ୟ
Read More...

୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଅର୍ଜୁନ ପୁରସ୍କାର ପ୍ରାପ୍ତ କ୍ରୀଡାବିତ୍‌ ମୀନତି ମହାପାତ୍ରଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନଭାଗନେଲେ ୧୧୫୭ଜଣ ପ୍ରତିଯୋଗୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ
Read More...

ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

ଏଫ୍‌ସିଆଇ ମାଧ୍ୟମରେ ଚାଷୀଙ୍କ ସମସ୍ତ ଧାନ କିଣୁ ସରକାର - ନରସିଂହବିଜେଡି ପରି ବିଜେପି ସରକାର ମଧ୍ୟ ଚାଷୀଙ୍କୁ ଶୋଷଣ କରୁଛି - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ କେବଳ ବଲାଙ୍ଗିରରେ ନୁହେଁ ସାରା ପଶ୍ଚିମ ଓଡିଶାରେ ଧାନ ବିକ୍ରି ଅବ୍ୟବସ୍ଥାକୁ ନେଇ ଚାଷୀ ଆନ୍ଦୋଳନ
Read More...

ମା’ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟଦେବୀ ମା' ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ପିପିର୍ଡା ଗ୍ରାମ ଓ ଲୁକାପଡା ଗ୍ରାମରେ ବହୁ ସମାଜ ପ୍ରେମୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପିପିର୍ଡା ଗ୍ରାମର ରଞ୍ଜନ ସେଠ୍‌
Read More...

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଷଷ୍ଠ ମାସିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ ଅନ୍ତର୍ଗତ ଭାଲେର୍ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଷଷ୍ଠ ମାସିକ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁରୁଲ୍ ଠାରେ ଅନୁଷ୍ଠିତ ହୋଯାଇଛି । ଏହି ବୈଠକକୁ ଉକ୍ତ ସାଧନ କେନ୍ଦ୍ରର ସଂଯୋଜକ ପ୍ରଭାକର ମହାପାତ୍ର
Read More...

କୁଲତା ସମାଜ ତରଫରୁ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ହର୍ଡାଟାଲ କେନ୍ଦ୍ର ରାମଚଣ୍ଡି ପୀଠ ସଭାଗୃହ ଠାରେ ମା' ରଣେଶ୍ୱରୀ ରାମ ଚଣ୍ଡିଙ୍କୁ ପୂଜା ଅର୍ଚ୍ଚନା ପରେ ବଲାଙ୍ଗିର କୁଲତା ସମାଜ ହର୍ଡାଟାଲ କେନ୍ଦ୍ର ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ପ୍ରଫେସର ଦେବେନ୍ଦ୍ର ବିଶ୍ୱାଲ ନୃତତ୍ୱ ବିଭାଗ ଉତ୍କଳ
Read More...