Yearly Archives

2024

ବଲାଙ୍ଗିର ଜିଲ୍ଲା ସଂକିର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ସମସ୍ତ ୧୪ଟି ବ୍ଲକ ସଂକିର୍ତ୍ତନ୍ୟ କଳାକାରମାନଙ୍କୁ ନେଇ ସୁଦପଡା କଲ୍ୟାଣ ମଣ୍ଡପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତି ଚିନ୍ତାମଣି ମହାକୁରଙ୍କ ଅଧ୍ୟକ୍ଷତାରେ ସଂଘର ସମସ୍ତ କଳାକାରଙ୍କ ସର୍ବସମ୍ମତି…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ବଢିଲା ସର୍ବନିମ୍ନ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି

ଚାରୋଟି କେଟେଗୋରୀରେ ବୃଦ୍ଧି ୪୫୦, ୫୦୦, ୫୫୦, ୬୦୦ ଭୁବନେଶ୍ୱର : ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ…
Read More...

କୁକୁର ପାଇଁ ଦୁର୍ଘଟଣା, ଜଣେ ଗୁରୁତର

ବଲାଙ୍ଗିର : କୁକୁର ପାଇଁ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ହୋଇଥିବା ଖବର ମିଳିଛି । ଗୁରୁତର ଜଣକ ସ୍ଥାନୀୟ ହାତୀଶାଲପଡାର ସୁନୀଲ କୁମାର ବୋଲି ଜଣା ପଡିଛି । ଆଜି ଭୋର୍‌ ସକାଳୁ ସୁନୀଲ ନିଜ ଘରୁ ବାଇକ୍‌ ନେଇ କୌଣସି ଏକ କାମରେ ସହରକୁ ଯିବା ସମୟରେ ବାଟରେ ହଠାତ୍‌ ଏକ ବୁଲା କୁକୁର ତାଙ୍କ…
Read More...

ବିଜେଡି ବିଜେପି ମେଣ୍ଟ ସମ୍ଭାବନା : ଚିନ୍ତାରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଓଡ଼ିଶାରେ ବିଜେଡିର ପ୍ରମୁଖ ବିରୋଧୀ ଦଳ ଭାବରେ ବିଜେପି ଥିବା ବେଳେ ମେଣ୍ଟ ଚର୍ଚ୍ଚା ରାଜନୈତିକ ବାତାବରଣକୁ ସରଗରମ କରି ଦେଇଛି । ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇ ଥର ବିଜେଡ଼ିର ଦିବ୍ୟ ଶଙ୍କର…
Read More...

ରୁରାଲ ଡେଭଲପମେଣ୍ଟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୭ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଲେଡି ଲାୟନ ତରଫରୁ ଆସନ୍ତା ୧୭ ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ରାଉରକେଲା ରୁରାଲ ଡେଭଲପମେଣ୍ଟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେକ୍ଟର ୬ ସ୍ଥିତ ଇସ୍ପାତ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ରାଉରକେଲା…
Read More...

କାନ୍ଥ ଭାଙ୍ଗି ଏଟିଏମ ଲୁଟ୍ ଅଭିଯୋଗ

ସୁନ୍ଦରଗଡ଼ : କାନ୍ଥ ଭାଙ୍ଗି ଏଟିଏମ ଲୁଟ କଲେ ଲୁଟେରା । ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ସଦର ଥାନା ମହୁଲପାଲିରେ ଘର କାନ୍ଥ ଭାଙ୍ଗି ହିଟାଚିର ଏଟିଏମ୍‌ରୁ ଟଙ୍କା ଲୁଟ୍ ହୋଇଛି । ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…
Read More...

ପ୍ରଜାପିତା ବ୍ରହ୍ମାକୁମାରୀର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ସିନାପାଲି, (ନିରାକାର ମେହେର) : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଖଡ଼ିଆଳ ଶାଖା ତରଫରୁ ଶିବରାତ୍ରି ସପ୍ତାହ ପାଳନ ଅବସରରେ ସିନାପାଲି ଜଗନ୍ନାଥ ଛକଠାରେ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଉକ୍ତ ଶାଖାର ବ୍ରହ୍ମକୁମାରୀ…
Read More...

ଗଞ୍ଜାମ ଥାନା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ : ଅଭିଯୁକ୍ତଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତଲା ୧୬ ନମ୍ବର ଜାତୀୟ ରାଜପଥ କଡରେ ଏକ ଦୋକାନରେ ଚୋରି ମଦ ବିକ୍ରି ହେଉଥିବା ଖବର ପାଇ ଚୋରା ମଦ ରୋକିବାକୁ ଯାଇଥିବା ଗଞ୍ଜାମ ଥାନା ପୋଲିସ ଉପରେ ଆକ୍ରମଣ ହେଇଥିଲା । ଗତକାଲି ବିଳମ୍ବିତ ରାତ୍ରିରେ ନବଘନ ବିଶ୍ୱାଳଙ୍କ…
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ କି ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ ଉପରେ ବଲାଙ୍ଗିର ସହ ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବରଗଡ଼, ନୂଆପଡ଼ା ଜିଲ୍ଲାରୁ ପ୍ରତ୍ୟହ ୨ ହଜାରରୁ ୨୫ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବା ଜଣାପଡିଛି । ତେବେ ଏତିକି ରୋଗୀଙ୍କ ପାଇଁ ଟିକେଟ…
Read More...

ଏନ୍ଏସି ମାନ୍ୟତା ପାଇଲା ଲୋଇସିଂହା, ଖୁସିରେ ମିଠା ବାଣ୍ଟିଲେ ବିଜେଡି ନେତୃବୃନ୍ଦ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷିତ ୨୨ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ତାଲିକାରେ ଲୋଇସିଂହା ସ୍ଥାନ ପାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ମହୋଲ ଦେଖାଦେଇଛି । ବିଳମ୍ବ ହେଲେ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ସ୍ଥାନରେ ବାଣ ଫୁଟାଇ ସ୍ୱାଗତ କରା…
Read More...