Yearly Archives

2024

ପୋଲିସକୁ ଟାଟୁ ମନା; ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଟାଟୁ କରିପାରିବେନି ପୋଲିସ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ଯବାନମାନଙ୍କୁ ଟାଟୁ କରିବାକୁ ମନା କରାଯାଇଛି । ଦେହରେ ଟାଟୁ ଥିଲେ ତୁରନ୍ତ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଟାଟୁ କରିଥିବା ପୋଲିସ କର୍ମଚାରୀଙ୍କୁ ଏହି…
Read More...

ଜିଲ୍ଲାପାଳଙ୍କୁ ଅଭିଭାବକ ସଂଘର ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନ୍ୱେଷା ଯୋଜନା ଓ ଶିକ୍ଷା ଅଧିକାର ଆଇନକୁ ଘରୋଇ ଶିକ୍ଷାନୁଷ୍ଠାମାନେ ବେଖାତିର କରୁଥିବାରୁ ବଲାଙ୍ଗିର ଜିଲ୍ଲା ଅଭିଭାବକ ସଂଘ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛି । ଏହା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବଲାଙ୍ଗିର…
Read More...

କଣ୍ଟାବାଞ୍ଜିରେ ବିଧାୟକ ସାଲୁଜାଙ୍କ ବିରାଟ କଂଗ୍ରେସ ସମ୍ମିଳନୀ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର ଦିନ ଏକ ବିରାଟ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ନିର୍ବାଚନ ମଣ୍ଡଳିର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ ସହିତ ଏନ୍‌ଏସିର ସହସ୍ରାଧିକ କର୍ମିି ସହିତ ବିଭିନ୍ନ…
Read More...

ପଦ୍ମ ଛାଡ଼ି ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ‌ ପ୍ରଭାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦ୍ମ ଛାଡ଼ି ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ‌ ପ୍ରଭାସ କୁମାର ପାଣିଗ୍ରାହୀ । ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବଲାଙ୍ଗିର ବିଜେପିର ପୂର୍ବତନ ଜିଲ୍ଲା ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ବିଜେଡି ସହିତ ସାମିଲ୍ ହୋଇଛନ୍ତି ।…
Read More...

ଅବକାରୀ ବିଭାଗ ଦ୍ୱାରା ୮ କେ.ଜି. ମହୁଲ ଫୁଲ ସହ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ : ୧ କୋର୍ଟ ଚାଲାଣ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଂଚଳରୁ ୮ କେ.ଜି ମହୁଲ ଫୁଲ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି…
Read More...

ନିର୍ଝରିଣୀ ଆନୁକୂଲ୍ୟରେ ପତ୍ରିକା ଉନ୍ମୋଚନ : କବିତା ପାଠ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ମିଳିତ ଆନୁକୂଲ୍ୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବବର୍ଷ ଅବସରରେ ବିବିଧ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।…
Read More...

ବିଜେପୁର ନିର୍ବାଚନ ମଣ୍ଡଳ ସ୍ତରୀୟ ବୁଥ୍‌ ବିଜୟ ଅଭିଯାନ

ବରଗଡ଼, (ନିରୋଜ କୁମାର ପାଣୀ) : ସାଧାରଣ ନିର୍ବାଚନ ଉପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେପୁର ସ୍ଥିତ ଜମିଦାରଙ୍କ ବାସଭବନ ପରିସରରେ ଏକ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ତାଲପଦରରୁ ପଡା ଛକ ଦେଇ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବିଜେପୁର ସହର ପରିକ୍ରମା…
Read More...

ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀର ସାମ୍ବାଦିକ ସମ୍ମିଳନୀ : ରେକିର କାର୍ଯ୍ୟକ୍ରମ ଆସନ୍ତା ୧୪ରେ ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନସିକ ଶାନ୍ତି ଓ ସୁସ୍ଥ ଜୀବନ ପାଇଁ ଗଠିତ ହୋଇଥିବା ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀ ସମୂହ ଚେତନା ସଶକ୍ତିକରଣ ଆରୋଗ୍ୟ ଶକ୍ତିପାତ କାର୍ଯ୍ୟକ୍ରମ ଆସନ୍ତା ୧୪ତାରିଖ ଦିନ ସ୍ଥାନୀୟ ଭଞ୍ଜଭବନଠାରେ ଆୟୋଜନ କରିବାକୁଯାଉଛି । ଏ ସମ୍ପର୍କରେ ରାଉରକେଲା କ୍ଲବ୍‌ଠାରେ…
Read More...

ରାସ୍ତା ପ୍ରଶସ୍ତିକରଣ ଆଳରେ ଅବାଧ ଗଛ କଟା ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ କଣାସ ରାସ୍ତାର ପ୍ରଶସ୍ତିକରଣ ଆଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବନବିଭାଗ ତରଫରୁ ଦଶବର୍ଷ ତଳେ ଲାଗି ଥିବା ବଡ଼ ବଡ଼ ଫୁଲ, ଫଳ ଓ ଔଷଧୀୟ ବୃକ୍ଷ ସମୂହକୁ ଯୁଦ୍ଧ କାଳୀନ ଭିତ୍ତିରେ ଡ୍ରୋଜର୍‌ ଲଗାଇ ଉପାଡି ଦିଆଯାଇଛି । ରାସ୍ତାର ପ୍ରଶସ୍ତିକରଣ…
Read More...

ଛତ୍ରପୁରରେ ତେଲୁଗୁ ନବବର୍ଷ ଉଗାଦି ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ରେ ତେଲୁଗୁ ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ତେଲୁଗୁ ନବବର୍ଷ ଉଗାଦି ବର୍ଣ୍ଣାଢ଼୍ୟ ସମାରୋହରେ ମଙ୍ଗଳବାର ପାଳିତ ହୋଇଯାଇଛି । ବିଧିବଦ୍ଧ ଭାବେ ଯଥାରୀତିରେ ପୂଜାର୍ଚ୍ଚନା ସହ ନୂତନ ତେଲୁଗୁ…
Read More...