Yearly Archives

2024

ଗଞ୍ଜାମ ବ୍ଲକ୍‌ରେ ବିଜେଡିର ବିଶାଳ ଶୋଭାଯାତ୍ରା : ବିଜେଡି ପାଇଁ ନିର୍ବାଚନ ପ୍ରଚାର କଲେ ବାବୁସାନ୍‌

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ବିଜେଡିର ବିଶାଳ ନିର୍ବାଚନ ପ୍ରଚାର ଶୋଭାଯାତ୍ରା ଦେଖିବାକୁ ମିଳିଛି । ଏଥିରେ ୫୦ରୁ ଅଧିକ କାର୍‌ ଓ ୨୦୦ରୁ ଅଧିକ ବାଇକ୍‌ ବୁଲି ନିର୍ବାଚନ ପ୍ରଚାରରେ ସାମିଲ ଥିବା ଲକ୍ଷ କରାଯାଇଥିଲା । ଏଥିରେ ବିଧାୟକ
Read More...

ଶଙ୍ଖନାଦକୁ ଶୁଭ ମାନସୀ ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଲେକଙ୍କୁ ମନମୁଗ୍ଧ କରିବା ସହ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଲୋକପ୍ରିୟତା ନିର୍ବାଚନ ପୂର୍ବରୁ ଦିନକୁ ଦିନ ବଢିବା ସହ ବିଜେଡିର ଶକ୍ତି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ
Read More...

ସତ୍ୟଭାମା ପତ୍ରିକାର ଶୁଭ ଲୋକାର୍ପଣ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସତ୍ୟବାଦୀର ପ୍ରସିଦ୍ଧ ଶୈବକ୍ଷେତ୍ର ବରାଳ ନିବାସୀ ସୁସାହିତ୍ୟିକ, ଗବେଷକ ଗାୟକ ଜ୍ଞାନସାଗର ଗୁରୁ ସଚ୍ଚିଦାନନ୍ଦ ମହାପାତ୍ରଙ୍କ ଧର୍ମପତ୍ନୀ ସ୍ଵର୍ଗୀୟା ସତ୍ୟଭାମା ମହାପାତ୍ରଙ୍କ ସ୍ମୃତିରେ ସ୍ଥାପିତ ସତ୍ୟଭାମା ସାରସ୍ଵତ ଅନୁଷ୍ଠାନର ୨ୟ ବାର୍ଷିକୋତ୍ସବ
Read More...

ଖପ୍ରାଖୋଲରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବାତ୍ୟା, ବନ୍ୟା, ଭୂମିକମ୍ପ, ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ତଥା ମହାମାରୀ ଆଦି ବିପଦ ସମୟରେ ରେଡ୍‌କ୍ରସ୍‌ ଠିଆ ହୋଇଥାଏ । ଅସହାୟ ଦୁର୍ଗତ ମାନବକୁ ସହାୟତାର ହାତ ବଢାଇବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇଥାଏ । ଛାତ୍ରଛାତ୍ରୀମାନେ ପାଠ ପଢା ସହିତ
Read More...

ଯୋଗୀମୁଣ୍ଡାରେ ଗୁପ୍ତେଶ୍ୱର ମନ୍ଦିର ପ୍ରତିଷ୍ଠା ଅବସରରେ ୨୪ ପ୍ରହର ନାମଯଜ୍ଞ ସହ କଳସ ଯାତ୍ରାର ଶୁଭାରମ୍ଭ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ଯୋଗୀମୁଣ୍ଡା ଗ୍ରାମରେ ବୁଧବାର ମହାଦେବ ଗୁପ୍ତେଶ୍ୱର ଭଗବାନଙ୍କ ପ୍ରତିଷ୍ଠା ଏବଂ ୨୪ ପ୍ରହର ନାମଯଜ୍ଞ ପାଇଁ ଅଧିବାସ ସହ କଳସ ଯାତ୍ରା କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଳସ
Read More...

ଧନକଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ନିଆରା ପଦକ୍ଷେପ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ତା ୦୮.୦୫.୨୦୨୪ ପିଲା ମାନଙ୍କ ପାଇଁ ଗ୍ରୀଷ୍ମାବକାଶ ହୋଇଛି । ସରକାରଙ୍କ ନିର୍ଦ୍ଦେଶନୁଯାୟୀ ଏହି ଅବକାଶରେ ପ୍ରତ୍ୟେକ ପିଲା କିଛି ଗୃହକାର୍ଯ୍ୟ କରିବେ । ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ପିଲାଙ୍କୁ ଗୃହକାର୍ଯ୍ୟ ପ୍ରଦାନ କରାଯାଇଛି । ଏବେ ପିଲାମାନେ
Read More...

ବରଗଡ଼ ଜିଲ୍ଲାର ପଦ୍ମପୁର, ବିଜେପୁର, ଅତାବିରା ଓ ଭଟଲି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଷ୍ଟାର୍‌ ପ୍ରଚାରକ ଭି. କେ.…

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲାର ପାଞ୍ଚ ଗୋଟି ବିଧାନସଭା ନିର୍ବାଚନୀ ମଣ୍ଡଳୀର ଚାରୋଟି ସଭାରେ ଯୋଗ ଦେଇଛନ୍ତି ବିଜେଡ଼ିର ଷ୍ଟାର୍‌ ପ୍ରଚାରକ ଭି. କେ. ପାଣ୍ଡିଆନ୍‌ । ପ୍ରଥମେ ପଦ୍ମପୁର ଉଡାଜାହାଜ ପଡ଼ିଆ ସତୀଭଟା ଠାରେ ଓହ୍ଲାଇ ପଦ୍ମପୁର ଅଶୋକ ପଡିଆଠାରେ ଅନୁଷ୍ଠିତ ଜନ ସମାବେଶରେ
Read More...

ଯାଞ୍ଚ ବେଳେ ପୋଲିସ ହାତରେ ଲାଗିଛି ପୁଳା ପୁଳା ଟଙ୍କା

ତୁଷୁରା, (କେପିଏନ୍‌ଏସ୍‌) : ଯାଞ୍ଚ ବେଳେ ପୋଲିସ ହାତରେ ଲାଗିଛି ପୁଳା ପୁଳା ଟଙ୍କା । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଲ ଚେକ୍‌ ପୋଷ୍ଟରେ ପୋଲିସର ଯାଞ୍ଚ ବେଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଗୁଡ଼ାଏ ଟଙ୍କା ଜବତ କରିଛି ତୁଷୁରା ପୋଲିସ । ସୂଚନାଯୋଗ୍ୟ ଯେ, ଚଳିତ ସାଧାରଣ
Read More...

ଚୁଡାପାଲି କଂଗ୍ରେସ ଅଫିସ ଉଦ୍‌ଘାଟନ କଲେ ସ୍ମାରକ ମିଶ୍ର : କଂଗ୍ରେସରେ ଯୋଗଦେଲେ ଅନେକ ବିଜେଡି ନେତା କର୍ମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ୍‌ ସ୍ଥିତ ଚୁଡାପାଲି ଠାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ନିର୍ବାଚନୀ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଯାଇଛି । ସ୍ଥାନୀୟ ନେତୃତ୍ୱ ଘାସିରାମ ବେହେରା, ଭୁଣ୍ଡିମୁହାଣ ସରପଂଚ ଶ୍ରୀୟା ସାହୁ ଓ ଲୋକନାଥ କୁମୁରାଙ୍କ ଉପସ୍ଥିତିରେ ବିଡିସିସି ବ୍ୟାଙ୍କ
Read More...

ସୁନ୍ଦରଗଡ଼ ଅଟୋ ୱର୍କରସ ଆସୋସିଏସନ୍ ରାଉରକେଲାର ଜିଲ୍ଲା ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଅଟୋ ୱର୍କରସ୍‌ ଆସୋସିଏସନ୍, ରାଉରକେଲା ନିଖିଳ ଓଡ଼ିଶା ଅଟୋ ଚାଳକ ମହାସଂଘ ଭୁବନେଶ୍ୱର ସହବନ୍ଧିତର ଜିଲ୍ଲା ସମ୍ମିଳନୀ ସେକ୍ଟର ୯ ଲାଗୁନ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସଂଗଠନର ସଭାପତି ବୈଦ୍ୟନାଥ ଦାସ ଅଧ୍ୟକ୍ଷତା
Read More...