ଡେଲାଙ୍ଗରେ ୧୧୮୬ ଜଣ ହେଲେ ମାଟ୍ରିକ ପରୀକ୍ଷା, ୩୫ ଅନୁପସ୍ଥିତ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମାଧ୍ୟମିକ ଶିକ୍ଷା ପକ୍ଷରୁ ଆଜି ସାରା ଓଡ଼ିଶାରେ ମାଟ୍ରିକ ସମ୍ମେଟିଭ୍ ଆସେସ୍ମେଣ୍ଟ -୨ ପରୀକ୍ଷା ଆରମ୍ଭ ହୋଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ମୋଟ ଆଠଟି କେନ୍ଦ୍ର ରାଧାକାନ୍ତ ବିଦ୍ୟାପୀଠ, ଡେଲାଙ୍ଗ ଷ୍ଟେସନ୍ ବଜାର୍, ସରକାରୀ ଉଚ୍ଚ!-->…
Read More...
Read More...