Yearly Archives

2023

ରୋୟାଲ ଗ୍ରୀନ ସୋସାଇଟିରେ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ଭାଇଚାରର ପର୍ବ ହୋଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିଟଲାଗଡ ରୋଡ ନିକଟସ୍ଥ ପେଲେସ ଲାଇନରେ ଥିବା ରୋୟାଲ ଗ୍ରୀନ ସୋସାଇଟିରେ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ଭାଇଚାରର ପର୍ବ ହୋଲି ବା ରଙ୍ଗର ପର୍ବ ହୋଲି । ପରସ୍ପର ମଧ୍ୟରେ ରଙ୍ଗ ବୋଳାବୋଳି ହୋଇ ପାଳିତ ହୋଇଛି ହୋଲି । ଏହି ଅବସରରେ ଅବିର ଓ
Read More...

ଘୋର ଅବ୍ୟବସ୍ଥା ମଧ୍ୟରେ ପ୍ରାଣୀଧନ ଚିକିତ୍ସା ସେବା : ସାଧାରଣରେ ଅସନ୍ତୋଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ବର୍ତ୍ତମାନ ଘୋର ଅବ୍ୟବସ୍ଥା ଭିତରେ ଚାଲିଥିବା ଦେଖାଦେଇଛି । ସୂଚନା ଥାଉକି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପଶୁ ସମ୍ପଦର ସୁରକ୍ଷାକୁ ନେଇ ବିଗତ ବର୍ଷ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷଠାରେ
Read More...

ମିନି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ତୁରୁମୁଙ୍ଗା : ହୋଲିରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ଥିବା ବେଳେ ଚୋରମାନେ ପାଟଣା ବ୍ଲକର ଧରୁଆପଡ଼ାରେ ଥିବା ଏକ ଫିନୋ ମିନି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ, ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଧରୁଆପଡ଼ା ଛକ ନିକଟରେ ଶରତ
Read More...

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତରଫରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ

ମନମୁଣ୍ଡା : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି) ତରଫରୁ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରାଯାଇଛି । ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ରୀତାରାଣୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ସଭା କରାଯାଇଥିଲା
Read More...

୩୦୧ କେଜି ଗଞ୍ଜେଇ ଜବତ

ସାନଖେମୁଣ୍ଡି : ଗୋବିନ୍ଦପୁର ପଞ୍ଚାୟତ କୃଷ୍ଣପୁର ଓ ବୁରେଇ ପାହାଡ ଗ୍ରାମର କିଛି ଘରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଖବର ପାଇ ପାଟପୁର ପୋଲିସ ଚଢାଉ କରି ୩୦୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି
Read More...

ଆନ୍ଧ୍ରପ୍ରଦେଶରେ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅର୍ନ୍ତଗତ ତାଲାକୋଟ ଗ୍ରାମର ୫ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶରେ ବନ୍ଧା ପଡିଥିବା ଏକ ଭିଡିଓ ଘୁରି ବୁଳୁଛି । ଏମାନଙ୍କ ମଧ୍ୟରୁ ୨ ଜଣ ଯୁବକ ଓ ୩ ଜଣ ଯୁବତୀ ଥିବାର ଜଣାପଡିଛି । ସେମାନେ ହେଲେ ଲଛମନି ମାଝି, ଝଳସାଏ ମାଝି,
Read More...

ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସହ ଯୁବକଙ୍କୁ ଆକ୍ରମଣ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ସରକାରୀ ବସଷ୍ଟାଣ୍ଡ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ସହ ଯୁବକଙ୍କ ହାତକୁ ଧାରୁଆ ଅସ୍ତ୍ରରେ ଦୁର୍ବୁତ୍ତମାନେ ହାଣି ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ୨ ଜଣ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଯୁବକ ୨ ଜଣ
Read More...

୧୮ କୁଇଣ୍ଟାଲ ଗଞ୍ଜେଇ ସହ ବାଇକ୍ ଜବତ, ୨ ଗିରଫ

ମନମୁଣ୍ଡା : ମନମୁଣ୍ଡା ରେଞ୍ଜ ଶଗଡା ସେକ୍ସନ ସିଗାଡି ଜଙ୍ଗଲ ଅଂଚଳରେ ଗଞ୍ଜେଇ ଚୋରା ଚାଲାଣ ପ୍ରସ୍ତୁତି ଚାଲିଥିବା ବେଳେ ମନମୁଣ୍ଡା ପୁଲିସ ଚଢାଉ କରି ୧୮ କୁଇଣ୍ଟାଲ ୨୦ କେଜି ଗଞ୍ଜାଇ ସହ ଏକ ବାଇକ ଜବତ କରିଛି । ଏଥିସହ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମନମୁଣ୍ଡା
Read More...

ଛତ୍ରପୁରରେ ଦୋଳ ଗୋବିନ୍ଦଙ୍କ ବିଜୟ ଯାତ୍ରା ସରଗରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ପାରମ୍ପରିକ ଐତିହାସିକ ଦୋଳଯାତ୍ରା ସମ୍ପନ୍ନ ହୋଇଯାଇଛି । ଦୋଳ ପୂର୍ଣ୍ଣମୀ ଦିନ ସନ୍ଧ୍ୟାରେ ପଞ୍ଚଦୋଳ ବିମାନରେ ରାଧାକୃଷ୍ଣ ଯୁଗଳମୂର୍ତ୍ତି ଚଳନ୍ତି ପ୍ରତିମା ବିଜେ କରିଥିଲେ । ନାନା ପୂଜାର୍ଚ୍ଚନାର ସହ ଦୋଳଗୋବିନ୍ଦଙ୍କ ଯାତ୍ରା
Read More...

ସରିଲା କ୍ୟାବିନେଟ ବୈଠକ : ୧୨ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ରାଜସ୍ୱ, ପଂଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି ।
Read More...