ପାର୍ବତୀ ଗିରିଙ୍କ ନାମରେ ମହିଳା କଲେଜର ନାମକରଣ କରିବାକୁ ଦାବୀ
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମହିଳା ସମିତି ପକ୍ଷରୁ ଆୟୋଜିତ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ବରଗଡ଼ ମହିଳା କଲେଜକୁ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ନାମରେ ନାମିତ କରିବାକୁ ବକ୍ତାମାନେ ମତପ୍ରକାଶ କରିଥିଲେ । ଏହି କ୍ରମରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଆଗତ ହୋଇ ପାରିତ!-->…
Read More...
Read More...